Below header
Browsing Tag

odisha

ଆଜି ଆକାଶର ଜହ୍ନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା, ଏତେ ବଡ଼ ବଳୟ କଣ ପାଇଁ ?

ଭୁବନେଶ୍ୱର : ଚନ୍ଦ୍ରରେ ବିଶାଳକାୟ ବଳୟ । ଚନ୍ଦ୍ର ଭିତରେ କିଛି ଚିହ୍ନ ଦେଖା ଯାଉଛି । ପାଖରେ ଏକ ତାରା । କିଛି ଗୋଟେ ହୋଇଛି । କିଛି ସଂକେତ ଦେଉଛି କି? ଏମିତି ଚର୍ଚ୍ଚା ଚାଲିଛି ଲୋକଙ୍କ ଭିତରେ । ଯେଉଁଠି ମେଘୁଆ ପାଗ ଅଛି ସେଠି ଜହ୍ନ ଏତେ ଭଲ ଭାବେ ଦିଶୁ ନାହିଁ । ଆଉ ଯେଉଁଠି ଆକାଶ…

ବାତ୍ୟା ‘ଅମ୍ଫନ’ ପାଇଁ ଓଡ଼ିଶାକୁ କେନ୍ଦ୍ରର ଅତିରିକ୍ତ ୧୨୮ କୋଟି ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ବର: ବାତ୍ୟା ‘ଅମ୍ଫନ’ ପାଇଁ ଓଡ଼ିଶାକୁ କେନ୍ଦ୍ରର ସହାୟତା । ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ରର ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ଓଡ଼ିଶାକୁ ଅତିରିକ୍ତ ୧୨୮ କୋଟି ଟଙ୍କା ସହାୟତା ମିଳିଛି । ଅମିତ ଶାହଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ଘୋଷଣା ହୋଇଛି । ପଶ୍ଚିମବଙ୍ଗକୁ ୨…

ବଢ଼ିଲା ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ ଅବଧି, ଜାଣନ୍ତୁ କେଉଁ ତାରିଖ ମଧ୍ୟରେ ସବ୍‌ମିଟ୍‌ କରିବେ କାଗଜପତ୍ର

ବଢ଼ିଲା ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ ଅବଧି। ରାଜ୍ୟ ସରକାର ଏହାର ଦାଖଲ ଅବଧିକୁ ମେ’ ଯାଏଁ ବଢ଼ାଇ ଦେଇଛନ୍ତି। ପ୍ରତିବର୍ଷ ନଭେମ୍ବର ମାସରେ ପେନ୍‌ସନ୍‌ଭୋଗୀମାନେ ଦାଖଲ କରୁଥିବା ଲାଇଫ୍‌ ସାର୍ଟିଫିକେଟ୍‌ ଚଳିତବର୍ଷ ମେ’ ମାସ ମଧ୍ୟରେ ଦାଖଲ କରିପାରିବେ। କରୋନା ଯୋଗୁ ବରିଷ୍ଠ ନାଗରିକଙ୍କ…

ଓଡିଶାରେ ଖାଲିପଡିଛି ପୋଲିସ ସବ୍‌ ଇନ୍ସପେକ୍ଟର ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ଓଡିଶାରେ ପୋଲିସ ଚାକିରି କରିବାକୁ ଚାହୁଛନ୍ତି କି, ତେବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ରେ ଖାଲିପଡିଛି ଅନେକ ପଦବୀ। ଏଠାରେ ୪୭ଟି ପୋଲିସ ସବଇନ୍ସପେକ୍ଟର, ଷ୍ଟେସନ ଅଫିସର ( ଫାଆର ସର୍ଭିସ) ୧୪ଟି ଏବଂ ଆସିଷ୍ଟାଣ୍ଟ ଜେଲରେ ୪୪ଟି ପଦବୀ ଖାଲିପଡିଛି। ଦରମା : ୧୬,୮୮୦ରୁ ଆରମ୍ଭ…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି, ପଶ୍ଚିମ ଓଡ଼ିଶାରେ ୩ ଦିନ ଯାଏଁ ଭାରି ବର୍ଷା ସମ୍ଭାବନା

ଭୁବନେଶ୍ୱର( କେ ନ୍ୟୁଜ): ଲଘୁଚାପ ପରେ ଲଘୁଚାପ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଜଣାଯାଇଛି । ପଶ୍ଚିମ କେନ୍ଦ୍ରୀୟ ତଥା ଉତ୍ତର - ଆନ୍ଧ୍ର ଉପକୂଳ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଏହା ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ…

