ଓଟିଭି କର୍ମଚାରୀ ସଙ୍କଳ୍ପ ମହାନ୍ତି କଣ ସତରେ ଛାତ ଉପରୁ ପଡ଼ି ଯାଇଛନ୍ତି ?
କିଏ ସେ ମାରିଲା ନା ନିଜେ ମରିଗଲେ ସଂକଳ୍ପ ? ଛାତ ଉପରୁ ପଡ଼ିଗଲେ ନା କିଏ ଠେଲଇ ଦେଲା ତାଙ୍କୁ ? ଓଟିଭି ମାର୍କେଟିଂ ଏକଜିକ୍ୟୁଟିଭି ସଙ୍କଳ୍ପ ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟମୟ !ୟବାପାଙ୍କ ଅଭିଯୋଗ ପରେ ପୋଲିସ୍ ସଙ୍କଳ୍ପ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜୋରସୋରରେ…