Below header
Browsing Tag

noida

ମାଲିକମାନେ ସାବଧାନ ! ପୋଷା କୁକୁର କାମୁଡିଲେ ୧୦ ହଜାର ଜରିମାନା ସହିତ ଚିକିତ୍ସା ଖର୍ଚ୍ଚ ଦେବେ

ଆପଣ ଘରେ କୁକୁର ରଖିଛନ୍ତି କି ? କୁକୁର ରଖିଥିଲେ ସାବଧାନ ହୋଇଯାଆନ୍ତୁ ! ଯଦି ଆପଣଙ୍କ କୁକୁର କାହାକୁ କାମୁଡେ ତେବେ ଆପଣ ୧୦ ହଜାର ଜରିମାନା ସହିତ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବାକୁ ବାଧ୍ୟ । ଏମିତି ନିଷ୍ପତ୍ତି ନୋଏଡା ଅଥରିଟି ନେଇଛି । ଆପଣଙ୍କ ଜନ୍ତୁ କୌଣସି ସାର୍ବଜନୀନ ସ୍ଥାନରେ…

ଧରାଶାୟୀ ହେଲା ନୋଏଡା ଟ୍ଵିନ ଟାଓ୍ଵାର, ପାଣିରେ ପଡିଲା ୮୦୦ କୋଟି ଟଙ୍କା

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଟିରେ ମିଶିଲା ନୋଏଡା ଟ୍ଵିନ ଟାଓ୍ଵାର। ମାତ୍ର ୯ ସେକେଣ୍ଡରେ ଟଳି ପଡିଲା ୩୨ ମହଲା ବିଶିଷ୍ଟ ଟ୍ଵିନ ଟାଓ୍ଵାର। ନୋଏଡାର ସୁପରଟେକ୍‌ ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ପାଇଁ ଲଗାଯାଇଛି ୩,୭୦୦ କେଜି ବିସ୍ଫୋରକ। ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ…

ନୋଏଡା ଟ୍ଵିନ ଟାଓ୍ଵାର ଧ୍ୱଂସ ହେବା ନେଇ ଜାରି ହେଲା ଆଡଭାଇଜରୀ, କିଛିଦିନ ପାଇଁ ଝରକା ବନ୍ଦ ରଖିବାକୁ ପରାମର୍ଶ

ନୋଏଡା ସେକ୍ଟର-୯୩ ଏ ସ୍ଥିତ ଟ୍ଵିନ ଟାଓ୍ଵାରକୁ ଆଜି ଦିନ ୨.୩୦ ମିନିଟରେ ଭଙ୍ଗାଯିବ। ଟାଓା୍ଵର ଭାଙ୍ଗିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଟାଓ୍ଵାର ଭାଙ୍ଗିବା ପାଇଁ ୩,୭୦୦ କିଲୋ ବାରୁଦର ବ୍ୟବହାର କରାଯାଇଛି। ମାତ୍ର ୧୨ ସେକେଣ୍ଡରେ ୩୨ ମହଲା ବିଶିଷ୍ଟ ଟ୍ଵିନ ଟାଓ୍ଵାର ଧରାଶାୟୀ ହେବ।…

ନୋଏଡା ଟ୍ଵିନ ଟାଓ୍ଵାର : ମାତ୍ର ୧୨ ସେକେଣ୍ଡରେ ଧ୍ୱଂସ ହେବ ୩୨ ମହଲା ବିଲିଡିଂ, ଖର୍ଚ୍ଚ ହେବ ୧୭.୫୫ କୋଟି ଟଙ୍କା,…

ଉତ୍ତରପ୍ରଦେଶ ନୋଏଡା ସେକ୍ଟର-୯୩ ଏ ସ୍ଥିତ ଟ୍ଵିନ ଟାଓ୍ଵାର ଭାଙ୍ଗିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଟାଓ୍ଵାରକୁ ୨୮ ଅଗଷ୍ଟକୁ ବ୍ଲାଷ୍ଟ କରି ଧ୍ୱସ୍ତ କରାଯିବ। ୩୨ ମହଲା ବିଶିଷ୍ଟ ଏହି ବିଲିଡିଂକୁ ବିସ୍ଫୋଟକ ସାହାଯ୍ୟରେ ଧ୍ୱଂସ କରାଯିବ।…

ଦେଶର ସର୍ବବୃହତ୍‌ ବିମାନବନ୍ଦର ନିର୍ମାଣ କରିବ TATA ପ୍ରୋଜେକ୍ଟସ୍‌ ଲିମିଟେଡ୍‌, ୨୦୨୪ ସେପ୍ଟେମ୍ବର ସୁଦ୍ଧା ସେବା…

ଦେଶର ସବୁଠାରୁ ବଡ଼ ଏୟାରପୋର୍ଟ ନିର୍ମାଣ କରିବାକୁ ଯାଉଛି ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌। ୩ କମ୍ପାନୀ ମଧ୍ୟରୁ ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌କୁ ଏୟାରପୋର୍ଟ ନିର୍ମାଣ ପାଇଁ ଚୟନ କରାଯାଇଛି। ଏହି କମ୍ପାନୀ ଏୟାରପୋର୍ଟର ଟର୍ମିନାଲ ବିଲ୍ଡିଂ, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଟାଓ୍ଵାର,…

