Below header
Browsing Tag

nitish kumar

ପାଟନାରେ ନୀତୀଶ କୁମାରଙ୍କ କାରକେଡ୍‌କୁ ପଥର ମାଡ: ଭାଙ୍ଗିଲା ଅନେକ ଗାଡିର କାଚ, ୧୩ ଗିରଫ

ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡି ଉପରକୁ ପଥରରେ ଆକ୍ରମଣ। ପଥର ମାଡରେ ଅନେକ ଗାଡିର କାଚ ଭାଙ୍ଗିଯାଇଛି। ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୌଭାଗ୍ୟବଶତଃ ଗାଡିରେ ନଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣ ଗିରଫ ହୋଇଛନ୍ତି। ଏହି ଘଟଣା ରାଜଧାନୀ…

ନୀତୀଶ କୁମାରଙ୍କ ହେଲିକାପ୍ଟରର ଜରୁରୀ ଅବତରଣ; ମରୁଡ଼ି ସ୍ଥିତି ସମୀକ୍ଷା କରିବାକୁ ଯାଉଥିଲେ ସିଏମ୍‌

ଖରାପ ପାଗ ଯୋଗୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହେଲିକାପ୍ଟରକୁ ଗୟାରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡ଼ିଛି। ସିଏମ୍ ନୀତୀଶ କୁମାର ରାଜ୍ୟରେ ମରୁଡ଼ି ସ୍ଥିତିର ସମୀକ୍ଷା କରିବାକୁ ବାହାରିଥିଲେ। ହେଲେ ଏହି ସମୟରେ ପାଗ ବିଗିଡ଼ି ଯିବାରୁ ଗୟାରେ ତାଙ୍କ ହେଲିକାପ୍ଟର ଜରୁରୀ ଅବତରଣ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର, ତେଜସ୍ୱୀ ଯାଦବ ହେଲେ ଉପମୁଖ୍ୟମନ୍ତ୍ରୀ

ନୀତୀଶ କୁମାର ଗତକାଲି ଇସ୍ତଫା ଦେବା ପରେ ପୁଣି ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି।ଏହା ସହିତ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ। ରାଜଭବନ ରାଜ୍ୟପାଳ ଫାଗୁ ଚୌହ୍ଵାନ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ପାଠ…

‘ପ୍ରତି ଦୁଇ ବର୍ଷରେ କାତି ଛାଡ଼ି ଥାଆନ୍ତି ନୀତୀଶ’! ଏମିତି ଦିନେ ନୀତୀଶଙ୍କୁ ସାପ ସହିତ କରିଥିଲେ ତୁଳନା; ଜାଣନ୍ତୁ କ’ଣ…

ବିହାରରେ ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆର୍‌ଜେଡି ସହ ମିଶି ଆଉ ଥରେ ସରକାର ଗଠନ କରିବାକୁ ଯାଉଛନ୍ତି। ସିଏମ୍‌ ପଦରୁ ଇସ୍ତଫା ଦେବା ପରେ ନୀତୀଶ କୁମାର ରାବଡ଼ି ଦେବୀଙ୍କ ବାସଭବନରେ ତେଜସ୍ୱୀ ଯାଦବଙ୍କ ସହିତ ବୈଠକ କରିଥିଲେ। ଏଥିରୁ ବିହାରରେ ପୁଣି ଥରେ ମହାମେଣ୍ଟ ସରକାର…

ବିହାରରେ ମହାମେଣ୍ଟ ପାର୍ଟ-୨, ଆଜି ଶପଥ ନେବେ ନୀତୀଶ କୁମାର ,ଅଷ୍ଟମ ଥର ଲାଗି ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ବିହାରରେ ପୁଣି ମହାମେଣ୍ଟ ସରକାର । ଆରଜେଡି ସହ ମିଶି ସରକାର ଗଢ଼ିବ ଜେଡିୟୁ । ଆଜି ଶପଥ ନେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଅପରାହ୍‌ଣ ୨ଟାରେ ରାଜଭବନରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟପାଳ ଫଗୁ ଚୌହ୍ଵାନ ନୂଆ ମୁଖ୍ୟମନ୍ତ୍ରୀ ଓ…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ମହାମେଣ୍ଟ ସହ ସରକାର ଗଢିବାକୁ ନିଷ୍ପତ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ ସେ ରାଜ୍ୟପାଳ ଫାଗୁ ଚୌହ୍ଵାନଙ୍କୁ ଇସ୍ତଫା ଦେବା ପାଇଁ ରାଜଭବନ ପହଞ୍ଚିଥିଲେ । ଏନଡିଏ ଠାରୁ ଅଲଗା ହେବା ପରେ ନୀତୀଶ କୁମାର ମହମେଣ୍ଟ ସହ ସରକାର ଗଢ଼ିବାକୁ ନିଷ୍ପତ୍ତି…

