Below header
Browsing Tag

nuakhai

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଇଷ୍ଟ ଦେବୀଙ୍କୁ ଅର୍ପଣ କରାଯିବ ବର୍ଷର ପ୍ରଥମ ଶସ୍ୟ

ସମ୍ବଲପୁର(କେନ୍ଯୁଜ୍): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ । ସବୁଠି ଆନନ୍ଦ ଉତ୍ସାହର ମାହୋଲ । ଇଷ୍ଟ ଦେବୀଙ୍କୁ ବର୍ଷର ପ୍ରଥମ ଶସ୍ୟ ଅର୍ପଣ କରି ନୂଆଁ ଖାଇବେ ପଶ୍ଚିମ ଓଡ଼ିଶାବାସୀ । ଘରେ ଘରେ ସାଜସଜ୍ଜା । ଇଷ୍ଟ ଦେବୀଙ୍କ ପାଖରେ ଭୋଗ ଲଗାଇବା ପରେ…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ସନ୍ଧ୍ୟା ୫ଟାରେ ଲଗ୍ନ ନିର୍ଦ୍ଧାରଣ

ସମ୍ବଲପୁର(କେନ୍ଯୁଜ୍): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଦ୍ଧାରଣ ହେବ । ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ହେବ । ମନ୍ଦିର ଟ୍ରଷ୍ଟ ତରଫରୁ…

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ପ୍ରଥମ ଥର ପାଇଁ ବହୁ କଟକଣାରେ ହେଉଛି ପାଳିତ

କେନ୍ଯୁଜ୍: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ପ୍ରଥମ ଥର ପାଇଁ ବହୁ କଟକଣାରେ ପାଳିତ ହେବାକୁ ଯାଉଛି ନୂଆଖାଇ। ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଚଳିତ ବର୍ଷ ଘରେ ଘରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ପାଳିତ ହେବ ପର୍ବ। ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ…

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର(କେନ୍ୟୁଜ୍):  ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଲାଗି ଧାର୍ଯ୍ୟ ହୋଇଛି  ଲଗ୍ନ। ଆସନ୍ତା ୨୩ ତରିଖରେ  ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ  ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି। ଏହି ନୂଆଁଖାଇ ପାଇଁ ଚଳିତ ମାସ ୨୩ ତାରିଖରେ ସମ୍ବଲପୁର ସମେତ ବରଗଡ଼,…

ସୋନପୁର ବଜାରରେ ମିଳୁନି ସରିଆଁ ଧାନ, ଆଉ ଦିନକ ପରେ ନୂଆଁଖାଇ

ସୁବର୍ଣ୍ଣପୁର (କେ ନ୍ୟୁଜ) : ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କେତେ ଜାକଜକମରେ ଏହି ପର୍ବ ପାଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହୋଇଗଲେଣି।ଏହି କୃଷିଭିତ୍ତିକ ପର୍ବରେ ଚାଷୀ ଅମଳ କରିଥିବା ବର୍ଷର ପହିଲି ଶସ୍ୟକୁ ଅର୍ପଣ କରିବା ପାଇଁ ସମସ୍ତେ ଚଳଚଞ୍ଚଳ। ହେଲେ ଭାଦ୍ରବ ମାସର…

ନୂଆଁଖାଇ ପାଇଁ ବେଶ ଜମିଛି ସମ୍ବଲପୁରୀ କପଡା ବଜାର

ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡିଶା ବେଶ୍‌ ଉତ୍ସବ ମୁଖର। ଏଥିପାଇଁ ସପ୍ତାହ ଆଗରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି। ଏହି ପର୍ବ ପାଇଁ ଧନୀ ହେଉ କି ଗରିବ ସମସ୍ତେ ଉତ୍ସାହିତ। ନୂଆଁଖାଇ ତିହାର ପାଇଁ ଦରକାର ହେଉଥିବା ନୂଆଁ ହାଣ୍ଡି- ସରାଇ, ପନିପରିବା ସାଙ୍ଗକୁ ନୂଆଁ କପଡା ବି…

