Browsing Tag

poision

ସବୁଠୁ ବେଶି ଘାତକ ରାସାୟନିକ ବିଷର ନାମ ଅପେକ୍ଷା କାମ ଜାଣିଲେ ଭୟ କରିଯିବେ

ଆମେ କହୁଛେ ଦୁନିଆ ଯାଇ କୋଉଠି ପହଞ୍ଚିଲାଣି । କାରଣ ଏବେ ସବୁକିଛି ଭେଜାଲ । ଆଉ ତାର କାରଣ ବି ରାସାୟନିକ ପଦାର୍ଥ । ଯାହା ଏବେ ଚିନ୍ତାର କାରଣ ହେଲାଣି । କିନ୍ତୁ ଏହି କେମିକାଲ ଅନେକ କିଛି ଜିନିଷ ବି ପ୍ରସ୍ତୁତ କରୁଛି ଯାହା ବହୁତ ଭୟଙ୍କର । ଏମିତି ଗୋଟେ ଜିନିଷ ହେଉଛି ବିଷ । ଯେବେ ବି ଏହି…

ଛତୁ ତରକାରୀ ନେଲା ଜୀବନ; ଜଣେ ମୃତ ୩ ଗୁରୁତର

ସମ୍ବଲପୁର (କେନ୍ୟୁଜ୍) : ବିଷାକ୍ତ ଛତୁ ନେଲା ଜୀବନ। ବିଷାକ୍ତ ଛତୁ ଖାଇ ଜଣେ ମୃତ,୩ ଗୁରୁତର। ସମ୍ବଲପୁର କିସିଣ୍ଡା ଥାନା ହିରାଲୁଇ ଗାଁରେ ଏହି ଅଘଟଣ ଘଟିଛି। ଗୁରୁତର ୨ ଜଣଙ୍କୁ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା…

ମହୁ ମଧ୍ୟ ନେଇପାରେ ଆପଣଙ୍କ ଜୀବନ, ଏହି ଚାରିଟି ଜିନିଷ ସହିତ ସେବନ କରିବା ହୋଇପାରେ ହାନିକାରକ

ଦୁନିଆର ସବୁଠାରୁ ମିଠା ଜିନିଷ ହେଉଛି ମହୁ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଆୟୁର୍ବେଦ ଔଷଧ ସହିତ ମହୁ ସେବନ କଲେ ଏହାର ଫାଇଦା ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏହି ମହୁ ମଧ୍ୟ ଆପଣଙ୍କ ଜୀବନ ନେଇପାରେ। କେତେକ ଜିନିଷ ରହିଛି, ଯାହା ସହିତ ମହୁ ମିଶାଇ ଖାଇବା ସହ ତାହା ବିଷ…

ବାଲେଶ୍ୱର: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ଖାଦ୍ୟରେ ଝିଟିପିଟି ପଡ଼ିଥିବାର ଆସିଲା…

ବାଲେଶ୍ୱର(କେନ୍ୟୁଜ୍): ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ବଇଁଚା ପଞ୍ଚାୟତ ପାଳ ବାଲେଶ୍ୱର ୟୁପି ସ୍କୁଲରେ ଏହି ଘଟଣା ଘଟିଛି । ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀମାନେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା…

ସୁନ୍ଦରଗଡ: ସହି ହେଲାନି ବାପାଙ୍କ ନିର୍ଯାତନା, ଏକା ସଙ୍ଗେ ବିଷ ପିଇଲେ ୩ ଭଉଣୀ

ଅଭାବନୀୟ । ଏକା ସଙ୍ଗେ ବିଷ ପିଇଲେ ୩ ଭଉଣୀ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ପାତାଳକାଣ୍ଡ ଗାଁରେ ଏଭଳି ଘଟଣା ଘଟିଛି । ଗୁରୁତର ଭାବେ ୩ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାପାଙ୍କ ନିର୍ଯାତନା ସହିନପାରି ସମସ୍ତେ ଫିନାଇଲ ପିଇଥିବା ଯଣାପଡିଛି । ବଡ ଝଅ…

