ଶାମି ଫିଭର : ମହମ୍ମଦ ଶାମିଙ୍କୁ ଘର ବାହାରେ ଭିଡ଼ ଜମାଇଲେ ଫ୍ୟାନ୍ସ, ବଢାଇବାକୁ ପଡିଲା ଘରର ସିକ୍ୟୁରିଟି
ବିଶ୍ୱକପ ୨୦୨୩ରେ ବୋଲିଂରେ କମାଲ କରି ସମସ୍ତଙ୍କ ମନ ଜିଣିପାରିଛନ୍ତି ମହମ୍ମଦ ଶାମି । ଆଉ ତାଙ୍କ ଫ୍ୟାନ୍ ଫଲୋଇଂ ସଂଖ୍ୟା ବଢିବାରେ ଲାଗିଛି । ତେବେ ଶାମି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ସେଥିରେ ଦେଖିବାକୁ ମିଳିଛି କି, ତାଙ୍କ ଫାର୍ମ ହାଉସରେ ଅଧିକ ସଂଖ୍ୟାରେ ଫ୍ୟାନ୍ସ…