Browsing Tag

omicron virus

ଉତ୍ତର କୋରିଆର ତାଣ୍ଡବ ରଚିଛି ଓମିକ୍ରନ: ଦିନକରେ ୨ଲକ୍ଷ ୯୬ ହଜାର ନୂଆ ମାମଲା, ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଉତ୍ତର କୋରିଆ: ଉତ୍ତର କୋରିଆର ତାଣ୍ଡବ ରଚିଛି ଓମିକ୍ରନ। ଏହାଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଦିନକରେ ୨ଲକ୍ଷ ୯୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ମୋଟ ସଂକ୍ରମଣ ମାମଲା ଏବେ ୮ଲକ୍ଷ ୨୦ ହଜାରକୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ମାତ୍ର ୩ ଦିନ…

ଦୁନିଆର ସମସ୍ତ ବ୍ୟକ୍ତିଙ୍କୁ ଛୁଇଁବ କି କରୋନାର ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ୍‌’? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା…

କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକ୍ନିକାଲ ମୁଖ୍ୟ ମାରିଆ ଭ୍ୟାନ୍‌ କେରଖୋଭେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି, ଯାହା ସାରା ବିଶ୍ୱ ବାସୀଙ୍କୁ ଚମକାଇ ଦେଇଛି। ରବିବାର ଦିନ ମାରିଆ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ କରୋନାର ନୂଆ…

ଆଖି ଦେଇ ଶରୀରରେ ପ୍ରବେଶ କରିପାରେ ଓମିକ୍ରନ ଭୂତାଣୁ

ଓମିକ୍ରନ ଭୂତାଣୁକୁ ନେଇ ପ୍ରତିଦିନ ଅନେକ ପ୍ରକାର ଲକ୍ଷଣ ସାମନାକୁ ଆସୁଛି । ଡାକ୍ତରଙ୍କ କହିବା ଅନୁସାରେ ନୂଆ ଭୂତାଣୁର ଲକ୍ଷଣ ସଂକ୍ରମିତ ବ୍ୟକ୍ତିର ଆଖିରେ ଦେଖିବାକୁ ମିଳିଛି । ଏହି ଭୂତାଣୁରେ କାଶଠୁ ଆରମ୍ଭ କରି ଡାଇରିଆ ପର୍ଯ୍ୟନ୍ତ ଲକ୍ଷଣ ମାନ ଦେଖିବାକୁ ମିଳିଛି । କିନ୍ତୁ ଆଖି ସହିତ…

ଚିନ୍ତା ବଢ଼ାଇଲା ନୂଆ ଭାରିଆଣ୍ଟ, ବିଶ୍ୱର ପ୍ରଥମ ଓମିକ୍ରନ୍‌ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି। ବିଶ୍ୱର ବିଭନ୍ନ ଦେଶକୁ ଏବେ ଏହା ବ୍ୟାପି ଯାଇଥିବା ବେଳେ ବ୍ରିଟେନ୍ ମଧ୍ୟ ଏହାରି ଭିତରେ ସାମିଲ୍‌ ରହିଛି । କିନ୍ତୁ ଆଜି ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ହୋଇଛି । ଏନେଇ ବ୍ରିଟେନ୍‌…

ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ କେଶ୍ ! ଦେଶରେ ୩୮ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଓମିକ୍ରନ କେଶ। ଏହି ନୂଆ ଭାରିଆଣ୍ଟ ଦେଶର ବହୁ ସହରରେ ବ୍ୟାପିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ  କେଶ ମିଳିଛି। ଏହାକୁ ମିଶାଇ ଦେଶରେ ଓମିକ୍ରନ କେଶ ୩୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୧୮, ରାଜସ୍ଥାନରେ ୯, କର୍ଣ୍ଣାଟକରେ ୩ ,…

ଏବେ ଯାଏଁ ଓମିକ୍ରନ୍‌ ଯୋଗୁ ଯାଇନି ଗୋଟିଏ ବି ଜୀବନ, ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। କିନ୍ତୁ ଓମିକ୍ରନ୍‌ ଦ୍ୱାରା କାହାର ମୃତ୍ୟୁ ହୋଇଥିବା ନେଇ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଇତିମଧ୍ୟରେ ପାଖାପାଖି ୨୯ଟି ଦେଶକୁ ବ୍ୟାପି ସାରିଲାଣି ଓମିକ୍ରନ୍‌।…