କ’ଣ ବିମାନ ପ୍ରଦୂଷଣ ବୃଦ୍ଧି କରେ? ଜାଣନ୍ତୁ ପ୍ରଦୂଷଣ ପାଇଁ ବିମାନ କେତେ ଦାୟୀ
ବିଶ୍ୱର ଲୋକଙ୍କ ପାଇଁ ବିମାନରେ ଯାତ୍ରା ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି । ପର୍ବପର୍ବାଣି ସମୟରେ ଯେତେବେଳେ ଲୋକମାନେ ଘରକୁ ଯିବା ପାଇଁ ଟ୍ରେନ୍ ଟିକେଟ୍ ପାଆନ୍ତି ନାହିଁ କିମ୍ବା ଛୁଟିଦିନ ପାଇଁ ଭଲ ଡିସକାଉଣ୍ଟର ଆବଶ୍ୟକତା ପଡିଥାଏ । ବିମାନ କମ୍ପାନୀଗୁଡିକ ସବୁବେଳେ ଆଗରେ ଥାନ୍ତି । ଆପଣ…