Browsing Tag

nitish kumar

ମଦୁଆଙ୍କ ପାଇଁ ଖୁସି ଖବର! ମଦ ପିଇଲେ ଆଉ ହେବନି ଜେଲ୍‌, ସରକାରଙ୍କ ବଡ଼ ଘୋଷଣା

ମଦ ପିଇଲେ ଆଉ ହେବନି ଜେଲ୍‌। ବିହାରରେ ମଦ ମୁକ୍ତି ଆନ୍ଦୋଳନ ମଧ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ମଦ ପିଉଥିବା ବ୍ୟକ୍ତି ଧରାପଡ଼ିଲେ ବି ଜେଲ ଯିବେନି। ଏହା ବଦଳରେ ତାଙ୍କୁ କେବଳ ମଦ ମାଫିଆଙ୍କର ସୂଚନା ଦେବାକୁ ହେବ। ଦେଇଥିବା ସୂଚନା ଅନୁସାରେ ଯଦି ମଦ ମାଫିଆ ଗିରଫ ହୁଅନ୍ତି…

ଜେଡିୟୁର ନୂତନ ସଭାପତି ଭାବେ ଆରସିପି ସିଂ ନିଯୁକ୍ତ

ନୂଆଦିଲ୍ଲୀ : ଜେଡିୟୁର ନୂତନ ସଭାପତି ଭାବେ ଆରସିପି ସିଂ ନିଯୁକ୍ତ ହୋଇଛନ୍ତି । ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରାକ୍ତନ ମୁଖ୍ୟ ନୀତିଶ କୁମାର ଏହି ପ୍ରସ୍ତାବ ଦେଇଥିଲେ । ଯାହାକୁ ଅନ୍ୟ ସଦସ୍ୟ ସମର୍ଥନ ଜଣାଇଛନ୍ତି । ଏହି ଅବସରରେ ନୀତିଶ କୁମାର…

ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର

କେନ୍ୟୁଜ ବ୍ୟୁରୋ : ଆଜି ବିହାରରେ ନୂଆ ସରକାର । ଲଗାତର ଚତୁର୍ଥ ଥର ପାଇଁ ବିହାର କମାଣ ସମ୍ଭାଳିବେ ନୀତୀଶ କୁମାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ଫଗୁ ଚୌହ୍ଵାନ । ଆଉ କିଛି ସମୟ ପରେ ରହିଛି ଶପଥ ଗ୍ରହଣ…

ସପ୍ତମ ଥର ପାଇଁ ବିହାର ଶାସନ ଗାଦିରେ ବସିବେ ନୀତୀଶ କୁମାର, ଆସନ୍ତା କାଲି ନେବେ ଶପଥ

ପାଟନା: ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ପଦରେ ବସିବେ ନୀତୀଶ କୁମାର ‌। ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ଆଉ କ୍ରମାଗତ ଭାବରେ ଚତୁର୍ଥ ଥର ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ । ଆଜି ଅନୁଷ୍ଠିତ ହୋଇଥିବା ଏନଡିଏ ବୈଠକରେ ବିଧାୟକଙ୍କ ଦଳ ନେତା ଭାବେ ନିର୍ବାଚିତ…

ଆଜି ବିହାର ସରକାର ଗଠନ ପ୍ରକ୍ରିୟା ଆରମ୍ଭ, ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର

କେନ୍ୟୁଜ୍ ବ୍ୟୁରୋ : ବିହାରରେ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ । ଆଜି ଏନଡିଏର ନେତା ନିର୍ବାଚିତ ହେବେ ନୀତିଶ କୁମାର । ଦିନ ୧୨ଟା ୩୦ରେ ଏନଡିଏ ବିଧାୟକ ଦଳ ବୈଠକ ବସିବ । ପାଟନାରେ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିବେ ବୋଲି…

ଭାଷଣ ଦେଉଥିବାବେଳେ ନୀତିଶ କୁମାରଙ୍କୁ ହେଲା ପିଆଜ ମାଡ, ଯାହାପରେ ସିଏମ କେମିତି ରିଆକସନ୍‌ ଦେଲେ ଦେଖନ୍ତୁ

ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ୭ ନଭେମ୍ବର ଦିନ ହେବାକୁ ଯାଉଛି। ଏହି ଫେଜରେ ୧୫ ଜିଲ୍ଲାର ୭୬ ସିଟକୁ ନେଇ ମତଦାନ ହେବ। ଫଳରେ ବର୍ତ୍ତମାନ ନିର୍ବାଚନ ପ୍ରଚାର ଅଭିଯାନ ଜୋରସୋରରେ ଚାଲୁଛି। ସବୁ ଦଳ ନିଜ ନିଜ ପାଇଁ ପୂରା ଶକ୍ତି ପ୍ରଦାନ କରିଦେଉଛନ୍ତି ଏହି ପ୍ରଚାର…

ବିହାରରେ ଲାଗୁ ହେବ ନାହିଁ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସି, ସ୍ପଷ୍ଟ କଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ…

କେନ୍ୟୁଜ୍(ବ୍ୟୁରୋ): ଶାସକ ଏନଡିଏ ମେଣ୍ଟକୁ ଧକ୍କା । ବିହାରରେ ଲାଗୁ ହେବ ନାହିଁ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସି । ଏହା ସ୍ପଷ୍ଟ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ବିହାରରେ ଏନଆରସି ଲାଗୁ ହେବ କି ବୋଲି ସାମ୍ବାଦିକ କରିଥିବା ପ୍ରଶ୍ୱର ସିଧା ଜବାବ ରଖିଥିଲେ…

ମନଇଚ୍ଛା ମନ୍ତ୍ରୀପଦ ବଣ୍ଟା ଯାଉଛି, ମୋଦି ସରକାର ଗଠନ ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଅସନ୍ତୋଷ

ମୋଦି ସରକାର ଗଠନ ହେବା ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଅସନ୍ତୋଷ ମୁଣ୍ଡ ଟେକିଛି। ଜେଡିୟୁକୁ ଏନଡିଏ- ୨ ସରକାରରେ ସମ୍ମାନଜନକ ମନ୍ତ୍ରୀ ଆସନ ନମିଳିବାକୁ ଦଳ କୌଣସି ମନ୍ତ୍ରୀ ପଦ ଗ୍ରହଣ କରିନଥିବା ସ୍ପଷ୍ଟ କରିଛନ୍ତି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାରରେ ଏନଡିଏ…

ମତ ରଖିଲେ ନୀତିଶ, ସାଧାରଣ ନିର୍ବାଚନ ଏତେ ଲମ୍ବା ସମୟ ହେବା କଥା ନୁହଁ

ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ । ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ହେଭିେଓ୍ଵଟ୍ଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ବିହାରର ନାଳନ୍ଦା ସଂସଦୀୟ କ୍ଷେତ୍ରରେ ଭୋଟ୍ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର…