Below header
Browsing Tag

odisha

ମନ୍ଦିରରେ ମଦ ଧରି ଟିକ୍‌ଟକ୍‌, ୟାଙ୍କୁ କରୋନା ଡର ନାହିଁ କି ଠାକୁରଙ୍କୁ ସମ୍ମାନ ନାହିଁ

ନିଆଳି (କେନ୍ୟୁଜ୍‌) : କରୋନା ପାଇଁ ସାରା ଦେଶ ଓ ବିଶ୍ୱ ଚିନ୍ତିତ। ହେଲେ ମଦୁଆଙ୍କ ଚିନ୍ତା କେବଳ ମଦ ପାଇଁ । ମଦ ପାଇଁ ଯୁବ ପିଢ଼ି କେମିତି ବାୟା ହେଉଛନ୍ତି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ । ମନ୍ଦିର ନିକଟରେ ମଦ ବୋତଲ ଧରି ଟିକ୍‌ଟକ୍ କରିଛନ୍ତି…

ମାଟି ଓ ମୌସୁମୀର ମିଳନର ପର୍ବ ରଜ, ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆଣେ ଆନନ୍ଦର ଅବସର

ମାଟି ଓ ମୌସୁମୀର ମିଳନର ପର୍ବ ରଜ । ପୃଥିବୀର ମାତୃତ୍ଵ କାମନା କରି ସୃଷ୍ଟିର ଜୟଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବୃଷ୍ଟି ରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ସବୁଆଡେ ଉତ୍ସବ ମୁଖର ହୋଇଉଠେ। ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଆଣେ ଏହି ରଜ ପର୍ବ । ପୂର୍ଣ୍ଣ ଯୌବନର…

ରଜ ପାଇଁ କୋହଳ ହେଲେ ରାଜ୍ୟ ସରକାର, ହେଲେ ଗୋଟିଏ ଦିନ ପାଇଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଲକ୍‌ଡାଉନ୍‌ରେ ଏଥର ରଜ ମଉଜ ଫିକା ପଡ଼ିବ ବୋଲି ସମସ୍ତେ ଜାଣି ସାରିଛନ୍ତି । ତଥାପି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି । ରଜ କିଣାକିଣି ପାଇଁ ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ରାତ୍ରି କର୍ଫ୍ୟୁରେ ଟିକେ ଢିଲା ଦିଆଯାଇଛି ।…

ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ କରୁଣ କାହାଣୀ : କରୋନା ଛଡ଼ାଇ ନେଲା ସୁଜାତାଙ୍କୁ, କ୍ୱାରେଣ୍ଟାଇନ୍‌ରେ ରହି ସ୍ୱାମୀ ଦେଖି…

ମୁମ୍ବାଇ (କେ ନ୍ୟୁଜ୍‌) କରୋନା ଦେଇଛି ଅନେକ ଦୁଃଖ । ଧନୀ ଗରିବ, ନେତା ଅଭିନେତା, ଛୋଟ ବଡ଼ କାହାକୁ ବି ଛାଡ଼ିନି । ଖାଲି ମୃତ୍ୟୁ କି ଅସୁସ୍ଥତା ଦେଇନି ତା ସହିତ କେତେ କେତେ ପରିବାରକୁ ବି ବରବାଦ କରିଛି । ଏମିତି ଏକ ଘଟଣା ଘଟିଛି ମୁମ୍ବାଇ ନିବାସୀ ଏକ ଓଡ଼ିଆ ପରିବାରରେ । ଯାହାକୁ ଜାଣିଲେ…

ବଙ୍ଗୋପସାଗରରେ ଲଘୁଚାପ, ୧୦ ଓ ୧୧ରେ ଓଡିଶା ଉପକୂଳରେ ପ୍ରବଳ ବର୍ଷିବ

ସମଗ୍ର ବିଶ୍ୱ କରୋନା ଭାଇରସ ସହିତ ଲଢୁଥିବା ବେଳେ ଭାରତରେ ଲଗାତାର ବାତ୍ୟା ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ଗୋଟେ ପରେ ଗୋଟ ବାତ୍ୟା ମାଡିଆସୁଛି। ଏବେ ପାଣିପାଗ ବିଭାଗ(ଆଇଏମଡି) ପୁଣି ଥରେ ଚେତାବନୀ ଜାରି କରିଛି। ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ୧୦ ଓ ୧୧ ତାରିଖରେ ପ୍ରବଳ…

ପୁଣି ସଟ୍‌ଡାଉନ୍‌ରେ ନିରବି ଗଲା ୧୧ଟି ଜିଲ୍ଲା, ପୋଲିସ୍ ଜଗିଛି ସବୁ ଛକରେ ଆଉ ଲୋକେ ଘର ଭିତରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଣି ନିରବି ଯାଇଛି ରାଜ୍ୟର ୧୧ଟି ଜିଲ୍ଲା । ଫେରିଛି ସଟ୍‌ଡାଉନ୍ । ଏଇ ଅନ୍‌ଲକ୍ ୧.୦ରେ ସଟ୍‌ଡାଉନ୍ ରହିବ ପ୍ରତି ଶନିବାର ଓ ରବିବାର । ଆଜି ସଂପୃକ୍ତ ୧୧ଟି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ୍ ସବୁଠି ଯାଞ୍ଚ କରୁଛି । ଅତି ଆବଶ୍ୟକ…

