Browsing Tag

president droupadi murmu

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଜଣାଇଲେ ଦୀପାବଳିର ଶୁଭେଚ୍ଛା; ନିଜ ବାର୍ତ୍ତାରେ କହିଲେ, ‘ଗରିବଙ୍କୁ ଖୁସି…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଖାସ୍‌ ଉତ୍ସବ ପାଇଁ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ…

ବସ୍ତୁବାଦୀ ପରିବର୍ତ୍ତନ ମଣିଷକୁ ସୁଖ ଦିଏ, ଶାନ୍ତି ନୁହେଁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କେନ୍ୟୁଜ୍(ବ୍ୟୁରୋ): ମାନସିକ ଶାନ୍ତି ହିଁ ମଣିଷକୁ ସୁଖୀ ରଖେ । ଭୁବନେଶ୍ୱର ତମାଣ୍ଡୋ ବ୍ରହ୍ମାକୁମାରୀ ଆଶ୍ରମରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବସ୍ତୁବାଦୀ ପରିବର୍ତ୍ତନ ମଣିଷକୁ ସୁଖ ଦିଏ; ଶାନ୍ତି ନୁହେଁ। ମାନସିକ ଶାନ୍ତି ପାଇଲେ ହିଁ ମଣିଷ ସୁଖୀ…

ବ୍ରହ୍ମାକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି: ଆଶ୍ରମ ତରଫରୁ ମଧ୍ୟାହ୍ନ ଭୋଜନ ପାଇଁ ହୋଇଛି ୧୯ ପ୍ରକାର ବ୍ଯଞ୍ଜନ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ତିନି ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ଦ୍ରୌପଦୀ ମୁର୍ମୁ। ରାଜଭବନରୁ ବାହାରି ତମାଣ୍ଡୋର ଦଶବାଟିଆ ବ୍ରହ୍ମାକୁମାରୀ ଆଶ୍ରମରେ ପହଞ୍ଚି ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ଶିଳାନ୍ୟାସ କଲେ। ଏହି ପରିସରରେ ରାଷ୍ଟ୍ରପତି ବୃକ୍ଷ ରୋପଣ ମଧ୍ୟ କରିଛନ୍ତି। ରାଷ୍ଟ୍ରପତିଙ୍କ…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ: ଆଜି ଭୁବନେଶ୍ୱର ତମାଣ୍ଡୋରେ ରହିଛି ପରବର୍ତ୍ତୀ କାର୍ଯ୍ୟକ୍ରମ

ଭୁବନେଶ୍ୱର (କେନ୍ୟୁଜ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ଦିନ। ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆ ଠାରେ ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ। ବ୍ରହ୍ମାକୁମାରୀଙ୍କ କାର୍ଯର୍୍ୟକ୍ରମ ପରେ ମହାମହିମଙ୍କ ପାଇଁ ମଧ୍ୟାହ୍ନ ଭୋଜନ…

ବିଳମ୍ବିତ ନ୍ୟାୟ ନୁହେଁ, ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦରକାର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କେନ୍ୟୁଜ୍(ବ୍ୟୁରୋ): ବିଳମ୍ବିତ ନ୍ୟାୟ ନୁହେଁ, ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦରକାର । ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି । ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।…

ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି, ପରେ ହାଇକୋର୍ଟର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ

କଟକ (କେନ୍ୟୁଜ): କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକରେ ପହଞ୍ଚି ପ୍ରଥମେ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ପ୍ରାୟ ୧୫ ମିନିଟ୍‌ ରହିଥିଲେ ମହାମହିମ୍‌। ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଚଣ୍ଡୀ ମନ୍ଦିର…

୨୬ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଏସ୍‌ସିବି ଛାତ୍ର ସଂସଦ ବାର୍ଷିକୋତ୍ସବରେ ଯୋଗଦେବେ

କଟକ (କେନ୍ୟୁଜ): ଜୁଲାଇ ୨୬ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏସ୍‌ସିବି ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ୍‌। ଏନେଇ ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରୁ ଆସିଥିବା ଚିଠି ଏସ୍‌ସିବି କଲେଜ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ କଟିବା ଘଟଣା : କୁଳପତିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟପାଳ

ବାଲେଶ୍ଵର (କେନ୍ୟୁଜ): ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ପ୍ରସଙ୍ଗ । ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ରାଜ୍ୟପାଳଙ୍କ ୭ ଦିନ ମଧ୍ୟରେ ଉତ୍ତର ଦେବାପାଇଁ ରିପୋର୍ଟ ତଲବ କରିଛନ୍ତି। କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା…

ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ରାଷ୍ଟ୍ରପତି, ମଧ୍ୟାହ୍ନ ଭୋଜନ ପାଇଁ ରହିଛି ସ୍ୱତନ୍ତ୍ର…

ମୟୁରଭଞ୍ଜ (କେନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶିମିଳିପାଳର ପ୍ରାୟ ୮୦ କିମି ବୁଲିବାକୁ ଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତି ଯଶୀପୁରରୁ ହେଲିକପ୍ଟରରେ ଆସି ଶିମିଳିପାଳରେ ପହଞ୍ଚିଥିଲେ । ଅଭୟାରଣ୍ୟରେ…

ଆଜି ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିବେ ମହାମହିମ : ସୁଖୋଇ-୩୦ ଏମକେଆଇରେ ଯିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିବେ ରାଷ୍ଟ୍ରପତି । ଆଜି ସୁଖୋଇରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ 30 MKIରେ ଲଢୁଆ ଯୁଦ୍ଧ ବିମାନରେ ସ୍ୱଳ୍ପ ସମୟ ପାଇଁ ଯାତ୍ରା କରିବେ । ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ ଉଡ଼ିବେ । ରାଷ୍ଟ୍ରପତିଙ୍କ…

ବିଦ୍ୟାଧରପୁର ସ୍ଥିତ ଇଣ୍ଡିଆନ୍ ରାଇସ କଂଗ୍ରେସର ଉଦଘାଟନ୍ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ (କେନ୍ୟୁଜ): ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା NRRIରେ ଦ୍ୱିତୀୟ ରାଇସ କଂଗ୍ରେସକୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେଲିକପ୍ଟର ଯୋଗେ NRRIରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ରାଇସ କଂଗ୍ରେସର ଉଦଘାଟନ କରିବା ସହ ଦେଶ…

ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ: ସିଦ୍ଧ ଗଣେଶଙ୍କ ପୂଜା ପରେ ମହାଦେବଙ୍କୁ କଲେ ଜଳାଭିଷେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଭୁ ଲିଙ୍କରାଜଙ୍କୁ ଦର୍ଶନ କଲେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଯାଇଥିଲେ । ପ୍ରଭୁ ଲିଙ୍ଗରାଜକୁ ଦର୍ଶନ କରିଛନ୍ତି । ସାଙ୍ଗରେ ଥିଲେ ତାଙ୍କ ଝିଅ । ମାଉସୀ ମାଆ ଛକରୁ ରଥ ରୋଡ୍‌ ହୋଇ…