ନୂଆଁଖାଇ ପାଇଁ ଆଜି ହେବ ଲଗ୍ନଧାର୍ଯ୍ୟ

କେନ୍ୟୁଜ୍: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଆଜି ହେବ ଲଗ୍ନଧାର୍ଯ୍ୟ। ଅପରାହ୍ନ ସାଢେ ୪ଟାରେ ଝାଡୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ଜ୍ୟୋତିଷ ମହାସଭାରେ ପଣ୍ଡିତମାନେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରିବେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ…

ନୂଆଖାଇ ପାଇଁ ଚଳଚଞ୍ଚଳ ମାଣିକେଶ୍ବରୀ ଧାମ, କାଲି ଲାଗି ହେବ ନବାନ୍ନ

ଭବାନୀପାଟଣା (କେନ୍ଯୁଜ୍) : ନୂଆଖାଇ ପାଇଁ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର।  ଆସନ୍ତାକାଲି  ଇଷ୍ଟଦେବୀ  ମା ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବ ।  ମା ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ପରେ ସମସ୍ତେ ଏକାଠି ମିଶି ନୂଆ ଖାଇଥାନ୍ତି । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ…

ଦୁବାଇରେ ଧୂମଧାମରେ ପାଳିତ ହେଲା ନୂଆଁଖାଇ ଭେଟ୍‌ଘାଟ୍‌

ଦୁବାଇ(କେନ୍ଯୁଜ୍) : ଦରିଆପାରିରେ ପଶ୍ଚିମ ଓଡ଼ିଶାର ଗଣପୂର୍ବ ନୂଆଁଖାଇର ମହକ । ଦୁବାଇ ସ୍ଥିତ ଇଣ୍ଡିଆ କନସୁଲେଟ୍‌ ସଭାଘରଠାରେ ଧୂମଧାମରେ ପାଳିତ ହୋଇଛି ନୂଆଁଖାଇ ଭେଟ୍‌ଘାଟ୍‌ । ପାଞ୍ଚ ବର୍ଷ ହେବ ଏଠାରେ ନୂଆଁଖାଇ ପାଳିତ ହୋଇଆସୁଛି । ସାଂସ୍କୃତିକ କର୍ଯ୍ଯକ୍ରମରେ ସମସ୍ତେ ଝୁମିଥିଲେ । ୬୦ ଜଣ…

ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ଆଜି ନୂଆଁଖାଇ । ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଗଣପର୍ବ ନୂଆଁଖାଇ ପାଇଁ ଘରେ ଘରେ ନାନା ପିଠା ଓ ବ୍ୟଞ୍ଜନର ମହକ । ଧାର୍ଯ୍ଯ ଲଗ୍ନ ଅନୁଯାୟୀ, ଅଧିଷ୍ଠାତ୍ରୀ ଦେବୀଙ୍କୁ ନବାନ୍ନ ଲାଗି ହୋଇଛି । ଏହାପରେ ଏକାଠି ବସି ପରିବାର ଲୋକ ନବାନ୍ନ ଖାଇଛନ୍ତି । ନୂଆଁଖାଇ ସହ ଯୋଡ଼ି ହୋଇଛି ଜୁହାର ଭେଟ…

ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର(କେନ୍ଯୁଜ୍): ଆଜି ନୂଆଁଖାଇ । ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଗଣପର୍ବ ନୂଆଁଖାଇ ପାଇଁ ଘରେ ଘରେ ନାନା ପିଠା ଓ ବ୍ୟଞ୍ଜନର ମହକ । ଧାର୍ଯ୍ଯ ଲଗ୍ନ ଅନୁଯାୟୀ, ଆଜି ସକାଳ ୮ଟା ୧୦ରୁ ୮ଟା ୪୦ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି ହେବ । ଏହାପରେ ଏକାଠି ବସି…

ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ଜୋରରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର (କେନ୍ଯୁଜ୍) : ରାତି ପାହିଲେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା। ସମସ୍ତଙ୍କ ମନରେ ଉତ୍ସାହ । ଧାର୍ଯ୍ୟ ଲଗ୍ନ ଅନୁଯାୟୀ, କାଲି ସକାଳ ୮ଟା ୧୦ରୁ ୮ଟା ୪୦ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ । ଇଷ୍ଟ ଦେବୀ ସମଲେଶ୍ୱରୀଙ୍କୁ ସମର୍ପଣ…