ପରିବେଶ ଦିବସରେ ବାଇ ଚଢ଼େଇ ସୁରକ୍ଷା ପାଇଁ ଆହ୍ଵାନ

ନିଆଳି (କେ ନ୍ୟୁଜ୍‌) : ବିଶ୍ୱ ପରିବେଶ ଦିବସରେ ବାଇ ଚଢ଼େଇ ସୁରକ୍ଷା ପାଇଁ ଶପଥ । ପରିବେଶ ରକ୍ଷା, ବୃକ୍ଷ ଓ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅଞ୍ଚଳରେ ଥିବା ‘ଓଡ଼ିଶା ବାୟା ଚଢ଼େଇ ସୁରକ୍ଷା ଅଭିଯାନ’ । ଏଠାକାର ହଳଦୀବସନ୍ତ ସ୍ଥିତ ଗୀତା ଆଶ୍ରମ ନିକଟ…

ଦ୍ଵିତୀୟ ଯାଏଁ ପଢିବି ଭଗବାନଙ୍କ ଆଦେଶରେ ଲେଖିଯାଉଛନ୍ତି ବହି, ବଣମଲ୍ଲି ଭଳି ହଜିଯିବ କି ପ୍ରତିଭା !

ଟିକିଏ ସମୟ ପାଇଲେ ଲେଖି ଯାନ୍ତି । କଣ ଲେଖି ପକାନ୍ତି ସେ ଜାଣନ୍ତି ନାହିଁ କାରଣ ସେ ପାଠ ପଢିନାହାନ୍ତି । ଦ୍ଵିତୀୟ ଶ୍ରେଣୀରୁ ବନ୍ଦ ହୋଇଯାଇଥିଲା ପାଠପଢା । ମାତ୍ର 8 ବର୍ଷ ବୟସରେ ମା ଛାଡି ଆରପାରିକୁ ଚାଲିଯାଇଥିଲେ ଆଉ ତାପରେ ସଂସାର ଜାଲରେ ବନ୍ଦୀ ହୋଇଯାଇଥିଲେ ଲାବଣ୍ୟବତୀ । କିନ୍ତୁ…

ରାଜ୍ୟର କେଉଁ ସହରରେ ରନ୍ଧନ ଗ୍ୟାସର ଦାମ୍ କେତେ ଜାଣନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ସାରା ଦେଶରେ ରନ୍ଧନ ଗ୍ୟାସ୍‌ର ଦାମ୍ ବଢ଼ିଛି । ସେହିପରି ଓଡ଼ିଶାରେ ମଧ୍ୟ ଏଲ୍‌ପିଜି ଗ୍ରାହକମାନଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ । ରାଜଧାନୀ ଭୁବନେଶ୍ୱରରେ ୧୪.୨ କେଜି ସିଲିଣ୍ଡର ମୂଲ୍ୟ ୫୯୨ ଟଙ୍କା ୫୦ ପଇସା ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୬୧୯ ଟଙ୍କାରେ…

ପାଣିପାଗ ଖବର : କାଲି ପାଇଁ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟରେ ଉଭୟ ଗରମ ଗୁଳୁଗୁଳି ସହ ବର୍ଷା ଓ ବଜ୍ରପାତର ଦୃଶ୍ୟ ଦେଖିବାକୁ ମିଳିଛି । ବାଲେଶ୍ୱର, ମୟୁରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ପୂର୍ବ ପରି ୪୦ ଡିଗ୍ରୀରୁ ଅଧିକ ତାତି ଜାରି ରହିଛି । ରାଜ୍ୟର ୧୪ଟି ସହରରେ ତାପମାତ୍ରା ୪୦…

କାଲିବି ଜଳିବ ପଶ୍ଚିମ ଓଡ଼ିଶା, କିଛି ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ଗୁଳୁଗୁଳି ସତ୍ତ୍ୱେ ଭଲ ପବନ ବହୁଛି । ତଥାପି ଏଠାରେ ତାପମାତ୍ରା ରହିଛି ୩୬.୩ ଡିଗ୍ରୀ ସେଲସିୟସ୍ । ରାଜଧାନୀରେ ପବନ ବହିବା ସତ୍ତ୍ୱେ ଯଦି ଏତିକି ତାପମାତ୍ରା ତେବେ ଭାବି ପାରୁଥିବେ ପଶ୍ଚିମ ଓଡ଼ିଶାର ଅବସ୍ଥା କଣ…

‘ମୁଁ ଗଲେ ଗୁଆ ମଙ୍ଗୁଳା କରିବା’, ଏକଥା କହିଥିବା ପୁଅ ଘରକୁ ଫେରିଲା ନାହିଁ ଫେରିଲା ତାର ଶବ

ଭଞ୍ଜନଗର (କେ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ମଙ୍ଗଳପୁର ଗାଁର ସୁଦର୍ଶନ ଆପଟ । ବୟସ ୩୦ ବର୍ଷ । ସୁରତ୍‌ରେ ରହି ରୋଜଗାର କରୁଥିଲେ । ଲକ୍‌ଡାଉନ୍ ଯୋଗୁଁ ଏପ୍ରିଲ ୨୧ରେ ହେବାକୁ ଥିବା ବାହାଘର ଘୁଞ୍ଚିଲା ଆସନ୍ତା ଆଷାଢ଼ ମାସକୁ । ତେବେ ଲକ୍‌ଡାଉନ୍ ଯୋଗୁଁ ଅଟକି ରହିଥିବା…