Browsing Tag

poor family need help

ଜନ୍ମର ଚାରିଦିନରୁ ହିଁ କ୍ୟାନ୍ସର ସହ ଲଢ଼ୁଛି ସାଇରାଜ, ଏବେ ଚିକିତ୍ସା ଅପେକ୍ଷାରେ ବାପା ମାଆ

ପୁଅଟିଏ ପାଇବାକୁ କରିଥିଲେ କେତେ ବ୍ରତ କେତେ ଉପବାସ । ପୁଅ ତ ହେଲା ହେଲେ ଜନ୍ମର ଚାରିଦିନ ପରେ ପୁଅ ଆକ୍ରାନ୍ତ ହେଲା ମାରାତ୍ମକ କ୍ୟାନସର ରୋଗରେ । ଚିକିତ୍ସା ପାଇଁ ବୁର୍ଲାଠୁ ଆରମ୍ଭକରି କଟକ ପର୍ଯ୍ୟନ୍ତ ନେଲେ । ହେଲେ ଏବେ ନିରାଶ ହୋଇ ସରକାରୀ ସାହାଯ୍ୟ ଅପେକ୍ଷାରେ ବାପା ମାଆ । …

ପୁଅ ଓ ଝିଅଙ୍କୁ ହରାଇ ନିଃସଙ୍ଗ ଜୀବନ ବିତାଉଛନ୍ତି ସ୍ବାମୀ-ସ୍ତ୍ରୀ, ଏବେ ଇଚ୍ଛା ମୃତ୍ୟୁ ଚାହୁଁଛନ୍ତି ଅନିତା

ଗଂଜାମ (କେନ୍ୟୁଜ) : ଯାହାଙ୍କ ପାଇଁ ସଂସାର କରିଥିଲେ ସେମାନେ ଚାଲିଗଲେ ଆରପାରିକୁ । ଅତିକ୍ରାନ୍ତ ବୟସରେ ନିଃସଙ୍ଗ ଜୀବନ ବିତାଇବାକୁ ପଡୁଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କୁ । ତଥାପି ସେତିକିରେ ଦୁଃଖ ସରିଲାନି ବରଂ ଦୁଇଗୁଣ ବଢ଼ିଗଲା । ସ୍ତ୍ରୀଙ୍କର ବାହାରିଲା ମାରାତ୍ମକ ପେଟ ରୋଗ । ଯାହା କିଛି…

ଅସହାୟଙ୍କ ଦେବଦୂତ ଇଂଜିନିୟ ସତ୍ୟଜିତ୍, ଗାଁକୁ ଗାଁ ବୁଲି କରୁଛନ୍ତି ସେବା

ସାଲେପୁର: ଆଜି ବ୍ଯସ୍ତ ବହୁଳ ଜୀବନରେ କିଏ ବା କାହା ପାଇଁ ଅପେକ୍ଷା କରୁଛି । ନିଜ ଜୀବନ ପଥରେ ସଭିଏଁ ଆଗକୁ ବଢିଚାଲିଛନ୍ତି । ହେଲେ ଆର୍ଥିକ ଅନଗ୍ରସର, ଦାରିଦ୍ର୍ଯ ସୀମାରେଖା ତଳେ ଥିବା ତଥା ମାନସିକ ବିକାର ଗ୍ରସ୍ତ ଲୋକମାନଙ୍କ କଥା ଟିକେ ଭାବିଲେ । ସେମାନଙ୍କର କଣ ଏ ଦୁନିଆରେ ବଞ୍ଚିବାର…

ମୋ ପିଲା ଦୁଇ ଜଣ ତୁମକୁ ଲାଗିଲେ ପ୍ରଭୁ ! ଏ ହେଉଛି ଜଣେ ନିରୁପାୟ ବାପା ମାଆଙ୍କ କାହାଣୀ ନିଶ୍ଚୟ ପଢ଼ନ୍ତୁ

ରୋଗ ଚିହ୍ନି ପାରୁନାହାନ୍ତି ଡାକ୍ତର । ସେ ବିଡ଼ମ୍ବନା ହେଉ ଅବା କିଛି ଅଘଟଣ ସୁସ୍ଥ ହୋଇ ଜନ୍ମ ହେବାର ପାଞ୍ଚ ବର୍ଷ ପରେ ପିଲା ପାଲଟିଗଲେ ଦିବ୍ୟାଙ୍ଗ । ସେମାନଙ୍କ ଚିକିତ୍ସା ଆଗରେ ଡାକ୍ତର ବି ଫେଲ୍‌ ମାରିଛନ୍ତି । ବାପ ମାଆ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ହେଲେ କିଛି ବି ସୁଫଳ…

ଯାହା ଟଙ୍କା ଥିଲା ସବୁ ଚିକିତ୍ସାରେ ସରିଗଲା, ଏବେ ଅସହ୍ଯ ଯନ୍ତ୍ରଣାରେ ଖଟିଆରେ ପଡି ଜୀବନ ସହ ସଂଗ୍ରାମ କରୁଛି ମୋ ପୁଅ

ରାଇରଙ୍ଗପୁର: ଆଖିରେ ଆଖିଏ ସ୍ଵପ୍ନ , ଦେହରେ ଯନ୍ତ୍ରଣାର କୋହ । ସମସ୍ତେ ନିରୁପାୟ । ଦିନକୁ ଦିନ ବଢିଚାଲିଛି ଯନ୍ତ୍ରଣା। ଚାଲିହେଉନାହି କି କୌଣସି କାମ ବି କରିହେଉନାହି I ଘରେ ଯାହା ବି ସମ୍ବଳ ଥିଲା ସବୁ ଚିକିତ୍ସାରେ ସରିଗଲା । ଅଧିକ ଚିକିତ୍ସା ପାଇଁ ଆଉ ଅର୍ଥ ନାହିଁ I ଦିନେ କି ଦୁଇ ଦିନ…

ପରିଣତ ବୟସରେ ମୁକ୍ତାଙ୍କ ଅକୁହା ଦୁଃଖ, ଭାଗ୍ଯକୁ ଆଦରି ବୁଢୀ ଆଈର ସାହାରା ପାଲଟିଛନ୍ତି ଦୁଇ ଅନାଥ ଶିଶୁ

ସୁବର୍ଣ୍ଣପୁର: କଅଁଳ ବୟସ । ଭଲ ପାଠ ପଢି ଭବିଷ୍ଯକ ଗଢିବାର ଆଶା । ହେଲେ ପର କରିଦେଲେ ବାପା ମା । ଏବେ ଦୁଇ ଛୁଆଙ୍କ ବୋଝ ପଡିଛି ବୁଢୀ ଆଈ ଉପରେ । ନାଁ ଅଛି ଘର, ନାଁ ପାଉଛନ୍ତି କୌଣସି ସରକାରୀ ସୁବିଧା । ନୀହାତି ଗରିବ ପରିବାର ହୋଇଥିବାରୁ ଅତି ଦୁଃଖରେ ବିତୁଛି ଜୀବନ । ଏ ହେଉଛେ…