Browsing Tag

noida

କୁକୁର ହଜିଯିବା ପୋଷ୍ଟର କାଢ଼ିବାରୁ ନିର୍ଦ୍ଧୁମ ଛେଚା ଖାଇଲେ , ଭିଡିଓ ହେଉଛି ଭାଇରାଲ

ମାଲିକାଣୀର ପ୍ରିୟ କୁକୁର ହଜିଗଲା ପରେ ଖୋଜିବା ପାଇଁ ଚାରିଆଡ଼େ ଲଗାଇଲେ ପୋଷ୍ଟର..ଦିନ ଗଡ଼ିଲା, କିଛି ଦିନ ପରେ ସୋସାଇଟିରେ ଥିବା ଆଉ ଜଣେ ଲୋକ ଆସି କାନ୍ଥରେ ଲାଗିଥିବା ପୋଷ୍ଟର କୁ ହଟାଇଦେଲେ। ତା ପରେ ଯାହା ହେଲା ତାହା ଖାଲି ଦେଖିବା ଯୋଗ୍ୟ ଥିଲା.. ମାଲିକାଣୀ ଜଣକ ନିଜ ପୋଷା କୁକୁରର…

ଧାର ଟଙ୍କା ସୁଝି ନପାରିବାରୁ ଖାଲି ଦେହରେ ମାର୍କେଟରେ ବୁଲାଇଲେ, ଭିଡ଼ିଓ ହେଉଛି ଭାଇରାଲ

ଧାର ନେଇଥିବା ଟଙ୍କାକୁ ଫେରାଇ ପାରିଲାନି ବୋଲି ଯୁବକଙ୍କୁ ଖାଲି ଦେହରେ ବୁଲାଇଲା । ଟଙ୍କା ଦରକାର ଥିଲା ବୋଲି ଯୁବକ ଜଣକ ଅନ୍ୟ ଜଣଙ୍କଠୁ ଟଙ୍କା ଧାର ନେଇଥିଲା। ଆଉ ତାକୁ ସୁଝିଦେବ ବୋଲି କହିଲା। କିନ୍ତୁ ଟିକେ ସମସ୍ୟା କାରଣରୁ ଅଳ୍ପ ଅଳ୍ପ କରି ଟଙ୍କା ଦେଲା। ସୂଚନା ଅନୁସାରେ ମୋଟ ୫,୧୦୦…

ପ୍ରେମିକ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଦେଖିଦେଲା ପୁଅ, ପିଲାର ଜୀବନ ନେଲା ମା’

ଅବୈଧ ସଂପର୍କ ପାଇଁ ରାକ୍ଷସୀ ସାଜିଲା ମା’ । ମହିଳା ଜଣକ ଅନ୍ୟ ପୁରୁଷଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଛୋଟ ପିଲାଟି ଦେଖିଦେବାରୁ ଆଜି ତା’ ଜୀବନ ଚାଲିଯାଇଛି । ଆଉ ନିଜ ଛୁଆକୁ ହତ୍ୟା କରିଛି ଜଣେ ମା’ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ନୋଏଡା…

ନୋଏଡା: କଥା ନ ମାନିବାରୁ ମୁଣ୍ଡକୁ ଉଠିଲା ଶିକ୍ଷୟିତ୍ରୀଙ୍କ ରାଗ, କାଟିଦେଲେ ୧୨ ଛାତ୍ରଙ୍କ ଚୁଟି

ଉତ୍ତର ପ୍ରଦେଶର ନୋଏଡାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ନାମୀ ସ୍କୁଲର ଶିକ୍ଷୟିତ୍ରୀ ୧୨ ଜଣ ଛାତ୍ରଙ୍କ ଚୁଟି କାଟି ଦେଇଛନ୍ତି। ଯେତେବେଳେ ଛାତ୍ରମାନଙ୍କ ପରିବାର ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସମସ୍ତେ ପୋଲିସ ନିକଟରେ ପହଞ୍ଚିଥିଲେ। ଏହି ଘଟଣାରେ ବିଦ୍ୟାଳୟ…

