Below header
Browsing Tag

puri

ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ଫୁଟିଲା ବୋମା,୫ଆହତ

ପୁରୀ(କେନ୍ୟୁଜ୍): ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ଫୁଟିଛି ବୋମା।  ଷଣ୍ଢପୁର ଅଞ୍ଚଳରେ ଜମିଜମା ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବୋମାମଡ ହୋଇଛି। ଘଟଣା ସ୍ଥଳରୁ ୫୦ ରୁ ଅଧିକ ବୋମ ଜବତ ହୋଇଛି । ଏଥିରେ ୫ ଜଣ ଆହତ ହୋଇଥିବାର ସୂଚନା ମିଳିଛି। । ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି…

ଲୋକାର୍ପିତ ହେଲା ପୁରୀ ଶ୍ରୀଜଗନ୍ନାଥ ହେରିଟେଜ କରିଡର ଡ୍ରାଫ୍ଟ ଆର୍କିଟେକ୍ଚରାଲ ପ୍ଲାନ, ମୁଖ୍ୟମନ୍ତ୍ରୀ କଲେ…

ପୁରୀ ଶ୍ରୀଜଗନ୍ନାଥ ହେରିଟେଜ କରିଡର ଡ୍ରାଫ୍ଟ ଆର୍କିଟେକ୍ଚରାଲ ପ୍ଲାନ ଲୋକାର୍ପିତ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତବିଶେଷ ଜମି ଦେଇଛନ୍ତି…

ଶ୍ରୀକ୍ଷେତ୍ରରେ ନୂଆବର୍ଷ ସୁରକ୍ଷା କଡ଼ାକଡ଼ି, ମୁତୟନ ରହିବେ ୬୫ ପ୍ଲାଟୁନ୍‌ ଫୋର୍ସ

ପୁରୀ(କେନ୍ୟୁଜ୍): ଦିନେ ପରେ ନୂଆବର୍ଷ । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ସମ୍ଭାବନା ରହିଛି । ଏଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ରହିବେ ୬୫ ପ୍ଲାଟୁନ୍‌ ପୋଲିସ ଫୋର୍ସ । ସୁବାସ ବୋଷ ଛକରୁ…

ପୁରୀ ଜିଲ୍ଲାରେ ଫନି ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯିବ ବାତ୍ୟା ପ୍ରତିରୋଧକ ବାସ ଗୃହ, ଏଥିପାଇଁ କରାଗଲା ଭୂମି ପୂଜନ

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲାରେ ଫନି ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯିବ ବାତ୍ୟା ପ୍ରତିରୋଧକ ବାସ ଗୃହ । ଏଥିପାଇଁ ଭୂମି ପୂଜନ କରାଯାଇଛି । ସଦର ବ୍ଳକ୍‌ ଗୋପାଳପୁର ବଡ ଭୋଇ ସାହିରେ ଭୂମିପୂଜନ ହୋଇଛି । ପୁରୀ ଜିଲ୍ଲାପାଳ, L &T ମୁଖ୍ୟ କାର୍ଯ୍ୟ ନିର୍ବାହୀ, ବଡ ଭୋଇ ସାହି ଗାଁକୁ…

ଉତ୍ତରପ୍ରଦେଶରେ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା, ବିରୋଧ କଲା ଶ୍ରୀଜଗନ୍ନାଥ ସେନା

ପୁରୀ(କେନ୍ୟୁଜ୍): ଇସ୍କନ ପରେ ଡିସେମ୍ବର ୨୯ରେ ହେବାକୁ ଯାଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଏହାଛଡ଼ା ଉତ୍ତରପ୍ରଦେଶ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଣ୍ରୀମନ୍ଦିର ପ୍ରଶାସନ ନୀତି ପ୍ରଶାସକଙ୍କୁ ଦାବିପତ୍ର…

ପୁରୀ: ମୁହଁ ଖୋଲିଲେ ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭୁଯୁକ୍ତ ଜିତେନ୍ଦ୍ର ସେଠୀର ଦ୍ବିତୀୟ ସ୍ତ୍ରୀ, କହିଲେ…

