Browsing Tag

pune

କେତନ ଅଗ୍ରୱାଲ ହତ୍ୟା ମାମଲା, ସିୟାଙ୍କ ପରିବାରର ବ୍ୟବସାୟ ବନ୍ଦ କରିବାକୁ ନୋଟିସ୍

ପୁଣେ : ମହାରାଷ୍ଟ୍ର ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡକୁ କିଛିଦିନ ବିତିଗଲାଣି । କେତନଙ୍କ ବିବାହ ସିୟା ଗୋୟଲଙ୍କ ସହିତ ହେବା ପୂର୍ବରୁ କେତନଙ୍କୁ ହତ୍ୟା କଲା ସିୟା । ପ୍ରେମିକା ଚେତନ ଚୌଧୁରୀଙ୍କ ସହିତ ମିଶି ସିୟା କେତନଙ୍କୁ ପୁଣେ ଲୋହାଗଡ ଦୁର୍ଗରୁ ଠେଲିଦେଇଥିଲା । ଏବେ କେତନ ଅଗ୍ରୱାଲ…

ପୁଣେରେ ଭୁଶୁଡ଼ିଲା ୩ ମହଲା ବିଲିଡିଂ, ଅନେକ ଲୋକ ଫସିଥିବା ଆଶଙ୍କା

ପୁଣେ : ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ କ୍ଷୟକ୍ଷତି ହୋଇଛି । ମହାରାଷ୍ଟ୍ରରେ ଅନେକ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅଘଟଣ ଚାଲିଛି । ପୁଣେରେ ଏକ ବିଲିଡିଂ ଭୁଶୁଡ଼ିବା ଯୋଗୁଁ ଅନେକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ପୁଣେ ଜିଲ୍ଲାର ପିମ୍ପରୀ-ଚିଚୱଡରେ ଏକ ୩ ମହଲା ବିଲିଡିଂ…

ନାତି କେତନଙ୍କୁ ଝୁରି ଝୁରି ଚାଲିଗଲେ ଜେଜେ, ସିୟାଙ୍କ ପରିବାର ଦେଲା ଏଭଳି ବୟାନ

ପୁଣେ : ପୁଣେର ଲୋହାଗଡ଼ କିଲ୍ଲାରୁ ପଡ଼ି ପ୍ରାଣ ହରାଇଥିବା କେତନ ଅଗ୍ରୱାଲଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ନାତିର ମ୍ତ୍ୟୁ ପରେ ଜେଜେ ଦେବୀଚନ୍ଦ ଅଗ୍ରୱାଲଙ୍କ ପରଲୋକ ହୋଇଛି । ଶନିବାର ରାତି ୯.୪୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ନାତି ମୃତ୍ୟୁକୁ ୨୦ ଦିନ ହୋଇନଥିବା ବେଳେ…

କେତନ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଅପଡେଟ୍, ରହସ୍ୟ ଖୋଲିବ AI ଟେକ୍ନୋଲୋଜି!

ପୁଣେ : ବହୁ ଚର୍ଚ୍ଚିତ ପୁନେ କେତନ ଅଗ୍ରୱାଲ ଘଟଣା । ଲୋହାଗଡ଼ରେ ଅଭିଯୁକ୍ତ ଚେତନ ଚୌଧୁରୀ । କ୍ରାଇମ ସିନ ରିକ୍ରିଏସନ କରିବାକୁ ଚେତନକୁ ଲୋହରଗଡ଼କୁ ଆଣିଛି ପୁଣେ ପୋଲିସ । ଅଭିଯୁକ୍ତ ଚେତନ ଚୌଧୁରୀର ଚାଲିବା ଶୈଳୀ ଏବଂ ଅପରାଧ ସ୍ଥଳର କ୍ରାଇମ୍ ସିନ୍ ରିକନ୍ସଟ୍ରକସନ୍ ପାଇଁ ତାକୁ ଲୋହଗଡ଼…

ପୁଣେ ହତ୍ୟାକାଣ୍ଡ : ସିୟାଙ୍କ ଭାଇକୁ ୧୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଲେ ଆଡଭୋକେଟ୍ ଆଶୁତୋଷ ଶ୍ରୀବାସ୍ତବ

ପୁଣେ : ପୁଣେର ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲା ଏବେ ଏକ ନୂଆ ମୋଡ଼ ଆସିଛି । ସିୟା ଏବଂ ଚେତନଙ୍କୁ କୋର୍ଟ ଜୁଲାଇ ୩ ତାରିଖ ଯାଏଁ ପୋଲିସ ହେପାଜତକୁ ପଠାଇଛନ୍ତି । କୋର୍ଟରେ ଓକିଲାତିନାମା ଦାଖଲକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ପରେ ଆଡଭୋକେଟ୍ ଆଶୁତୋଷ ଶ୍ରୀବାସ୍ତବ…

ସିଆଙ୍କ ଭାଇଙ୍କୁ ୧୦ ଘଣ୍ଟା ଜେରା, ସାମ୍ନାକୁ ଆସିଲା ନୂଆ ତଥ୍ୟ

ପୁଣେ : ୧୮ ଜୁନରେ ମହାରାଷ୍ଟ୍ରର ପୁଣେର ଲୋହାଗଡ଼ କିଲ୍ଲାରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କେତନଙ୍କ ମୃତ୍ୟୁ କାହିଁକି ହେଲା ଏବଂ ସିଆ ଯଦି କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲେ, ତେବେ ସେ ନିଜ ପରିବାରକୁ କାହିଁକି କହିଲେ…

