Browsing Tag

pune

ପତ୍ନୀର ଗଳା ଚିପି ହତ୍ୟା କରିବା ପରେ ପିଲାଙ୍କୁ କୂଅରେ ପକାଇଦେଲେ ଡାକ୍ତର, ଆଉ ନିଜେ ଫାଶୀ ଲଗାଇଦେଲେ

ମହାରାଷ୍ଟ୍ର ପୁନେରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୁନେ ଜିଲ୍ଲାର ଦାଣ୍ଡେ ତହସିଲରେ ଜଣେ ଡାକ୍ତର ପତ୍ନୀ ଏବଂ ପିଲାକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ୪୨ ବର୍ଷୀୟ ପଶୁ ଡାକ୍ତର ପ୍ରଥମେ ପତ୍ନୀଙ୍କୁ ତଣ୍ଟି ଚିପି ମାରିବା ପରେ ପୁଅକୁ କୂଅରେ ପକାଇଦେଇଥିଲେ । ପରେ…

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ଅକାଳରେ ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ : ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଘଟିଛି ଭୟଙ୍କର ଦୁର୍ଘଟଣା। ଫଳରେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ଏକ ଯାତ୍ରୀବାହୀ ବସ୍‌ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ…

ପତ୍ନୀ ଏବଂ ୮ ବର୍ଷର ପୁଅକୁ ଗଳା ଚାପି ହତ୍ୟା କରିବା ପରେ ନିଜେ ସୁଇସାଇଡ କଲେ ଆଇଟି ଇଂଜିନିୟର

ପତ୍ନୀ ଏବଂ ପୁଅକୁ ଗଳା ଚାପି ହତ୍ୟା କରିବା ପରେ ନିଜେ ସୁଇସାଇଡ କଲେ ଆଇଟି ଇଂଜିନିୟର । ଘଟଣାସ୍ଥଳରେ ପୋଲିସ କୌଣସି ସୁଇସାଇଡ ନୋଟ ଜବତ କରିନାହିଁ । ଚାକିରି ଛାଡି ନିଜେ ବ୍ୟବସାୟ କରିଥିବା ବ୍ୟକ୍ତି ଜଣକ ସୁଇସାଇଡ କ’ଣ ପାଇଁ କରିଛନ୍ତି, ତାହାର ଯାଞ୍ଚ ପୋଲିସ କରୁଛି । ଖବର ମୁତାବକ,…

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ୱାମୀ ଦେବୀସିଂହ ଶେଖାଓ୍ଵତ୍‌ଙ୍କ ପରଲୋକ, କିଛି ଦିନ ତଳେ ହୃଦ୍‌ଘାତ ଯୋଗୁ…

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ୱାମୀ ଦେବୀସିଂହ ଶେଖାଓ୍ଵତ୍‌ଙ୍କର ୮୯ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଘଟିଛି। ପୁଣେର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତିଙ୍କ ପରିବାର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। କିଛି ଦିନ ତଳେ…

ରାସ୍ତା ପାର ବେଳେ ୧୭ ଜଣ ମହିଳାଙ୍କ ଉପରେ ଚଢିଗଲା ଭ୍ୟାନ, ୩ ମୃତ, ୧୪ ଗୁରୁତର

ମହାରାଷ୍ଟ୍ରର ପୁନେ-ନାସିକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଭ୍ୟାନ୍‌ ୧୭ ଜଣ ମହିଳାଙ୍କ ଉପରେ ଚଢିଯାଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ପୁନେ ନାସିକ ହାଇୱେରେ ଖାରାପୁଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ସଡ଼କ ପାର…

ପୁନେ ସ୍ଥିତ ଗୁଗଲ ଅଫିସକୁ ବୋମାରେ ଉଡାଇଦେବାକୁ ଧମକ, ହାଇଦ୍ରବାଦରୁ କଲରକୁ ଗିରଫ କଲା ପୋଲିସ

ମୁମ୍ବାଇ ସ୍ଥିତ ଗୁଗଲ ଅଫିସକୁ ବୋମାରେ ଉଡାଇବାକୁ ଧମକ । ପୁନେ ସ୍ଥିତ ଗୁଗଲ ଅଫିସରେ ବୋମା ରହିଛି ବୋଲି ଏକ ଧମକପୂର୍ଣ୍ଣ କଲ୍‌ ଆସିବା ପରେ ଆତଙ୍କ ଦେଖାଦେଇଛି । ଗୁଗଲ ଅଧିକାରୀ ତୁରନ୍ତ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ଯାଞ୍ଚ କରୁଛି । ସୂଚନା ମୁତାବକ, ଧମକ ଦେଇଥିବା କଲର…

ନର୍ସଙ୍କ ସହ ହେଲା ପ୍ରେମ, ବିଷାକ୍ତ ଇଞ୍ଜେକ୍ସନ ଦେଇ ନେଇଗଲେ ନିଜ ସ୍ତ୍ରୀର ଜୀବନ; ହସ୍ପିଟାଲ କର୍ମୀ ଗିରଫ