ରେଷ୍ଟୁରାଣ୍ଟରେ ଡିନର ପରେ ପରିବାରର ବିଲ୍‌ ଆସିଲା ୧୨ ହଜାର, ସର୍ଭିସ୍‌ ଟ୍ୟାକ୍ସ ୯୭୦ ଟଙ୍କାକୁ ନେଇ ଉଭୟ ପକ୍ଷ…

ନୋଏଡାର ସେକ୍ଟର-୭୫ସ୍ଥିତ ସ୍ପେକ୍ଟ୍ରମ୍ ମଲ୍‌କୁ ରବିବାର ଡିନର କରିବାକୁ ଯାଇଥିଲେ ଏକ ପରିବାର। ଖାଦ୍ୟ ଖାଇସାରିବା ପରେ ସର୍ଭିସ୍‌ ଟ୍ୟାକ୍ସକୁ ନେଇ ଏହି ପରିବାର ଏବଂ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ମଧ୍ୟରେ ଖୁବ୍‌ ମାରପିଟ ହୋଇଥିବା ସୂଚନା ରହିଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି,…

ଦେଶରେ ଆରମ୍ଭ ହେବ ପ୍ରଥମ ପୋଡ୍‌ ଟ୍ୟାକ୍ସି ସେବା, ଜାଣନ୍ତୁ କେଉଁଠାରେ ଉପଲବ୍ଧ ହେବ ଏହି ସୁବିଧା

(କେନ୍ୟୁଜ ବ୍ୟୁରୋ): କାର ଭଳି ଦେଖା ଯାଉଥିବା ଗାଡ଼ି ହେଉଛି ପୋଡ୍‌ ଟ୍ୟାକ୍ସି । ଏହା ବିନା ଡ୍ରାଇଭରରେ ଚାଲିଥାଏ । ଷ୍ଟିଲରେ ନିର୍ମିତ ହୋଇଥିବା ଏକ ଟ୍ରାକରେ ଚାଲିଥାଏ ପୋଡ୍‌ ଟ୍ୟାକ୍ସି । ତେବେ ଏହି ପୋଡ୍‌ ଟ୍ୟାକ୍ସି ଭାରତରେ କେଉଁ ସହରରେ ଚାଲିବ ଆପଣ ହୁଏତ ତାହା ଜାଣି ନଥିବେ । ଭାରତର…

ଲିଫ୍ଟ ଭିତରେ ସିଗାରେଟ୍‌ ଟାଣି ଧୂଆଁ ଉଡ଼ାଉଛନ୍ତି ଯୁବକ, ହାତରେ ଏକାଧିକ ମଦ ବୋତଲ! ଭିଡିଓ ଭାଇରାଲ ପରେ ଜଣେ ଗିରଫ

ଗ୍ରେଟର ନୋଏଡାର େଓ୍ଵଷ୍ଟ୍‍ ସୋସାଇଟି ଲିଫ୍ଟ ଭିତରର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ସୋସାଇଟି ଲିଫ୍ଟରେ କିଛି ଯୁବକ ମଦ ଓ ସିଗାରେଟ୍‌ ପିଉଥିବାର ନଜର ଆସୁଛନ୍ତି। ପୋଲିସ ଏହି ମାମଲାର ତଦନ୍ତ କରୁଛି। ସେଣ୍ଟ୍ରାଲ ନୋଏଡାର ଏଡିସିପି ଏହି ମାମଲାକୁ ନେଇ ଏକ…

ଭାଲେଣ୍ଟାଇନ ଡେ ପାଇଁ ନୋଏଡାରେ ୧୪୪ ଧାରା ଲାଗୁ, ଜାଣନ୍ତୁ କ’ଣ କରାଯାଇଛି ବାରଣ

ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗରରେ ୧୪୪ ଧାରା ଲାଗୁ ହୋଇଛି।  ନୋଏଡା ଏବଂ ଗ୍ରେଟର ନୋଏଡାରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ । ଭାଲେଣ୍ଟାଇନ ଡେ ଏବଂ ମହାଶିବରାତ୍ରୀ ପାଇଁ ଆଇନ ଲାଗୁ ହୋଇଛି । ଆଉ ଯେଉଁମାନେ ଅମାନିଆ ହେବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ…

