Browsing Tag

papaya

ଶରୀର ପାଇଁ ଲାଭଦାୟକ ହୋଇଥାଏ ଅମୃତଭଣ୍ଡା ପତ୍ରର ଜୁସ୍‌, ଜାଣନ୍ତୁ ଏହା କେତେ ଦୂର ଠିକ୍‌

ବର୍ତ୍ତମାନ ପରିବର୍ତ୍ତନ ହେଉଥିବା ସମୟରେ ଲୋକମାନେ ଅନେକ ପ୍ରକାରର ରୋଗର ସମ୍ମୁଖୀନ ହେଉଛନ୍ତି । ତେବେ ଏତେ ସବୁ ରୋଗର ସମସ୍ୟା ମଧ୍ୟରେ ଡେଙ୍ଗୁ ଏକ ଗମ୍ଭୀର ରୋଗ ଭାବେ ସାମ୍ନାକୁ ଆସିଛି । ଡେଙ୍ଗୁରେ ପ୍ରତି ବର୍ଷ ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି । ଯେତେବେଳେ ଡେଙ୍ଗୁ ହୋଇଥାଏ,…

ଆଜି ବନାନ୍ତୁ ଅମୃତଭଣ୍ଡା ଚଟଣୀ, କମ୍‌ ସମୟରେ ହେବ ପ୍ରସ୍ତୁତ

ଆପଣ ଅମୃତଭଣ୍ଡା ନିଶ୍ଚିତ ଖାଇଥିବେ। ଏହାକୁ ଡାଲମା, ସନ୍ତୁଳା କିମ୍ବା ଭାଜି ଆମେ ଘରେ ଖାଇଥାଉ। ଅନେକ ଘରେ ଏହାକୁ ପିଲାମାନେ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ଅମୃତଭଣ୍ଡାକୁ କଞ୍ଚା କିମ୍ବା ପାଚିଲା ମଧ୍ୟ ଖିଆଯାଏ । ଅମୃତଭଣ୍ଡାରେ ଥିବା ଭିଟାମିନ ଏବଂ ମିନେରାଲ୍ସ ସ୍ୱାସ୍ଥ୍ୟ ପାଇଁ…

ସକାଳେ ଖାଲି ପେଟରେ ଏହିସବୁ ଫଳ ଖାଇବା ଶରୀର ପାଇଁ ହୋଇଥାଏ ବିଷ ସମାନ, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଫଳ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ହୋଇଥାଏ। ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସକାଳେ ଖାଲି ପେଟରେ ଫଳ ଖାଇବା ଦ୍ୱାରା ସାରା ଦିନ ଶରୀରରେ ଶକ୍ତି ମହଜୁଦ ହୋଇଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି…

ଅମୃତଭଣ୍ଡା ସହ ଭୁଲ୍‌ରେ ବି ଖାଆନ୍ତୁନି ଏହି ୩ଟି ଜିନିଷ, ବଢ଼ିପାରେ ସ୍ୱାସ୍ଥ୍ୟ ସମସ୍ୟା

ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ଖାସ୍‌ କରି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ରାମବାଣ ଭଳି କାମ ଦିଏ। ପେଟ ସମ୍ବନ୍ଧୀୟ ସବୁ ସମସ୍ୟାକୁ ଦୂର କରିବାରେ ଅମୃତଭଣ୍ଡା ସହାୟକ ହୋଇଥାଏ। ତେବେ ଅଧିକାଂଶ ଲୋକ ଫ୍ରୁଟ୍‌ ଚାଟ୍‌ କରି ଖାଇଥାନ୍ତି। ଯେଉଁଥିରେ ଅମୃତଭଣ୍ଡା ସମେତ…

ଏହି ଲୋକଙ୍କ ପାଇଁ ମାରାତ୍ମକ ହେଉଛି ଅମୃତଭଣ୍ଡା, ଭାବି ଚିନ୍ତି ଖାଆନ୍ତୁ

ଫଳ ସ୍ୱାସ୍ଥ୍ୟ ପାଇଁ ହିତକର । ତେବେ କିଛି ଫଳ ଖାଇବା ଦ୍ୱାରା ମଧ୍ୟ ଶରୀରର ଅହିତ ହୋଇଥାଏ । ସବୁ ଫଳ ସମସ୍ତଙ୍କ ପାଇଁ ଲାଭକାରୀ ହୋଇ ନଥାଏ । ଆସନ୍ତୁ ଆଜି ଜାଣିବା ଅମୃତଭଣ୍ଡା କାହା ପାଇଁ ହିତକାରୀ ଓ କାହାପାଇଁ ଅହିତକାରୀ । ଅମୃତଭଣ୍ଡା ଭିଟାମିନ୍‌, ଫାଇବର, କ୍ୟାଲ୍‌ସିୟମ୍‌ ଓ ଏଣ୍ଟି…

ଅଧିକ ମାତ୍ରାରେ ଅମୃତଭଣ୍ଡା ସେବନ ଜୀବନ ପାଇଁ ସାଜିପାରେ ବିପଦ, ହୋଇପାରେ ଏସବୁ ରୋଗ

ପାଟିକୁ ସୁଆଦିଆ ଓ ଦେହ ପାଇଁ ହିତକର ହୋଇଥିବାରୁ ପ୍ରାୟ ଲୋକ ଅମୃତଭଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି। ନିୟମିତ ଭାବେ ମଧ୍ୟ କିଛି ଲୋକ ଅମୃତଭଣ୍ଡା ଖାଇଥାନ୍ତି। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାଯାଇଛି ଯେ ଅଧିକ ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।…