ମହାରାଷ୍ଟ୍ରର ପୁଣେରେ ଏକ ଘରୋଇ ହସ୍ପିଟାଲରୁ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ଏଠାକାର ଜଣେ ନର୍ସଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା, ଯାହାଫଳରେ ବ୍ୟକ୍ତି ଜଣକ ନର୍ସଙ୍କୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷାକ୍ତ ଇଞ୍ଜେକ୍ସନ ଦେଇ…

ପୂର୍ବତନ କ୍ରିକେଟର ଜାହିର ଖାନଙ୍କ ରେଷ୍ଟୁରାଣ୍ଟ ଥିବା ବିଲ୍ଡିଂରେ ଭୀଷଣ ନିଆଁ; ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି…

ମହାରାଷ୍ଟ୍ରର ପୁଣେରେ ମାର୍ବଲ ଭିଷ୍ଟା ବିଲ୍ଡିଂର ପୂରା ଉପର ମହଲାରେ ମଙ୍ଗଳବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ରହିଛି ପୂର୍ବତନ କ୍ରିକେଟର ଜାହିର ଖାନଙ୍କ ରେଷ୍ଟୁରାଣ୍ଟ। ବିଲ୍ଡିଂଟି ଲୁଲ୍ଲା ନଗର ଚୌକରେ ଅବସ୍ଥିତ। ତେବେ ସୂଚନା ମିଳିବା କ୍ଷଣି ନିଅାଁକୁ କାବୁ…

ଦୀପାବଳିରେ ଘରକୁ ଯିବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼; ପୁଣେ ରେଳ ଷ୍ଟେସନରେ ଦଳାଚକଟାରେ ଚାଲିଗଲା ଜଣଙ୍କ ଜୀବନ, ଅନେକ…

ମହାରାଷ୍ଟ୍ରର ପୁଣେ ରେଲେଓ୍ଵ ଷ୍ଟେସନରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦୀପାବଳି ଅବସରରେ ଲୋକମାନେ ନିଜ ନିଜ ଘରକୁ ଯିବା ପାଇଁ ରେଲେଓ୍ଵ ଷ୍ଟେସନରେ ଭିଡ଼ ଜମାଇଥିଲେ। ଭିଡ଼…

ଚଳନ୍ତା ବସରେ ଲାଗିଗଲା ନିଆଁ, ଡ୍ରାଇଭରଙ୍କ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଚଳନ୍ତା ବସରେ ନିଆଁ । ମହାରାଷ୍ଟ୍ର ପୁନେ ଅମ୍ବେଗାଓଁ ଅଞ୍ଚଳରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଛି। ବସ୍‌ରେ ୨୭ ଜଣ ଯାତ୍ରୀ ରହିଥିଲେ। ଏହି ବସରେ ଥିବା ଯାତ୍ରୀମାନଙ୍କର କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଡ୍ରାଇଭର ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ବସ୍‌କୁ ରୋକିଥିଲେ ଏବଂ ତୁରନ୍ତ…

ପୁଣେରେ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ; ପାଲଇଟ୍‌ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଅଳ୍ପକେ ବର୍ତ୍ତିଲେ…ଦେଖନ୍ତୁ ଫଟୋ

ମହାରାଷ୍ଟ୍ରର ପୁଣେ ଜିଲ୍ଲା ଇନ୍ଦାପୁର ତହସିଲ ଅନ୍ତର୍ଗତ କଦବନଓ୍ଵାଡି ଗାଁରେ ସୋମବାର ସକାଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ୧୧ଟା ୩୦ରେ ଏକ ଟ୍ରେନି ବିମାନ ଗାଁର ଚାଷଜମିରେ ଖସି ପଡ଼ିଥିଲା। ଏଥିରେ ୨୨ ବର୍ଷୀୟ ଜଣେ ମହିଳା ଟ୍ରେନି ପାଇଲଟ୍‌ ଆହତ ହୋଇଛନ୍ତି। ତାଙ୍କ ନାଁ…

ଚିତା ନିଆଁକୁ ତେଜ କରିବା ପାଇଁ ଢାଳିଦେଲେ ପେଟ୍ରୋଲ; ଭୟଙ୍କର ବିସ୍ଫୋରଣରେ ଜଳିଗଲେ ୧୧ ଜଣ ଆତ୍ମୀୟ ସ୍ୱଜନ

ମହାରାଷ୍ଟ୍ରର ପୁଣେରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଶ୍ମଶାନ ଘାଟରେ ଭୟଙ୍କର ବିସ୍ଫୋରଣ ଘଟି ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ଘଟିଥିଲା, ଯାହାଫଳରେ ୧୧ ଜଣ ଲୋକ ନିଆଁ ସଂସ୍ପର୍ଶରେ ଆସି ଜଳିଯାଇଥିଲେ। ବିସ୍ଫୋରଣର…