Browsing Tag

padmapur news

ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହିତ ହେବେ ଭେଟ

ଭୁବନେଶ୍ୱର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ । ୪୨ ହଜାର ୬୭୯ ଭୋଟ୍‌ ମାର୍ଜିନରେ ଜିତିଛନ୍ତି ବର୍ଷା ସିଂ ବରିହା । ପଦ୍ମପୁରବାସୀ ବାପାଙ୍କଠାରୁ ତାଙ୍କୁ ଅଧିକ ଆଶୀର୍ବାଦ କରିଛନ୍ତି । ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ନବୀନ…

ପଦ୍ମପୁରରେ ଆଜି ବି ରେଡ୍‌ ଚଳାଇଛି ଆୟକର ବିଭାଗ, ଚଢ଼ାଉକୁ ନେଇ ବିଜେଡି-ବିଜେପି ଛକାପଞ୍ଝା

ପଦ୍ମପୁର(କେନ୍ୟୁଜ୍): ଉପନିର୍ବାଚନକୁ ନେଇ ପଦ୍ମପୁର ପଡୁଛି ଉଠୁଛି । ମତଦାନ ତାରିଖ ପାଖେଇବା ସହ ରାଜନୀତି ତାତି ବଢ଼ିବାରେ ଲାଗିଛି । ବିଜେଡି ଓ ବିଜେପି ଭିତରେ ରାଜନୈତିକ ତିକ୍ତତା ବଢୁଥିବା ବେଳେ ପଦ୍ମପୁରରେ ଆୟକର ଓ ଜିଏସଟି ବିଭାଗର ଚଢ଼ାଉ ରାଜନୈତିକ ବାତାରଣରକୁ ଅଧିକ ଉଷ୍ଣ କରିଛି ।…

ଦେହରେ ଖାକି ବର୍ଦି ହାତରେ କୋଦାଳ: ଲୋକଙ୍କ ସୁବିଧା ପାଇଁ ରାସ୍ତା ମରାମତି କଲେ ପୋଲିସ୍ ବାବୁ

ପଦ୍ମପୁର(କେନ୍ଯୁଜ୍): ପୋଲିସ୍ କହିଲେ ଲୋକଙ୍କ ମନରେ ଭିନ୍ନ ଏକ ଭାବନା ଜାଗ୍ରତ ହୁଏ । ପୋଲିସ୍ ଲୋକଙ୍କୁ ହଇରାଣ କରିବ ଲୋକଙ୍କ ଉପରେ ବିଗିଡିବ ଏଭଳି ଭାବନା ଆସିଥାଏ । ହେଲେ ପୋଲିସ ବାବୁ ମଧ୍ୟ ଲୋକଙ୍କ ପାଇଁ ମୂଲ ଲାଗିଲା ଭଲି କାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦେହରେ ଖାକି…

ବରଗଡ଼ ଜିଲ୍ଲା ପଦ୍ମପୁର ସହର ୧୨ ଘଣ୍ଟା ବନ୍ଦ ଡାକରା, ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ବନ୍ଦ

ବରଗଡ଼ (କେନ୍ଯୁଜ): ବରଗଡ଼ ଜିଲ୍ଲା ପଦ୍ମପୁର ସହର ୧୨ ଘଣ୍ଟା ବନ୍ଦ । ମୋଟର ଚାଳକ ସଂଘ ପଦ୍ମପୁର ଶାଖା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସଂଘ ଡାକରା ଦେଇଛି । ମୋଟର ଚାଳକଙ୍କ…

ବିଚାରଧିନ କଏଦୀଙ୍କ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ଅବସ୍ଥାରେ ମୄତ୍ୟୁ

ପଦ୍ମପୁର: ପଦ୍ମପୁର ଉପକାରାଗାରର ଜଣେ ବିଚାରଧିନ କଏଦୀଙ୍କ ମୄତ୍ୟୁ। କରୋନା ଆକ୍ରାନ୍ତ ହୋଇ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୄତ୍ୟୁ ହୋଇଥିବା ଜଣାପଡିଛି। ପାଇକମାଲ ଥାନା ଢେଙ୍କିମୁଣ୍ଡା ଗ୍ରାମର ଛତରାମ ଧନଓ୍ବର ହତ୍ୟା ଉଦ୍ୟମ ଅଭିଯୋଗରେ ଗତ ନଭେମ୍ବର ୨୦୨୦ ରୁ…

ପଦ୍ମପୁର : କରୋନା ଭୟରେ ଶବ ପଡ଼ି ରହିଲା ୧୪ ଘଣ୍ଟା, ଶେଷରେ ସତ୍କାର କଲେ ସ୍ୱେଚ୍ଛାସେବୀ

ପଦ୍ମପୁର (କେନ୍ୟୁଜ୍‌) : କରୋନା ଭୟ ଯେ ଖାଲି ସହରରେ ଘାରିଛି ତା ନୁହେଁ ଗାଁରେ ବି ଲୋକେ ଭୟଭୀତ । ତେଣୁ ଜଣେ ବ୍ୟକ୍ତିଙ୍କର ମୃତଦେହ ୧୪ ଘଣ୍ଟା ଧରି ପଡ଼ି ରହିବା ପରେ ସ୍ୱେଚ୍ଛାସେବୀମାନେ ଆସି ଉଠାଇଲେ । ହେଲେ ଗାଁ ଲୋକ କି ସମ୍ପର୍କୀୟ କେହି ବି ଆସିଲେ ନାହିଁ । ବରଗଡ଼ ଜିଲ୍ଲା ପଦ୍ମପୁର…

ଗୁହାରୀ ଶୁଣିଲାନି ପ୍ରଶାସନ, ଶେଷରେ ନିଜ ଉଦ୍ୟମରେ ଅସ୍ଥାୟୀ ରାସ୍ତା ତିଆରି କଲେ ଗ୍ରାମବାସୀ

ପଦ୍ମପୁର : ସହର ହେଉ କିମ୍ବା ଗାଁ, ସହଜରେ ଗମନାଗମନ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ସଡକ ନିର୍ମାନ କରୁଛନ୍ତି। ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ମଧ୍ୟ ଏମିତି କିଛି ଗାଁ ଅଛି ଯେଉଁଠି ସୁବିଧାରେ ଗମନାଗମନ କରିବା ସାତ ସପନ । ଏପରି ଏକ ଗାଁ ହେଉଛି ପଦ୍ମପୁର ଉପଖଣ୍ଡ ପାକମାଲ…