Browsing Tag

nuakhai parba

ନୂଆଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ନୂଆଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଖାଇ ଭିତରେ ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଖାଇରେ ମା ସମଲେଇ ସମସ୍ତଙ୍କୁ ସୁଖ, ଶାନ୍ତି ଦିଅନ୍ତୁ ବୋଲି କାମନା…

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ପ୍ରଥମ ଥର ପାଇଁ ବହୁ କଟକଣାରେ ହେଉଛି ପାଳିତ

କେନ୍ଯୁଜ୍: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ପ୍ରଥମ ଥର ପାଇଁ ବହୁ କଟକଣାରେ ପାଳିତ ହେବାକୁ ଯାଉଛି ନୂଆଖାଇ। ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଚଳିତ ବର୍ଷ ଘରେ ଘରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ପାଳିତ ହେବ ପର୍ବ। ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ…

ପ୍ରକୃ‌ତି ପୂଜା-ଏକତାବଦ୍ଧ ଜୀବନ ଜାପନ ଏବଂ ସମର୍ପଣ ଭାବନାର ଶିକ୍ଷା ଦେଇଥାଏ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

ନୂଆଖାଇ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ । ହେଲେ ଏହାକୁ କେବଳ ଏକ କୃଷି ଭିତ୍ତିକ ଗଣପର୍ବ ମଧ୍ୟ କହି ପାରିବା ନାହିଁ କାହିଁକିନା ଏହି ପର୍ବ ଆମକୁ ପାରିବାରିକ ସାମାଜିକ ଓ ଆଧ୍ୟତ୍ମିକ ଦୃଷ୍ଟି କୋଣରୁ ଅନେକ ଶିକ୍ଷା ଦେଇଥାଏ । ହେଲେ ଏହି ପର୍ବ କେବେ ଆରମ୍ଭ ହେଲା, ତାହା ସମୟ ସହିତ…

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା’ ସମଲେଇଙ୍କଠାରେ ରୀତିନୀତି ଅନୁସାରେ ଲାଗି ହେଲା ନବାନ୍ନ

କେନ୍ୟୁଜ୍:  ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଇଷ୍ଟଦେବୀ ମା’ସମଲେଶ୍ୱରୀଙ୍କ ନିକଟରେ ଲାଗି କରାଯାଇଛି ନବାନ୍ନ। ଦିନ ୧୦ଟା ୫ରେ ରୀତିନୀତି ଅନୁସାରେ ମା’ ସମଲେଇଙ୍କଠାରେ ନବାନ୍ନ ଲାଗି କରାଯାଇଛି। ମା’ଙ୍କୁ ଲାଗିପରେ ମନ୍ଦିରରୁ ନବାନ୍ନ ବାହାରିଛି। ଭକ୍ତମାନେ ୧୧.୧୫ ପରେ ମାଆଙ୍କୁ ଦର୍ଶନ…

ଢେଙ୍କାନାଳ : ଯୋରନ୍ଦା ମହିମା ଗାଦିରେ ନୂଆଁଖାଇ ପର୍ବ

ଢେଙ୍କାନାଳ(କେନ୍ଯୁଜ୍) : ଢେଙ୍କାନାଳ ଜିଲ୍ଳା ଯୋରନ୍ଦାର ପ୍ରସିଦ୍ଧ ମହିମା ଗାଦିରେ ପାଳନ ହୋଇଛି ନୂଆଁ ଖାଇ ପର୍ବ । ଏଥିପାଇଁ ପୀଠରେ ମହିମା ଧର୍ମାବଲମ୍ବୀମାନଙ୍କ ଭିଡ ଜମିଥିଲା । ବିଧି ଅନୁସାରେ ଭାଦ୍ରବ ଦ୍ୱିତୀୟା ତିଥିରେ ଏଠାରେ ନୂଆଁଖାଇ ପାଳନ କରାଯାଏ । ପରେ ପଞ୍ଚମୀ ତିଥିରେ ପଶ୍ଚିମ…