ପୁରୀ(କେନ୍ୟୁଜ୍):  ପୁରୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀର ଦ୍ୱିତୀୟ ପତ୍ନୀ ମୁହଁ ଖୋଲିଛନ୍ତି । କହିଛନ୍ତି, ଜିତେନ୍ଦ୍ର ଭଳି ଜଣେ ଅପରାଧୀକୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ । ସେ ମୋ ସହ ମଧ୍ୟ ଏଭଳି ବ୍ୟବହାର…

ପୁରୀ ଗଣଦୁଷ୍କର୍ମ ଘଟଣା, କୁମ୍ଭାରପଡା ଥାନାକୁ ଯାଇ ମାମଲାର ଛାନଭିନ୍‌ କଲେ ମହିଳା କମିଶନ ଅଧ୍ୟକ୍ଷା

ପୁରୀ(କେନ୍ୟୁଜ୍): ପୁରୀ ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ପ୍ରଥମେ କୁମ୍ଭାରପଡା ଥାନାକୁ ଯାଇ ମାମଲାର ଛାନଭିନ୍‌ କରିବା ସହ ସିଟି ଡିଏସ୍‌ପି ଏବଂ ତଦନ୍ତକକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ବାଳସୁଧାର ଗୃହକୁ ଯାଇ ପୀଡିତାଙ୍କୁ…

ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲା, ଏସଡିଜେଏମ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ

ପୁରୀ(କେନ୍ୟୁଜ୍):ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣାଯିବ । ଅଧିକ ତଥ୍ୟ ହାସଲ ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ପୁରୀ ଏସଡିଜେଏମ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ । ପୁରୀ ଏସ୍‌ପି ଉମାଶଙ୍କର ଦାଶ ଏନେଇ…

ଥମୁନି ଲଜ୍ଜା, ହାଇଦ୍ରାବାଦ ଘଟଣାର ଉଷ୍ମତା ନ ଥମୁଣୁ ପୁରୀରୁ ଆସିଲା ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ପୁରୀ(କେନ୍ୟୁଜ୍): ପୁରୀରେ ଲଜ୍ଜା। ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣେ ନିଲମ୍ବିତ କନେଷ୍ଟବଳ।ଏ ନେଇ ପୁରୀ କୁମ୍ଭାରପଡ଼ା ଥାନାରେ ଏତଲା ରୁଜୁ ହୋଇଛି । ମୁଖ୍ୟ ଅଭିଯୁକ୍ତ ସହ ୪…

ପୁରୀ: ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ଗ୍ରାହକ ଆହତ

ପୁରୀ(କେନ୍ୟୁଜ୍): ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ପୁରୀ ପୁରୁଣାସାହିର ଥାନା ଛକ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ। ଆହତ ଯୁବକଙ୍କ ନାଁ ମନାନ୍‌ ଖାନ୍‌। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ…

ପୁରୀରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଅସମ୍ମାନ, ସୋସିଆଲ ମିଡିଆରେ ଭିଡିଓ ଜାରି କରି ପ୍ରକାଶ କଲେ ଅସନ୍ତୋଷ

ପୁରୀ(କେନ୍ୟୁଜ୍):   ପୁରୀରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଅବଢା ଖାଇଛନ୍ତି । ଏହି ସମୟରେ ତାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରିଛନ୍ତି । ଭୋଗ ଦୋକାନୀ ତାଙ୍କୁ ଅଶ୍ଳୀଳ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ଜଗନ୍ନାଥ ଧାମରେ ନାରୀଙ୍କୁ…

ପୁରୀ: ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାର ଏବେ କୌଣସି ପ୍ରସ୍ତାବ ନାହିଁ, ବିଧାନସଭାରେ ଉତ୍ତର ରଖିଲେ ଆଇନ ମନ୍ତ୍ରୀ…

ପୁରୀ(କେନ୍ୟୁଜ୍): ଏବେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାର କୌଣସି ପ୍ରସ୍ତାବ ନାହିଁ । ୧୩ ମେ ୧୯୭୮ରୁ ୨୩ ଜୁଲାଇ ୧୯୭୮ ମଧ୍ୟରେ ତାଲିକା କରାଯାଇଥିବା ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ୧୯୮୫…