ବନ୍ୟା ପିଡୀତଙ୍କ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ୩୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କ୍ଷତିଗ୍ରସ୍ତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା । ୩୩%ରୁ ଅଧିକ ଫସଲ ନଷ୍ଟ ହେଲେ ମିଳିବ କ୍ଷତିପୂରଣ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ଦିଆଯିବ ।…

ଉତ୍କଳ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ପିଜି ପରୀକ୍ଷା ହେବ ଅନ୍‌ଲାଇନ୍‌ରେ

କଟକ/ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ପିଜି ଓ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଏହିସବୁ ପରୀକ୍ଷା ଅନ୍ ଲାଇନ୍‌ରେ କରାଯିବ ବୋଲି ରେଭେନ୍‌ସା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପିଜିର ଚତୁର୍ଥ ସେମିଷ୍ଟାର ଏବଂ ୟୁଜିର ଷଷ୍ଠ…

ଛୋଟ ବୟସରେ ବଡ କାମ, ଲଣ୍ଡନରେ ରହୁଥିଲେ ବି ଓଡିଶା ଚିନ୍ତା କରୁଛନ୍ତି ଚାରି ବର୍ଷର ଅଦ୍ୱିତୀ

ନବରଙ୍ଗପୁର (କେନ୍ୟୁଜ୍‌) : ନାମଟି ଯେମିତି କାମ ବି ସେମିତି । ଚାରି ବର୍ଷର ଝିଅଟିଏ । ରହୁଛି ଲଣ୍ଡନରେ । ହେଲେ ଚିନ୍ତା ତାର ଓଡ଼ିଶା ପାଇଁ । ନିଜ ମା’ ମାଟି ପାଇଁ । ନବରଙ୍ଗପୁର ଇଚ୍ଛାବତୀଗୁଡା ନିବାସୀ ନିରଞ୍ଜନ ପଟ୍ଟନାୟକଙ୍କ ନାତୁଣୀ ଏବଂ ବିଭୁତି ଭୂଷଣ ପଟନାୟକ ଓ ସ୍ୱାଗତିକା…

“ସୁନାମି ପ୍ରସ୍ତୁତି” ନେଇ ଓଡ଼ିଶାର ଦୁଇଟି ଗାଁକୁ ମିଳିଲା ୟୁନେସ୍କୋ ମାନ୍ୟତା

ଓଡ଼ିଶାର ଦୁଇଟି ଗାଁକୁ ୟୁନେସ୍କୋ ମାନ୍ୟତା ମିଳିଛି । ଦେଶ ଓ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଗାଁକୁ "ସୁନାମି ପ୍ରସ୍ତୁତି" ମାନ୍ୟତା ମିଳିଛି । ଗଂଜାମ ଓ ଜଗତସିଂହପୁରର ଦୁଇଟି ଗାଁ ୟୁନେସ୍କୋ ତରଫରୁ ଜାରି ହୋଇଥିବା ଏହି ଲିସ୍ଟରେ ସ୍ଥାନ ପାଇଛନ୍ତି । ଏହି ଦୁଇ ଗାଁ ମଧ୍ୟରୁ ଗୋଟିଏ…

ପାଣିପାଗ : ସନ୍ଧ୍ୟାରେ ପ୍ରବଳ ବର୍ଷା, ଅପରାହ୍ନରୁ ସନ୍ଧ୍ୟା ଯାଏ ବଜ୍ରପାତରେ ୫ରୁ ଅଧିକ ମୃତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରବଳ ଗୁଳୁଗୁଳି ଓ ଗରମ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ଗରମରୁ ତ୍ରାହି ମିଳିବା ସହ ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ଘଡ଼ଘଡ଼ ସହ ପ୍ରବଳ ବର୍ଷା ହୋଇଛି । ସେହିପରି ରାଜ୍ୟର…

ରାଜ୍ୟ ସରକାରଙ୍କ ଅନ୍‌ଲକ୍‌-୩ ଗାଇଡ୍ ଲାଇନ୍‌, ସାବଧାନ ହୋଇ ଯାଆନ୍ତୁ ବଢ଼ିଲା ଫାଇନ୍‌ର ପରିମାଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଚାରିଟି ଜିଲ୍ଲା ଏବଂ ଗୋଟିଏ ପୌରାଞ୍ଚଳରେ ସରୁଛି ଲକ୍‌ଡାଉନ୍ ଅବଧି । କାଲିଠାରୁ ଆରମ୍ଭ ହେବ ଅନ୍‌ଲକ୍‌-୩ । ଆଜି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଓଡ଼ିଶାରୁ…