ପାନ୍ ଆଧାର ଲିଙ୍କ କରିନାହାଁନ୍ତି? ତେବେ ଜାଣନ୍ତୁ କିପରି ଭରିବେ ପେନାଲ୍ଟୀ
ଆୟକର ବିଭାଗ ପାନକାର୍ଡଧାରୀଙ୍କୁ ନିଜ ଆଧାର ସହିତ ପାନକୁ ଲିଙ୍କ କରିବା ବାଧ୍ୟତାମୂଳକ କରିଦେଇଛି । ପାନକୁ ଆଧାର ସହ ଲିଙ୍କ କରିବାର ଶେଷ ତାରିଖ ରହିଛି ୩୦ ଜୁନ୍ ୨୦୨୩ । ଆୟକର ବିଭାଗ କହିଛି ଯେ ଯଦି ଏହି ତାରିଖ ପର୍ଯ୍ୟନ୍ତ ପାନ ସହ ଆଧାରକୁ ଆପଣ ଲିଙ୍କ କରାଉନାହାଁନ୍ତି ତାହେଲେ ଆପଣଙ୍କ…