Browsing Tag

quarentine

କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଫେରନ୍ତା, SRC ଜାରି କଲେ ଗାଇଡ଼ଲାଇନ

କେନ୍ୟୁଜ୍(ବ୍ୟୁରୋ):  କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଫେରନ୍ତା। କୁମ୍ଭମେଳା ଫେରନ୍ତାଙ୍କ ସଂପର୍କରେ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳ ଓ କମିସନରଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିସନର। କୁମ୍ଭମେଳାରେ ଭାଗ ନେବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସହ ପଞ୍ଜୀକୃତ କରିଥିବା…

ଗାଁକୁ ମିଳିଲାନି ପ୍ରବେଶ କି ମିଳିଲାନି ରହିବାକୁ କ୍ବାରେଣ୍ଟାଇନ ଗୃହ, ବାଧ୍ୟ ହୋଇ ଜଙ୍ଗଲରେ ଦିନ କାଟୁଛନ୍ତି ଏହି…

ଝାରସୁଗୁଡା : କରୋନାକୁ ନେଇ ଚାରିଆଡ଼େ ସତର୍କତା ଅବଲମ୍ବନ କରାଯାଉଛି। ସେଥିପାଇଁ ସରକାର ଲକ୍‌ଡାଉନ୍ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ସରକାରୀ ନିୟମକୁ ମାନିବାକୁ ଉପଦେଶ ମଧ୍ୟ ଦିଆଯାଉଛି। ଏଥିସହ କେହି ବି ଜଣେ ଯେପରି ସାମାଜିକ ବାସନ୍ଦ ଭଳି ସମସ୍ୟାର ସମ୍ମୁଖୀନ ନ…

ରାତିର ଅନ୍ଧରରେ ଲୁଚି ଲୁଚି ନ୍ୟୁଟ୍ରେଲା ଚାଟୁଛନ୍ତି ଦୀପିକା, ଫଟୋ ପୋଷ୍ଟ କରି ରଣବୀର ଲେଖିଲେ ଏପରି

ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ମାନଙ୍କ ମଧ୍ୟରୁ ଗୋଟିଏ ରଣବୀର-ଦୀପିକା ନିଜର କ୍ୱାରେନଟାଇନକୁ ଭିନ୍ନ ଭାବେ ପାଳନ କରୁଥିବା ଦେଖିବାକୁ ମିଳିଛି । ଏ ଦୁହେଁ ସୋସିଆଲ ମିଡ଼ିଆରେ ପ୍ରାୟତଃ ଆକ୍ଟିଭ ହୋଇ ରହିଥାନ୍ତି । ଦୀପିକା ଜଣେ ଭଲ ଅଭିନେତ୍ରୀ ହେବା ସହିତ ଖାଇବା ପିଇବାର ମଧ୍ଯ ସୌଖୀନ…

ସଟଡାଉନରେ ଘରେ ରୁହନ୍ତୁ ନଚେତ ଉଠାଇନେବ ପୋଲିସ, ଭୁବନେଶ୍ୱରରେ ଜଣେ ମହିଳାଙ୍କ ସମେତ ୬୩ ଜଣଙ୍କୁ ବାଧ୍ୟତାମୂଳକ…

ଭୁବନେଶ୍ୱର (କେନ୍ୟୁଜ) : ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର…

ଗାଁ ଭିତରେ ପୂରାଇ ଦେଲେ ନାହିଁ ଗ୍ରାମବାସୀ, 60 ବର୍ଷର ବୃଦ୍ଧ ଡଙ୍ଗା ଉପରେ ନିଜକୁ କଲେ କ୍ଵାରେଣ୍ଟାଇନ

ପଶ୍ଚିମବଙ୍ଗର ମାଲଦାରେ ଜଣେ 60 ବର୍ଷୀୟ ବୃଦ୍ଧ ଡଙ୍ଗା ଉପରେ ହିଁ ଜୀବନ ଜିଇଁବାକୁ ବାଧ୍ୟ ହୋଇଛନ୍ତି । ସେ ଗତ 4 ଦିନ ହେବ ଡଙ୍ଗା ଉପରେ ରହୁଛନ୍ତି । ତାଙ୍କ ନାଁ ନିରଞ୍ଜନ ହଲଦର, ଘର ନଦିଆ ଜିଲ୍ଲାର ନବଦ୍ୱୀପରେ । କିନ୍ତୁ ସେ ଏବେ ହବିବପୁର ବ୍ଲକର ଦୋବାପାରା ଅଞ୍ଚଳରେ ଡଙ୍ଗା ଉପରେ ବାସ…