Browsing Tag

Panchayat elections

ପଞ୍ଚାୟତ ନିର୍ବାଚନ ପରେ ହେବ ପୌରନିର୍ବାଚନ, ନିଜ ନିଜ ପ୍ରାର୍ଥୀ ଚୟନ ପାଇଁ ସଜବାଜ ଆରମ୍ଭ କଲେଣି ୩ ପ୍ରମୁଖ ଦଳ

ଉମରକୋଟ(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପରେ ହେବ ପୌରନିର୍ବାଚନ । ରାଜ୍ୟର ମୋଟ ୧୦୭ଟି ପୌରାପରିଷଦ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ରହିଛି ଦୁଇଟି ପୌରପାଳିକା । ଗୋଟିଏ ନବରଙ୍ଗପୁର ଓ ଅନ୍ୟଟି ଉମରକୋଟ । ଉମରକୋଟ ପୌରପରିଷଦ ଆସନ ତହସିଲଭୂକ୍ତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ…

କେମିତି ହେବ ପଞ୍ଚାୟତ ନିର୍ବାଚନ ? ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର(କେନ୍ୟୁଜ୍): ପଞ୍ଚାୟତ ନିର୍ବାଚନ ପରିଚାଳନା ରାଜ୍ୟ ନିର୍ବାଚନ କମିଶରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି । ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ନେଇ ବୈଠକରେ ଆଲୋଚନା ହେଉଛି ।…

ଆଜି ପଞ୍ଚାୟତ ନିର୍ବାଚନ ପାଇଁ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦେବେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି

ଭୁବନେଶ୍ବର(କେନ୍ୟୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ କରିବେ । ଏଥିରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗ ଦେବେ । ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ ଓ…

ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡକୁ ଦୃଷ୍ଟିରେ ରଖି ଲାଗୁ ହୋଇପାରେ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । କୋଭିଡ୍‌ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ ପରିଚାଳନା । ଏସବୁକୁ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ଅଂଶଗ୍ରହଣ କରିବାକୁ ଥିବା…

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ, ଜାଣନ୍ତୁ କାହା ପାଇଁ କେଉଁ ସଙ୍କେତ

ଭୁବନେଶ୍ବର(କେନ୍ଯୁଜ୍): ଶେଷ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ । ଚିହ୍ନଗୁଡ଼ିକ ସମ୍ପର୍କରେ ଅବଗତ କରାଗଲା । ଓ୍ଵାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଜାରି ହୋଇଛି ଚିହ୍ନ । ଓ୍ଵାର୍ଡ ମେମ୍ବର ୧୫, ସରପଞ୍ଚ…

ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ, ୬ଟି ଏଜେଣ୍ଡା ଉପରେ ଫୋକସ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଏଥିରେ ୬ଟି ଏଜେଣ୍ଡା ଉପରେ ଫୋକସ କରାଯାଇଛି । ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ଅବଧି। ଭୋଟ ଗ୍ରହଶ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି,…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ହଲଚଲ, ବିଜେପି ଛାଡ଼ିଲେ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ

ବାରିପଦା(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ହଲଚଲ । ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ, ବିଜେପି ଛାଡ଼ିଲେ ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ । ମୟୂରଭଞ୍ଜ ଜିଲ୍ଲାର ୧୧ତମ ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ ପରେ ବିଜେପିର ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳର ପ୍ରାଥମିକ ସଦସ୍ୟ…

ଆସନ୍ତାବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ବ୍ଲକସ୍ତରରେ ହେବ ଗଣନା, ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଭୋଟ ଗଣତି ବୁଥ୍‌ ସ୍ତର ପରିବର୍ତ୍ତେ ବ୍ଲକସ୍ତରରେ କରାଯିବ । ତେଣୁ ଅଧିକ ଭୋଟ ବାକ୍ସର ଆବଶ୍ୟକତା ରହିଛି। ରାଜ୍ୟ ପାଇଁ ପ୍ରାୟ ୯୨ ହଜାର ଭୋଟ ବାକ୍ସ ଦରକାର । ଏଥିପାଇଁ ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ…

ଛଅ ମାସ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଲେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ଛଅ ମାସ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ସବିଶେଷ ତଥ୍ୟ ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ ବୋଲି ଗତକାଲି ରାଜ୍ୟ ନିର୍ବାଚନ କମିଶନଙ୍କୁ ଗତକାଲି ଚିଠି…

କରୋନା ସଂକ୍ରମଣ ଦୃଷ୍ଟିରୁ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ବର: ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ। ବର୍ତ୍ତମାନ କରୋନା ସଂକ୍ରମଣ ଦୃଷ୍ଟିରୁ ବିଳମ୍ବ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତ କାର୍ଯ୍ୟକାଳ ସରୁଛି। ପଞ୍ଚାୟତ ସୀମା…

ଉତ୍ତର ପ୍ରଦେଶରେ ଆଦିତ୍ୟନାଥ ସରକାରକୁ ବଡ଼ ଝଟକା: ପଞ୍ଚାୟନ ନିର୍ବାଚନ ଫଳାଫଳରେ ସପା’କୁ ବିପୁଳ ସଫଳତା

ଉତ୍ତର ପ୍ରଦେଶ: ପଶ୍ଚିମବଙ୍ଗ ପରେ ଉତ୍ତର ପ୍ରଦେଶରେ ବିଜେପିକୁ ଧକ୍କା । ନିଜ ଗଡରେ ମାଟି କାମୁଡିଲା ବିଜେପି । ପଞ୍ଚାୟନ ନିର୍ବାଚନ ଫଳାଫଳରେ କ୍ଷମତାରେ ଥିବା ଯୋଗୀ ଆଦିତ୍ୟନାଥ ସରକାରକୁ ଲାଗିଛି ବଡ଼ ଝଟକା । ସମାଜବାଦୀ ପାର୍ଟି ବିଜେପି ବିରୋଧରେ ବଡ଼ ବିଜୟ ହାସଲ କରିଛି । ବିଜେପି ଗଡ଼…