ସପ୍ତାହେ ଭିତରେ ୪୧ ପ୍ରତିଶତ ବଢ଼ିଲାଣି କରୋନା ରୋଗୀଙ୍କ ସଂଖ୍ୟା, ନୋଏଡ଼ାରେ ଲାଗୁ ହେଲା ୧୪୪ ଧାରା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ମାମଲା ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ ୨୫ରୁ ମେ’ ୧ ମଧ୍ୟରେ ଭାରତରେ କରୋନାର ମୋଟ୍‌ ୨୨,୨୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ପ୍ରକାଶ ଯେ ପୂର୍ବ ସପ୍ତାହରେ ଏହି ହାର…

ପରିବା ହାଟରେ ଲୋକଙ୍କ ଉପରେ ମାଡିଗଲା ବିଳାସପୂର୍ଣ୍ଣ କାର, ୭ ମୃତ

ଉତ୍ତରପ୍ରଦେଶ ନୋଏଡାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେକ୍ଟର ୧୧୩, ଥାନା ଅଞ୍ଚଳରେ ଥିବା ପରିବା ହାଟ ନିକଟରେ ଏକ ବିଳାସପୂର୍ଣ୍ଣ କାର ୭ ଜଣ ଲୋକଙ୍କ ଉପରେ ଚଢିଯାଇଛି। ଏହି ଘଟଣା ଘଟିବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାକୁ ନେଇ ପୋଲି…

ସ୍ପା ସେଣ୍ଟରରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ, ୨ ମୃତ

ନୋଏଡା : ନୋଏଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁସାରେ, ନୋଏଡା ଗିଝୋଡ ଗ୍ରାମର ଆଶୀର୍ବାଦ ସେଣ୍ଟରରେ ଏକ ସ୍ପା ସେଣ୍ଟର ରହିଛି।…

ଆଇନଗତ ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଗ୍ୟାଙ୍ଗ ରେପ, ବଳାତ୍କାରୀ ମଧ୍ୟରେ ଓକିଲ ସାମିଲ

ବର୍ତ୍ତମାନ ଦିନକୁ ଦିନ ଯୁଗ ଯେତେ ବଦଳୁଛି ସେତିକି ମାତ୍ରାରେ ବଢିବାରେ ଲାଗିଛି ଅନ୍ୟାୟ ଓ ଅତ୍ୟାଚାର । ଏମିତିକି ଯିଏ ଅଇନ ର ରକ୍ଷା କରିବା କଥା ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା କଥା ସେମାନେ ହିଁ ପାଲଟି ଯାଉଛନ୍ତି କାକ୍ଷସ । କହିବାକୁ ଗଲେ ଏବେ ଗକ୍ଷକ ସାଜୁଛି ଭକ୍ଷକ । ଯାହାର ଜ୍ୱଳନ୍ତ…

ସାମାନ୍ୟ ଅସାବଧାନତା ଆଉ ସବୁ ଶେଷ: ବାଲକୋନୀରେ ଖେଳୁଥିବା ବେଳେ ୧୦ ତାଲାରୁ ଗଳି ପଡ଼ିଲା ୪ ବର୍ଷର ଶିଶୁ

ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର ୭୫ସ୍ଥିତ ଡେସନେକ ସୋସାଇଟିରେ ଏକ ଭୟାନକ ଦୃଶ୍ୟ ଲୋକଙ୍କୁ ଥରାଇ ଦେଇଛି। ଯାହାକି ଏଭଳି ଥିଲା ଯେକେହି ବି ଶୁଣିଲେ ଚିନ୍ତାରେ ପଡିଯିବେ। ସେକ୍ଟର ୭୫ର ଡେସନେକ ସୋସାଇଟିରେ ୪ବର୍ଷର ନିରୀହ ଶିଶୁ ବିଲ୍ଡିଂର ଦଶମ ମହଲାରୁ ଖସି ପଡିବା ପରେ ଘଟଣା ସ୍ଥାନୀୟ ଅଞ୍ଚଳରେ…

ପେଟ୍ରୋଲ ଡିଜେଲ ପରେ ବଢ଼ିଲା PNG ଓ CNG ଗ୍ୟାସ୍ ମୂଲ୍ୟ

ଆଇଜିଏଲ୍ ପୁଣିଥରେ PNG ର ମୂଲ୍ୟ ଦୁଇ ଟଙ୍କା ବୃଦ୍ଧି କରିଛି । ୧୦ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ବୃଦ୍ଧି ହୋଇଥିବାରୁ PNG ଗ୍ୟାସ୍ ମହଙ୍ଗା ହୋଇଛି । ଆଇଜିଏଲ୍ ଅନୁଯାୟୀ ଘରୋଇ ପିଏନଜି ମୂଲ୍ୟ ଏସସିଏମ୍ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ନୂଆ ମୂଲ୍ୟ ୧୩ ଅକ୍ଟୋବର ୨୦୨୧ ଅର୍ଥାତ୍ ଆଜିଠାରୁ…

ନୋଏଡ଼ାରେ ମାସେ ଯାଏଁ ଲାଗୁ ହେଲା ୧୪୪ ଧାରା, ୩୧ ଅକ୍ଟୋବର ପର୍ଯ୍ୟନ୍ତ ଜନସମାଗମ ମନା

ଉତ୍ତର ପ୍ରଦେଶର ନୋଏଡ଼ାରେ ଅକ୍ଟୋବର ୩୧ ଯାଏଁ ଲାଗୁ ହେଲା ୧୪୪ ଧାରା। ଗୌତମବୁଦ୍ଧ ନଗରରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧ ଯାଏଁ ୧୪୪ ଧାରା ଜାରି କରାଯାଇଛି। ଏନେଇ ସୂଚନା ଦେବା ଅବସରରେ କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି, ଅକ୍ଟୋବର ମାସରେ ବିଭିନ୍ନ ଧାର୍ମିକ, ସାଂସ୍କୃତିକ…