Browsing Tag

noida

ନୋଏଡ଼ାରେ ମାସେ ଯାଏଁ ଲାଗୁ ହେଲା ୧୪୪ ଧାରା, ୩୧ ଅକ୍ଟୋବର ପର୍ଯ୍ୟନ୍ତ ଜନସମାଗମ ମନା

ଉତ୍ତର ପ୍ରଦେଶର ନୋଏଡ଼ାରେ ଅକ୍ଟୋବର ୩୧ ଯାଏଁ ଲାଗୁ ହେଲା ୧୪୪ ଧାରା। ଗୌତମବୁଦ୍ଧ ନଗରରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧ ଯାଏଁ ୧୪୪ ଧାରା ଜାରି କରାଯାଇଛି। ଏନେଇ ସୂଚନା ଦେବା ଅବସରରେ କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି, ଅକ୍ଟୋବର ମାସରେ ବିଭିନ୍ନ ଧାର୍ମିକ, ସାଂସ୍କୃତିକ…

କାରରୁ ଯୁବତୀଙ୍କୁ ଧକ୍କା ଦେଇ ତଡ଼ି ଦେଲେ କ୍ୟାବ୍‌ ଚାଳକ, ଛଡ଼ାଇ ନେଲେ ୪୩ ହଜାର ଟଙ୍କା

କ୍ୟାବ୍‌ ବୁକ୍‌ କରୁଥିଲେ ସାବଧାନ୍‌। କେତେବେଳେ ବି ହୋଇପାରନ୍ତି ଲୁଟ୍‌ର ଶିକାର। ନିକଟରେ ଜଣେ କ୍ୟାବ୍‌ ଡ୍ରାଇଭର ଯାତ୍ରୀଙ୍କୁ ଗାଡ଼ିରୁ ଧକ୍କା ଦେଇ ଟଙ୍କା ନେଇ ଯାଇଥିବା ଭଳି ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି ଜଣେ ବିଦେଶୀ ମହିଳା ଯାତ୍ରୀ। ନୋଏଡାରୁ ଆସିଛି ଏଭଳି ଅଭିଯୋଗ। ବିଦେଶୀ…

ପ୍ରତିଦିନ ୭୦୦ କୁକୁରଙ୍କୁ ଖାଇବାକୁ ଦିଅନ୍ତି ଏହି ଯୁବକ, କିନ୍ତୁ ସବୁଦିନ ମେନ୍ୟୁ ଥାଏ ଅଲଗା ଅଲଗା

କରୋନା ଯୋଗୁଁ ଲକଡାଉନ, ଆଉ ଲକଡାଉନ ଯୋଗୁଁ ସବୁ କିଛି ବନ୍ଦ। ଏହା ଭିତରେ ଲୋକେ କରୋନା ଭାଇରସ ଠାରୁ ବଞ୍ଚିବା ପାଇଁ ଘରେ ରହିଗଲେ। କିନ୍ତୁ ରାସ୍ତାରେ ବୁଲୁଥିବା ପଶୁପକ୍ଷୀଙ୍କ କଥା କେହି ଟିକେ ଭାବିଲେନି। ହୋଟେଲ, ରାସ୍ତାକଡ ଦୋକାନର ଖାଦ୍ୟ ଉପରେ ନିର୍ଭର କରୁଥିବା ଜୀବମାନେ ବଞ୍ଚିବେ କେମିତି…

ହସପିଟାଲରେ ଆଡମିଟ୍‌ ହେବା ପାଇଁ ଏଣେତେଣେ ବୁଲୁଥିଲେ ଗର୍ଭବତୀ ମହିଳା, ଆଡମିଟ୍‌ ନ କରିବାରୁ ଆମ୍ବୁଲାନ୍ସରେ ମୃତ୍ୟୁ