କେତନ ଅଗ୍ରୱାଲ ହତ୍ୟାକାଣ୍ଡ, ଫାଷ୍ଟ ଟ୍ରାକ କୋର୍ଟରେ ହେବ ଶୁଣାଣି, ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ସାକ୍ଷାତ କଲେ…

ପୁଣେ : ମହାରାଷ୍ଟ୍ର ପୁଣେ କେତନ ଅଗ୍ରୱାଲଙ୍କ ହତ୍ୟା ମାମଲାରେ କେତନଙ୍କ ବାପା ବିଶାଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଦେଖା କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୋଷୀକୁ କଠୋର ଦଣ୍ଡ ମିଳିବା ବୋଲି ଭରସା ଦେଇ ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ…

ସିୟାଙ୍କ ବାପାଙ୍କ ପ୍ରତିକ୍ରିୟା, ଯଦି ମୋ ଝିଅ କେତନକୁ ହତ୍ୟା କରିଛି, ତେବେ ତାକୁ ମଧ୍ୟ ସେଠୁ ଠେଲିଦିଅ

ପୁଣେ : ମହାରାଷ୍ଟ୍ରର ପୁଣେରେ ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଏବଂ ଚେତନ ଚୌଧୁରୀକୁ ପୋଲିସ ଗିରଫ କରିନେଇଛି । ଏସବୁ ମଧ୍ୟରେ ସିୟା ଗୋୟଲଙ୍କ ବାପା ପ୍ରବୀଣ ଗୋୟଲଙ୍କ ପ୍ରତିକ୍ରିୟା…

ପୁଣେରେ ସୋନମ ରଘୁବଂଶୀ ଭଳି କାଣ୍ଡ, ଭାବିସ୍ବାମୀଙ୍କୁ ପାହାଡ଼ ଉପରୁ ଠେଲିଦେଲେ ଭାବି ପତ୍ନୀ ଏବଂ ପ୍ରେମିକ

ପୁଣେ : ଇନ୍ଦୋରର ସୋନମ ରଘୁବଂଶୀ ମାମଲା ଲୋକଙ୍କ ମନରୁ ନ ଲିଭୁଣୁ ମହାରାଷ୍ଟ୍ରର ପୁଣେରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ଜଣେ ଯୁବତୀ ନିଜ ପ୍ରେମିକ ସହ ମିଶି ନିଜ ଭାବୀ ସ୍ୱାମୀଙ୍କୁ ପାହାଡ଼ରୁ ୩୫୦ ଫୁଟ୍ ଗଭୀର ଖାଇକୁ ଠେଲି ହତ୍ୟା କରିଥିବା ଅଭିଯୋଗ…

ପୁଣେରୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା, ସ୍ତ୍ରୀର ପ୍ରାଇଭେଟ୍ ପାର୍ଟରେ ଏସିଡ୍ ଢ଼ାଳିଦେଲା ସ୍ବାମୀ

ନୂଆଦିଲ୍ଲୀ: ପୁଣେ ଜିଲ୍ଲାର ଉରୁଲି କାଞ୍ଚନ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଗୁପ୍ତାଙ୍ଗରେ ଏସିଡ୍ ଢାଳିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ୨୪ ବର୍ଷୀୟା ମହିଳା ପୋଡ଼ି ଯାଇଛନ୍ତି ଏବଂ ବର୍ତ୍ତମାନ ପୁଣେର ସାସୁନ ଜେନେରାଲ…

କେମିକାଲ କମ୍ପାନୀରୁ ଗ୍ୟାସ୍ ଲିକ୍, ୨୪ ଜଣ ହସପିଟାଲରେ ଭର୍ତ୍ତି

ପୁଣେ : ମହାରାଷ୍ଟ୍ରର ପୁଣେ ଗଙ୍ଗାଧାମରେ ଥିବା ଏକ କେମିକାଲ କମ୍ପାନୀରେ ଅଘଟଣ । ଏଠାରେ ବନ୍ଦ ରହିଥିବା ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ । ଫଳରେ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଅଗ୍ନିଶମବାହିନୀଙ୍କ ସମେତ ୨୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ…

କଲେଜ ପ୍ରଶାସନର ଚରମ ଅବହେଳା, ବାସ୍କେଟବଲ୍ ଷ୍ଟାଣ୍ଡ ଖସିପଡିବାରୁ ଛାତ୍ରଙ୍କ ମୃତ୍ୟୁ

ପୁଣେ : ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଛାତ୍ରଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ବାସ୍କେଟବଲ ଷ୍ଟାଣ୍ଡ ପିଲାଟି ଉପରେ ଗଳିପଡିବାରୁ ଛାତ୍ରଙ୍କ ଜୀବନ ଚାଲିଯାଇଛି । ପିଲାଟି ବାସ୍କେଟବଲ ଖେଳୁଥିବା ବେଳେ ପିଲାଟି ମୁଣ୍ଡ ଉପରେ ଲୁହାର ଷ୍ଟାଣ୍ଡଟି ଖସିପଡିଥିଲା । ଫଳରେ ଘଟଣା…