ନୋଏଡା: ଗଛରେ ପିଟି ହୋଇ ଧୁ ଧୁ ଜଳିଲା ମର୍ସିଡିଜ୍‌; ଡୋର୍‌ ଲକ୍‌ ହୋଇଯିବାରୁ ଭିତରେ ଜିଅନ୍ତା ଜଳିଗଲେ ମାଲିକ

ଉତ୍ତର ପ୍ରଦେଶ: ନୋଏଡା ସେଣ୍ଟ୍ରାଲ ଜୋନ୍‌ର ଫେଜ୍‌-୨ ଥାନା ଅନ୍ତର୍ଗତ ସେକ୍ଟର ୯୩ରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟଙ୍କର କାର୍‌ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ମର୍ସିଡିଜ୍‌ କାର୍‌ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡର ସହ ଧକ୍କା ହୋଇଥିଲା ଏବଂ ପରେ ଏକ ଗଛରେ ପିଟି…

ଦିଲ୍ଲୀ ଘଟଣାର ପୁନରାବୃତ୍ତି, ସ୍ୱିଗୀ ଡେଲିଭରୀ ବଏଙ୍କୁ କାରରେ ୫୦୦ ମିଟର ଘୋଷାଡି ମାରିଦେଲେ

ଦିଲ୍ଲୀ ପରେ ନୋଏଡାରେ ପୁଣି ସମାନ ଘଟଣା ଘଟିଛି। ନୋଏଡାରେ ଜଣେ ସ୍ୱିଗୀ ଡେଲିଭରୀ ବଏଙ୍କୁ ଘୋଷାଡି ମାରିଥିବା ଘଟଣା ସାମ୍ନାକୁ ଆସିଛି । ଡେଲିଭରୀ ବଏଙ୍କ ବାଇକକୁ ଏକ କାର ୫୦୦ ମିଟର ଘୋଷାଡି ନେବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଆଉ କାର ଚାଳକ ଫେରାର ହୋଇଯାଇଛନ୍ତି । ନୋଏଡା ସେକ୍ଟର ୧୪ର…

ଘରୋଇ ସହାୟିକାଙ୍କୁ ବନ୍ଧକ ରଖି ଖୁବ୍‌ ପିଟିଲେ ମହିଳା ଓକିଲ, ଜବରଦସ୍ତି କରାଇଲେ ଘର କାମ; ସିସିଟିଭିରେ କଏଦ ହେଲା…

ନୋଏଡାର ସେକ୍ଟର-୧୧ସ୍ଥିତ ଏକ ହାଇ ପ୍ରୋଫାଇଲ ସୋସାଇଟିରେ ରହୁଥିବା ଜଣେ ମହିଳା ଘରୋଇ ସହାୟିକାଙ୍କୁ ବନ୍ଧକ ରଖି ଅତି ନିର୍ଦ୍ଦୟ ଭାବେ ପିଟାପିଟି କରିଛନ୍ତି। ଅଭିଯୁକ୍ତ ମହିଳା ହେଉଛନ୍ତି ପେସାରେ ଜଣେ ଓକିଲ। ଖବରରୁ ଜଣାପଡ଼ିଛି ଯେ ଚୁକ୍ତି ଶେଷ ହେବା ପରେ ବି ମହିଳା ଓକିଲ ଜଣକ ସହାୟିକାଙ୍କୁ…

ମାଲିକମାନେ ସାବଧାନ ! ପୋଷା କୁକୁର କାମୁଡିଲେ ୧୦ ହଜାର ଜରିମାନା ସହିତ ଚିକିତ୍ସା ଖର୍ଚ୍ଚ ଦେବେ

ଆପଣ ଘରେ କୁକୁର ରଖିଛନ୍ତି କି ? କୁକୁର ରଖିଥିଲେ ସାବଧାନ ହୋଇଯାଆନ୍ତୁ ! ଯଦି ଆପଣଙ୍କ କୁକୁର କାହାକୁ କାମୁଡେ ତେବେ ଆପଣ ୧୦ ହଜାର ଜରିମାନା ସହିତ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବାକୁ ବାଧ୍ୟ । ଏମିତି ନିଷ୍ପତ୍ତି ନୋଏଡା ଅଥରିଟି ନେଇଛି । ଆପଣଙ୍କ ଜନ୍ତୁ କୌଣସି ସାର୍ବଜନୀନ ସ୍ଥାନରେ…