ଉତ୍ତରପ୍ରଦେଶରରେ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି । ୮ ମାସ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା ନ ମିଳିବାରୁ ସେ ବାର ଦୁଆର ଶୁଣ୍ଢିପିଣ୍ଡା ହୋଇଥିଲେ ଆଉ ଶେଷରେ ଆମ୍ବୁଲାନ୍ସ ଭିତରେ ତାଙ୍କର ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ଅନୁସାରେ ନୋଏଡାରେ ଜଣେ ଗର୍ଭବତୀ ମହିଳାଙ୍କର…

ରାସନ ପାଇଁ ୧୧ ଘଣ୍ଟା ଧାଡ଼ିରେ ଠିଆ ହୋଇଥିଲେ ମହିଳା, କିନ୍ତୁ ଖାଦ୍ୟ ବଦଳରେ ମିଳିଲା ପୋଲିସଠୁ ମାଡ଼; ଦେଖନ୍ତୁ ଭିଡିଓ

ଲକ୍‌ଡାଉନ୍‌ ମଧ୍ୟରେ ଲୋକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଦୋକାନ ବଜାର ବନ୍ଦ ଥିବାରୁ ଖାଦ୍ୟ ପାଇଁ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ। ଏଣୁ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସରକାର ରାସନ କାର୍ଡକୁ ଦେଶର ସବୁସ୍ଥାନରେ ବ୍ୟବହାର କରି ଖାଦ୍ୟ ନେଇ…

ନୋଏଡାର ହସ୍ପିଟାଲରେ ନିଆଁ, ହଠାତ୍ ଚାରିଆଡ ହୋଇଗଲା ଧୂଆଁ

ନୋଏଡା : ନୋଏଡାର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି। ସେକ୍ଟର ୧୨ରେ ରହିଛି ଏହି ହସ୍ପିଟାଲ। ହଠାତ୍ ହସ୍ପିଟାଲ ଭିତରକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଆରମ୍ଭ ହୋଇଛି ଉଦ୍ଧାର ଅଭିଯାନ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର…

ଗ୍ରାହକ ଟଙ୍କା ଉଠାଇବାକୁ ଯାଇଥିଲେ ଏଟିଏମ୍ , କିନ୍ତୁ ହାତରେ ଆସିଲା ….

ନୋଏଡା : ନିକଟରେ ଏକ ଆଶ୍ଚର‌୍ୟ୍ୟକର ଘଟଣା ଗ୍ରେଟର ନୋଏଡା କାସନା କୋତବାଲି ନିକଟସ୍ଥ ଏସର ମାର୍କେଟରେ ଏକ୍ସସିସ୍ ବ୍ୟାଙ୍କର ଏଟିଏମ୍ ବୁଥରେ। ଏଠାରେ କିଛି ଏଟିଏମ ଲୁଟ ବା ଭାଙ୍ଗିବା ଭଳି ଘଟଣା ଦେଖିବା ନୁହଁ ବରଂ ଜଣେ ବ୍ୟକ୍ତି ଟଙ୍କା ବାହାର କରୁଥିବା ବେଳେ ଏଟଇଏମ୍ ସହ ବାହାରି ଆସିଥିଲା…

ପୁଣି ଭୁଷୁଡ଼ିଲା କୋଠା! ୨ ମୃତ୍ୟୁ, ୬ଜଣ ଗୁରୁତର ଆହତ

ନୂଆଦିଲ୍ଲୀ : ଗ୍ରେଟର ନୋଏଡାରେ ଏକ ନିର୍ମାଣଧୀନ ୬ମହଲା କୋଠା ଏକ ୪ମହଲା କୋଠା ଉପରେ ପଡି ୯ଜଣଙ୍କ ମୃତ୍ୟୁ ଘଟିବାର ୫ ଦିନ ପରେ ପୁଣି ଭୁଷୁଡିଲା କୋଠା। ଗତକାଲି ଗାଜିଆବାଦ ନିକଟ ଆକାଶନଗରରେ ଏକ ୫ ମହଲା ନିର୍ମାଣଧୀନ କୋଠା ଭୁଷୁଡି ୨ଜଣଙ୍କ ମୃତ୍ୟୁ ହୋଇଛି। ୬ଜଣ ଗୁରୁତର ଆହତ ହୋଇଛନ୍ତି।…