Browsing Tag

priyanka gandhi

#ଶାଢ଼ି ଟ୍ବିଟର ଟ୍ରେଣ୍ଡରେ ସାମିଲ ହେଲେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ:  ଟ୍ବିଟରରେ ଚାଲୁଥିବା #ଶାଢ଼ି ଟ୍ବିଟର ଟ୍ରେଣ୍ଡରେ ସାମିଲ ହୋଇଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ନିଜ  ଟ୍ବିଟରରେ ଏକ ଶାଢ଼ି ପିନ୍ଧିଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋଟି  ୨୨ ବର୍ଷ ପୁରୁଣା ଫଟୋ । ଯାହା ତାଙ୍କର ବିବାହ ସମୟର ବୋଲି…

ସାପ ସହିତ ଖେଳିବା ମାମଲାରେ ପ୍ରିୟଙ୍କାଙ୍କୁ ମିଳିଲା କ୍ଳିନ୍ ଚିଟ୍

ଲକ୍ଷ୍ନୋ : ଗତ ୨ ମଇରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସାପ ସହିତ ହନସାର ପୁରଓ୍ୱା ଗାଁରେ ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ କୌଣସି ମାମଲା ରୁଜୁ ହୋଇନଥିଲେ ମଧ୍ୟ ଭାରତୀୟ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଦ ପ୍ରିଭେନସନ୍ ଅଫ୍ କ୍ରୁଏଲିଟି ଟୁ ଏନିମଲ୍ ଏବଂ ଦ ୱାଇଲ୍ଡ ଲାଇଫ୍…

ରାହୁଲ ଇସ୍ତଫା ଦେଇ ସାହସିକତା ଦେଖାଇଛନ୍ତି : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ(କେନ୍ୟୁଜ୍) : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଆଜି ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଟ୍ଵିଟ୍‌ କରି ପ୍ରିୟଙ୍କା କହିଛନ୍ତି, ରାହୁଲ ଇସ୍ତଫା ଦେଇ ସାହସିକତା ଦେଖାଇଛନ୍ତି…

ମୋଦି ଓ ଅମିତ ଶାହଙ୍କୁ ଛୁଆ ବୋଲି କହିଲେ ପ୍ରିୟଙ୍କା, ଉତ୍ତର ପ୍ରଦେଶରେ ମାରାଥନ ପ୍ରଚାର

ନୂଆଦିଲ୍ଲୀ (କେନ୍ୟୁଜ୍) : ଉତ୍ତର ପ୍ରଦେଶରେ ମାରାଥନ ପ୍ରଚାର କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ମୋଦି ଓ ଅମିତ ଶାହଙ୍କୁ ଛୁଆ ବୋଲି କହିଛନ୍ତି ପ୍ରିୟଙ୍କା । ସମସ୍ତଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଭରିଦେବେ ବୋଲି ମୋଦି କହିଥିଲେ । ଏହି ପ୍ରତିଶ୍ରୁତି କୁଆଡେ ଗଲା ବୋଲି…

ଭାଇ ଭଉଣୀ କହ କାହାଣୀ, ଦେଶସାରା ନିର୍ବାଚନୀ ତାତି ରହିଥିବା ବେଳେ ଚର୍ଚ୍ଚାରେ ରାହୁଲ ପ୍ରିୟଙ୍କାଙ୍କ ଫଟୋ ପୋଜ୍

ଦେଶସାରା ଏବେ ନିର୍ବାଚନୀ ତାତି । ଏହାରି ମଧ୍ୟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ପୋଜ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଭାଇ-ଭଉଣୀଙ୍କ ସଂପର୍କ କେତେ ମଜବୁତ୍ ଏହି ଭିଡିଓରୁ ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶ କାନପୁର ବିମାନବନ୍ଦରରେ ଭାଇ ଓ ଭଉଣୀଙ୍କ…

