Browsing Tag

odisha

ସରକାରଙ୍କ ଶୌଚାଳୟରେ ନିତ୍ୟକର୍ମ କଲେ ଟଙ୍କା ଦେବାକୁ ପଡ଼ିବ ନାହିଁ, ଅଗଷ୍ଟ ୩୧ ଯାଏ ଫ୍ରି

ଭୁବନେଶ୍ୱର (କେ ନ୍ୟୁଜ୍‌) : ସହରାଞ୍ଚଳରେ ମାଗଣା ଶୌଚାଳୟ । କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ ସହରାଞ୍ଚଳରେ ଥିବା ଶୌଚାଳୟଗୁଡିକ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ କୁହାଯାଇଛି ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ ଜଣ କରୋନା ଆକ୍ରାନ୍ତ

କେନ୍ୟୁଜ : ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୮୪ ଜଣ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪, ଯାଜପୁରରୁ ୧୮, ବାଲେଶ୍ୱର ୧୧, କଟକ ୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରୁ ୬ ଜଣ, କେନ୍ଦ୍ରାପଡାରୁ ୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏ ଆରୋଗ୍ୟ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ ଜଣ କରୋନା ଆକ୍ରାନ୍ତ , ସୁସ୍ଥ ସଂଖ୍ୟା ୬୪୯କୁ ବୃଦ୍ଧି

ଭୁବନେଶ୍ବର (କେନ୍ୟୁଜ): କରୋନା ଆକ୍ରାନ୍ତଙ୍କୁ ନେଇ ଆସିଲା ଆଶ୍ବସ୍ତି ଖବର । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏଥିମଧ୍ୟରେ ୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ମିଳିଛି । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୩୪ଜଣ ସୁସ୍ଥ…

ସରକାର କହିଲେ ହଁ ହେଲେ ରାଜି ହେଲେ ନାହିଁ ବସ୍ ମାଲିକ, କାଲିଠୁ ଗଡ଼ିବନି ଘରୋଇ ବସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ସରକାର ଯେଉଁ ନିଷ୍ପତ୍ତି ନେଲେ ସେଥିରେ ରାଜି ନୁହେଁ ଘରୋଇ ବସ୍ ମାଲିକ ସଂଘ । ତେଣୁ ଆସନ୍ତାକାଲି ରାଜ୍ୟରେ ଘରୋଇ ବସ ଗଡ଼ିବ ନାହିଁ । ଆସନ୍ତା କାଲି ଦିନ ୧୧ଟାରେ ଜୋନାଲ କମିଟିର ମିଟିଂ ଅଛି । ଆସନ୍ତା ବୁଧବାର ଦିନ ଅଲ୍‌ଓଡିଶା କମିଟିର ବୈଠକ ବସିବ । ଏହି ବୈଠକ…

ପଶ୍ଚିମ ବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡିଶା, ପଠାଇଲା ଅଗ୍ନିଶମ ବିଭାଗର ୩୦ଟି ଓ ଓଡ୍ରାଫର ୧୦ଟି ଦଳ

ବାଲେଶ୍ୱର: ଅମ୍ପନ ମହାବାତ୍ୟାରେ ବିପୁଳ ପରିମାଣରେ କ୍ଷତି ସହିଥିବା ପଶ୍ଚିମ ବଙ୍ଗ ପାଇଁ ଓଡିଶା ସାହାଯ୍ୟର ହାତ ବଢ଼ାଇଛି । ଏନେଇ ଓଡିଶା ଅଗ୍ନିଶମ ବିଭାଗର ୩୦ ଟି ଟିମ ଓ ଓଡ୍ରାଫର ୧୦ ଟି ଦଳଙ୍କୁ ଗତ କାଲି ରାତିରେ ପଶ୍ଚିମ ବଙ୍ଗ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ହିଁ…

ଏପଟେ ବଢୁଛି ସେପଟେ ଛିଡୁଛି, ରାଜ୍ୟରେ ଆଉ ୪୩ ଜଣ କରୋନାରୁ ସୁସ୍ଥ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଆଉ ୪୩ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ୪୩ ଜଣଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ଗଞ୍ଜାମ, ଯାଜପୁର ଓ ରାଉରକେଲାରୁ ୮ ଜଣ ଲେଖାଏଁ…

ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା ଓ ଗୁଳୁଗୁଳିରେ ସଢୁଛି ଉପକୂଳ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅମ୍ପାନ୍ ବାତ୍ୟା ଯିବାର ଗୋଟିଏ ଦିନ ଯାଇଛି କି ନାହିଁ ଆଜି ତାତି ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଲାଣି ସାରା ରାଜ୍ୟ । ଆଜି ପଶ୍ଚିମ ଓଡ଼ିଶା ଯେମିତି ଜଳୁଛି । ଅଧିକାଂଶ ଜିଲ୍ଲାରେ ପାରଦ ୪୦ ଉପରେ । ତାଳଚେରରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରୀ ସେଲସିୟସ ମପା…

ରାଜ୍ୟରେ ୧ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଣ୍ଟାରେ ଆଉ ନୂଆ ୭୪ ପଜିଟିଭ୍ ୧ ମୃତ୍ୟୁ

କେନ୍ୟୁଜ ବ୍ୟୁରୋ: ରାଜ୍ୟରେ ୧ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଆଉ ନୂଆ ୭୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂଖ୍ୟା ୧୦୫୨ରେ ପହଞ୍ଚିଛି। ନୂଆ ଜିଲ୍ଲା ଭାବେ ମାଲକାନଗିରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଅମ୍ଫାନ ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ

କେନ୍ୟୁଜ ବ୍ୟୁରୋ: ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇ ସେମାନଙ୍କୁ ପଠାଯାଇଛି । ପ୍ରଭାବିତ ହେବାକୁ ଥିବା ୪ ଜିଲ୍ଲା ପ୍ରଶାସନକୁ ଏମାନେ…

ଟ୍ରେନ୍‌ରୁ ଓହ୍ଲାଇ ପ୍ରବାସୀ ମାଡ଼ିଗଲେ ବାଲେଶ୍ୱର ଷ୍ଟେସନ୍ ବସ୍ତି ଭିତରକୁ, କାରଣ ଭୋକିଲା ଥିଲେ…

ବାଲେଶ୍ୱର (କେ ନ୍ୟୁଜ୍‌) : ମଣିଷ ଲକ୍‌ଡାଉନ୍‌ରେ କିଭଳି ହିନସ୍ତା ହେଉଛି, ତାର ଅନେକ ଉଦାହରଣ ଆପଣମାନେ ଦେଖି ସାରିଛନ୍ତି । ଆଜି ସେହିଭଳି ଏକ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ୱର ରେଳଷ୍ଟେସନ୍ ପାଖରେ । ଇଏ ଥିଲା ଭୋକର ଜ୍ୱାଳାର ଦୃଶ୍ୟ । ଭୋକ ମଣିଷକୁ କିଛି ବି କରାଇ ପାରେ…

ଗ୍ରୀନ ଜୋନ୍‌ରେ ଖୁବ୍ ଶୀଘ୍ର ଗଡ଼ିବ ବସ୍‌, ହେଲେ ଭଡ଼ା ହୋଇ ପାରେ ଡବଲ୍

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗ୍ରୀନ୍ ଜୋନ୍‌ରେ ବସ୍ ଗଡ଼ାଇବା ନେଇ ଆଉ ଟିକେ ତତ୍ପର ହୋିଛନ୍ତି ରାଜ୍ୟ ସରକାର । ବସ୍ ଚଳାଚଳ ନେଇ ରହିଥିବା କିଛି ସମସ୍ୟାକୁ ଦୂର କରି ଖୁବ୍ ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ଘୋଷଣା କରାଯିବ । ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…

ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଦିଆଯିବ ପରାମର୍ଶ, ଅନ୍‌ଲାଇନ୍‌ ହେଲପ ଲାଇନ୍…

ଭୁବନେଶ୍ୱର : କୋଭିଡ୍-୧୯ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ଓ ସେମାନଙ୍କ ମାନସିକ ସ୍ଥିତିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ହେଲପ ଲାଇନ୍ ‘ଭରସା’କୁ ଆଜି…