ଆମ୍ବ ଖାଇବା ବେଳେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନଚେତ ଭୋଗିପାରନ୍ତି ସାଂଘାତିକ ସମସ୍ୟା

ଖରାଦିନରେ ଆମ୍ବ ଖାଇବା କିଛି ଲୋକଙ୍କୁ ପ୍ରିୟ ହେଇଥାଏ। ଯେହେତୁ ଏହା ସିଜିନ୍ ସମୟରେ ମିଳିଥାଏ ତେଣୁ ଆମ୍ବକୁ ଖାଇବା ପାଇଁ ଅନେକ ଲୋକ ଗ୍ରୀଷ୍ଣ ଋତୁକୁ ଅପେକ୍ଷା କରିରହିଥାନ୍ତି। ଆମ୍ବ କେବଳ ପାଟିକୁ ସ୍ବାଦ ଲାଗିନଥାଏ,ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ ଯାହା ଶରୀରର ଉପକାର କରିଥାଏ।…

କେବଳ ରଙ୍ଗ ଦେଖି କିଣନ୍ତୁ ନାହିଁ ତରଭୁଜ, ନଚେତ ଆପଣବି ଶିକାର ହୋଇ ପାରନ୍ତି ଭୟଙ୍କର ରୋଗର

ଗରମର ପ୍ରକୋପ ବଢୁଥିବାରୁ ଏବେ ରାସ୍ତା କଡରେ ତରଭୁଜ ଦୋକାନ ଗୁଡିକର ବ୍ୟବସାୟ ଖୁବ ଜୋରଦାର ହେବାରେ ଲାଗିଛି । ଖରା ଦାଉରୁ ଟିକିଏ ଆଶ୍ବସ୍ତି ପାଇବା ପାଇଁ ସାଧାରଣ ଲୋକ ମଧ୍ୟ ଏହି ତରଭୁଜ ଖାଇବାକୁ ପସନ୍ଦ କରନ୍ତି । ହେଲେ ରାସ୍ତା କଡର ଏହି ତରଭୁଜ ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ତାହା…

ଶିଶୁଙ୍କ କ୍ଷୀର ବୋତଲରେ ଅଛି ବିଷାକ୍ତ ଉପାଦାନ, ଗବେଷଣାରୁ ମିଳିଲା ଏଭଳି ତଥ୍ୟ

ନବଜାତ ଶିଶୁକୁ ସ୍ୱାସ୍ଥ୍ୟବାନ୍‌ କରିବା ପାଇଁ ବାପ ମା’ଙ୍କୁ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଏହି ସମୟରେ ଶିଶୁର ସଠିକ ଦେଖାରଖା ଯେମିତିକି ସୁଦ୍ଧ ପାଣିରେ ଗାଧେଇବା, ସଫା ଶେଯରେ ଶୁଆଇବା ଓ ଖୁଆଇବା ଇତ୍ୟାଦି କରିବାକୁ ପଡିଥାଏ । କିନ୍ତୁ ଏହି ସମୟରେ ଶିଶୁର ଯତ୍ନରେ ଟିକେ ବି ଢିଲା ହେଲେ…

ପାରିବାରିକ କଳହରୁ ଦୁଇ ଶିଶୁକନ୍ୟାଙ୍କୁ ବିଷ ପିଆଇଲା ମାଆ

ଆନନ୍ଦପୁର : ପାରିବାରିକ କଳହରୁ ଦୁଇ ଶିଶୁକନ୍ୟାଙ୍କୁ ବିଷ ପିଆଇଲା ମାଆ। କେନ୍ଦୁଝର ସୋଶୋ ଥାନା ଅନ୍ତର୍ଗତ ନାହା ଗାଁରେ ଏହି ଘଟଣା ଘଟିଛି । କାମିନୀ ଜେନା ନାମକ ଜଣେ ମହିଳା ପାରିବାରିକ କଳହରୁ କ୍ରୋଧାନ୍ବିତ ହୋଇ ନିଜର ୧ ବର୍ଷ ଓ ୩ ବର୍ଷର ଦୁଇ ଶିଶୁ କନ୍ୟାକୁ ବିଷ ପଆଇ ଦେଇଥିଲେ। ଗୁରୁତର…