ପ୍ରିୟଙ୍କାଙ୍କ ସଭାରେ ଯୁବତୀଙ୍କୁ ମାରପିଟ୍‌, ମୋଦି ବିରୋଧୀ ସ୍ଲୋଗାନ୍‌ ନଦେବାରୁ ଆକ୍ରମଣ

ବାରାଣସୀ : ରାଜନୀତିର ସ୍ତର କେତେ ତଳକୁ ଯାଇଛି ତାର ଏକ ନମୂନ ଗତକାଲି ବାରାଣସୀର ଅରସି ଘାଟରେ ଦେଖିବାକୁ ମିଳିଛି । ପୂର୍ବ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କର ତିନିଦିନି ଗଙ୍ଗାଯାତ୍ରା ଅବସରରେ ଏଠାରେ ଏକ ଜନସଭାରେ ଉଦବୋଧନ ଦେଇଥିଲେ । ଏହି ସମୟରେ କିଛି…

ପ୍ରୟାଗରାଜରୁ ବାରଣାସୀ : ଗଙ୍ଗା ନଦୀରେ ବୋଟରେ ଚଢି ପ୍ରିୟଙ୍କା ଗାନ୍ଧୀଙ୍କ ଅଭିନବ ପ୍ରଚାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ରାଜନୀତି ଏବେ ସରଗରମ। କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଅଭିନବ ପ୍ରଚାର । ଗତକାଲି ପ୍ରିୟଙ୍କା ଗାନ୍ଧୀ ପ୍ରୟାଗରାଜରୁ ଗଙ୍ଗା ନଦୀରେ ବୋଟରେ ଚଢି ପ୍ରଚାର ଅଭିଯାନ ଆରମ୍ଭ କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।…

ମୋଦିଙ୍କ ଗଡ଼ରେ କଂଗ୍ରେସର ବଡ଼ ବୈଠକ, ଆରଏସଏସ ବିଚାରଧାରା ଓ ବିଜେପିକୁ ମାତ୍‌ ଦେବାକୁ ରଣକୌଶଳ; ପ୍ରିୟଙ୍କା ତାଙ୍କ…

ଗୁଜରାଟ : ମୋଦି ଗଡ଼ରେ କଂଗ୍ରେସର ବଡ଼ ବୈଠକ। ଗୁଜରାଟ ଗାନ୍ଧିନଗରରେ ଦଳର ଓ୍ଵାର୍କିଂ କମିଟି ବୈଠକରେ ପ୍ରସ୍ତୁତ ହୋଇଥିଲା ନିର୍ବାଚନ ରଣନୀତି। ଉପସ୍ଥିତ ଥିଲେ ରାହୁଲ, ପ୍ରିୟଙ୍କା ଓ ସୋନିଆ ଗାନ୍ଧୀ। ବୈଠକ ପରେ ଅନୁଷ୍ଠିତ ହୋଇଥିଲା ସାଧାରଣ ସଭା । ମହାସଚିବ ଦାୟିତ୍ୱ ମିଳିବା ପରେ, ପ୍ରଥମ ଥର…

ମୋଦିଙ୍କୁ ମାତ୍ ଦେଇପାରନ୍ତି ପ୍ରିୟଙ୍କା, ସୋସିଆଲ୍ ମିଡିଆରେ ସୁନାମୀ ପରି ବଢୁଛି ଫଲୋଅର୍ସଙ୍କ ସଂଖ୍ୟା

ରାଜନୀତି ମୈଦାନକୁ ଆଜିଠାରୁ ଓହ୍ଲାଇଛନ୍ତି କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି । ଲକ୍ଷ୍ନୌରୁ କଂଗ୍ରେସ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରିୟଙ୍କା । ହେଲେ ଏହି ରୋଡ୍ ସୋ ପୂର୍ବରୁ ସୋସିଆଲ୍ ମିଡିଆରେ ଏଣ୍ଟ୍ରି ମାରିଛନ୍ତି ପ୍ରିୟଙ୍କା । କଂଗ୍ରେସ୍ ତରଫରୁ ସକାଳେ ଟୁଇଟ୍…