Below header
Browsing Tag

pm imran khan

ପାକିସ୍ତାନରେ ପୁଣି ୩୦ ଟଙ୍କା ବଢ଼ିଲା ତେଲ ଦର: ଇମ୍ରାନ୍‌ କହିଲେ-ଆମେରିକାର ଗୋଲାମ୍‌, ଭାରତଠୁ କିଛି ଶିଖ

ପାକିସ୍ତାନରେ ପୁଣି ଥରେ ୩୦ ଟଙ୍କା ବଢ଼ିଲା ତେଲ ଦର। ତୈଳ ଦରରେ ଏହି ବୃଦ୍ଧି ପରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରାଗିଯାଇଛନ୍ତି। ଇମ୍ରାନ୍‌ ଖାନ୍‌ କହିଛନ୍ତି, ପାକିସ୍ତାନ ସରକାର ରୁଷ୍‌ ଠାରୁ ଶସ୍ତାରେ ତେଲ କିଣିବାକୁ ଇଚ୍ଛୁକ ନୁହଁନ୍ତି। କାରଣ ଗୋଲାମ୍‌ ନେତା ଆମେରିକାକୁ ସେ ଭୟ…

୫ ବର୍ଷ ବି ତିଷ୍ଠିଲାନି ଇମ୍ରାନ୍‌ଙ୍କ ସରକାର: ଜାଣନ୍ତୁ ସଫଳ କ୍ୟାପ୍‌ଟେନ୍‌ରୁ ପ୍ରଧାନମନ୍ତ୍ରୀ ଯାଏଁ, କେମିତି ଥିଲା…

ଇମ୍ରାନ୍‌ ଖାନ୍‌। ସବୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଆସିଥିବା ପାକିସ୍ତାନ୍‌ର ଏହି କ୍ରିକେଟର ଏବେ ରାଜନୀତିରେ କିନ୍ତୁ ହାରି ଯାଇଛନ୍ତି। କ୍ରିକେଟ୍‌ ଖେଳୁଥିବା ବେଳେ ସେ ପିଚ୍‌ରେ ବଡ଼ ବଡ଼ ବୋଲରଙ୍କୁ ଧୂଳି ଚଟାଇ ଦେଉଥିଲେ। ସବୁ ଚ୍ୟାଲେଞ୍ଜର ସାମ୍ନା କରୁଥିଲେ। କିନ୍ତୁ ରାଜନୀତିରେ ତାଙ୍କ…

ଇମ୍ରାନ୍‌ ରହିବେ ନା ଯିବେ, ଆଉ କିଛି ସମୟ ପରେ ଆସିବ ଅନାସ୍ଥା ଭୋଟ, ପୂର୍ବାହ୍ନ ୧୧ଟା ୩୦ରେ ଆରମ୍ଭ ହେବ ମତଦାନ

କେନ୍ୟୁଜ୍(ବ୍ୟୁରୋ): ଆଜି ପାକିସ୍ତାନ ଜାତୀୟ ଆସେମ୍ଲିରେ ଅନାସ୍ଥା ଭୋଟ । ପୂର୍ବାହ୍ନ ୧୧ଟା ୩୦ରେ ଭୋଟିଂ ହେବ । ଇମ୍ରାନଙ୍କ ସରକାର ସଂଖ୍ୟାଲଘୁ ହୋଇ ସାରିଛି । ବହୁମତ ହରାଇଛନ୍ତି ଇମ୍ରାନ ଖାନ୍‌ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପତ୍ତନ ଏକ ପ୍ରକାର ନିଶ୍ଚିତ । କିନ୍ତୁ ସେ ଇସ୍ତଫା…

ଇମ୍ରାନ ଖାନଙ୍କ ସହିତ ଝଗଡା କରି ଘରୁ ପଳାଇଲେ ତୃତୀୟ ପତ୍ନୀ !

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ସମସ୍ୟାରେ ଝଟପଟ ହେଉଛନ୍ତି। ଏପଟେ ତାଙ୍କର ପତ୍ନୀମାନେ ତାଙ୍କୁ ଛାଡ଼ି ଚାଲି ଯାଉଥିବା ବେଳେ ଅନ୍ୟପଟେ ଦେଶର ସର୍ବୋଚ୍ଚ ପଦବୀ ମଧ୍ୟ ତାଙ୍କ ହାତରୁ ଚାଲିଯିବାକୁ ବସିଛି । ସୂଚନାନୁଯାୟୀ, ଇମ୍ରାନଙ୍କ ସହ ଝଗଡ଼ା ପରେ ତାଙ୍କର ତୃତୀୟ ପତ୍ନୀ ବୁସ୍ରା…

ରିକ୍ସାରେ ଇମ୍ରାନ୍‌ ଖାନ୍‌! ଭାଇରାଲ ହେଉଛି ଅବିକଳ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଭଳି ଦିଶୁଥିବା ଯୁବକଙ୍କ ଭିଡିଓ;…

ରିକ୍ସାରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ରିକ୍ସାରେ ଇମ୍ରାନ୍‌ ଖାନ୍‌ ଯାଉଥିବା ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆପଣ ଭାବୁଥିବେ, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର କ’ଣ ଏମିତି ଅବସ୍ଥା ଆସିଗଲା ଯେ ତାଙ୍କୁ ରିକ୍ସାରେ ଯିବାକୁ ପଡ଼ିଲା। କିନ୍ତୁ ନା…

ଇମ୍ରାନ ଖାନଙ୍କୁ ଡରାଉଛି ଭାରତର ‘ସର୍ଜିକାଲ ଷ୍ଟ୍ରାଇକ’, ଏବେ ଦୁନିଆକୁ ମାଗୁଛନ୍ତି ସାହାଯ୍ୟ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଗତ କିଛି ଦିନ ଧରି ଲଗାତର ଭାରତର ସ'ର୍ଜିକାଲ ଷ୍ଟ୍ରାଇକ' କିମ୍ବା 'ଏୟାର ଷ୍ଟ୍ରାଇକ'ର ଭୟ ଲାଗିକିରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାକିସ୍ତାନ ମଧ୍ୟ କରୋନା ସଂକ୍ରମଣ କାରଣରୁ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଇମରାନ ଖାନ ନିଜର…

ପାକିସ୍ତାନର ନୂଆ ରହସ୍ୟ : ଆଇନାରେ ଦେଖା ଯାଉନାହିଁ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ପତ୍ନୀଙ୍କ ମୁହଁ

ପାକିସ୍ତାନର ନୂଆ ରହସ୍ୟ । ପାକିସ୍ତାନୀ ଟିଭି ଚ୍ୟାନେଲ୍ କ୍ୟାପିଟାଲ ଟିଭିର ଅଦ୍ଭୁତ ଦାବି । ଆଇନାରେ ଦେଖା ଯାଉନାହିଁ ପାକିସ୍ତାନର ପ୍ରଥମ ମହିଳା ବୁଶରା ବିବିଙ୍କ ମୁହଁ । ପ୍ରଧାନମନ୍ତ୍ରୀ ବାସଭବନର ହାଉସ୍ ଷ୍ଟାଫଙ୍କ ଠାରୁ ଏହି ଖବର ମିଳିଥିବା ଜଣାପଡ଼ିଛି । ନ୍ୟୁୟର୍କରେ ହେବାକୁ ଥିବା ୭୪…