ସରକାରଙ୍କ ଏହି ସ୍କିମରେ ୧୦୦୦ ଟଙ୍କା ନିବେଶ କଲେ ପାଇବେ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା
ସମୟ ସହ ବଦଳୁଛି ଆମ ଜୀବନଶୈଳୀ। ଏଭଳିସ୍ଥିତିରେ ରିଟାୟାରମେଣ୍ଟ ପରେ ମାସିକ ମୋଟା ଅଙ୍କର ଅର୍ଥ ସମସ୍ତଙ୍କୁ ଦରକାର ପଡ଼ିଥାଏ। କିନ୍ତୁ ଅବସର ପରେ ଆମଦାନୀ ଅପେକ୍ଷାକୃତ କମିଯାଏ। ଏଣୁ ଅବସର ପରେ ଚିନ୍ତାମୁକ୍ତ ରହିବା ପାଇଁ ସମସ୍ତେ ରିଟାୟାରମେଣ୍ଟ ଫଣ୍ଡରେ ନିବେଶ କରିଥାନ୍ତି। ବିଶେଷଜ୍ଞଙ୍କ…