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ସଂକ୍ରମିତ, ଜ୍ୱର ଥିବାରୁ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇନଥିଲେ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ କରୋନା ପଜିଟିଭ ହୋଇଛନ୍ତି। ନୀତୀଶ କୁମାରଙ୍କୁ ଗତ କିଛିଦିନ ହେଲାଣି ଜ୍ୱରରେ ପୀଡିତ ଥିଲେ। ଏହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଫଳରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା…

ବିହାରରେ ରାଜନୈତିକ ଭୂକମ୍ପର ସଙ୍କେତ, ନିର୍ବାଚନ ପୂର୍ବରୁ ବିଜେପି ହାତ ଛାଡିପାରନ୍ତି ନୀତୀଶ କୁମାର !

ନୂଆଦିଲ୍ଲୀ : ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାରଙ୍କୁ ନେଇ ବିହାର ରାଜନୀତି ସରଗରମ । ବିଜେପି ହାତ ଛାଡ଼ି ପୁଣି ଆରଜେଡି ସହ ମେଣ୍ଟ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ଆସନ୍ତା ମାସ ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା…

ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଯୁବକଙ୍କ ମୁଥମାଡ଼

ନୂଆଦିଲ୍ଲୀ : ନୀତୀଶ କୁମାରଙ୍କୁ ମୁଥମାଡ଼। ବିହାର ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଘଟିଛି ଅଘଟଣ। ନିଜ ସହର ବଖ୍‌ତିୟାରପୁରରେ ନୀତୀଶଙ୍କ ଉପରେ ହୋଇଛି ଆକ୍ରମଣ। ଏକ ଡାକ୍ତରଖାନାରେ ବିହାରର ସ୍ୱାଧୀନତା ସଂଗ୍ରାମୀ ଶୀଳଭଦ୍ର ୟାଦିଙ୍କ ପ୍ରତିମୂର୍ତ୍ତିରେ…

ମଦୁଆଙ୍କ ପାଇଁ ଖୁସି ଖବର! ମଦ ପିଇଲେ ଆଉ ହେବନି ଜେଲ୍‌, ସରକାରଙ୍କ ବଡ଼ ଘୋଷଣା

ମଦ ପିଇଲେ ଆଉ ହେବନି ଜେଲ୍‌। ବିହାରରେ ମଦ ମୁକ୍ତି ଆନ୍ଦୋଳନ ମଧ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ମଦ ପିଉଥିବା ବ୍ୟକ୍ତି ଧରାପଡ଼ିଲେ ବି ଜେଲ ଯିବେନି। ଏହା ବଦଳରେ ତାଙ୍କୁ କେବଳ ମଦ ମାଫିଆଙ୍କର ସୂଚନା ଦେବାକୁ ହେବ। ଦେଇଥିବା ସୂଚନା ଅନୁସାରେ ଯଦି ମଦ ମାଫିଆ ଗିରଫ ହୁଅନ୍ତି…

ଜେଡିୟୁର ନୂତନ ସଭାପତି ଭାବେ ଆରସିପି ସିଂ ନିଯୁକ୍ତ

ନୂଆଦିଲ୍ଲୀ : ଜେଡିୟୁର ନୂତନ ସଭାପତି ଭାବେ ଆରସିପି ସିଂ ନିଯୁକ୍ତ ହୋଇଛନ୍ତି । ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରାକ୍ତନ ମୁଖ୍ୟ ନୀତିଶ କୁମାର ଏହି ପ୍ରସ୍ତାବ ଦେଇଥିଲେ । ଯାହାକୁ ଅନ୍ୟ ସଦସ୍ୟ ସମର୍ଥନ ଜଣାଇଛନ୍ତି । ଏହି ଅବସରରେ ନୀତିଶ କୁମାର…

ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର

କେନ୍ୟୁଜ ବ୍ୟୁରୋ : ଆଜି ବିହାରରେ ନୂଆ ସରକାର । ଲଗାତର ଚତୁର୍ଥ ଥର ପାଇଁ ବିହାର କମାଣ ସମ୍ଭାଳିବେ ନୀତୀଶ କୁମାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ଫଗୁ ଚୌହ୍ଵାନ । ଆଉ କିଛି ସମୟ ପରେ ରହିଛି ଶପଥ ଗ୍ରହଣ…