Browsing Tag

Queen Elizabeth II

ଅଷ୍ଟ୍ରେଲିଆ ସରକାରଙ୍କ ବଡ଼ ନିଷ୍ପତ୍ତି: ୫ ଡଲାରର ମୁଦ୍ରା ନୋଟ୍‌ରୁ ହଟିବ ମହାରାଣୀ ଏଲିଜାବେଥ୍‌ଙ୍କ ଫଟୋ

ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ନିଧନ ପରେ ଅଷ୍ଟ୍ରେଲିଆ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ଅଷ୍ଟ୍ରେଲିଆରେ ପାଞ୍ଚ ଡଲାରର ମୁଦ୍ରା ନୋଟରେ ମହାରାଣୀ ଏଲିଜାବେଥ୍‌ଙ୍କ ଫଟୋ ଆଉ ଦେଖାଯିବ ନାହିଁ, ତାଙ୍କ ଜାଗାରେ ଅଷ୍ଟ୍ରେଲିଆ ନିଜର ସ୍ୱଦେଶୀ ସଂସ୍କୃତିର ଇତିହାସକୁ ପ୍ରତିବିମ୍ବିତ…

ଆଜି ରାଜକୀୟ ପରମ୍ପରାରେ ହେବ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ, ଉପସ୍ଥିତ ରହିବେ ୨୦୦୦ରୁ ଅଧିକ ଭିଆଇପି…

ନୂଆଦିଲ୍ଲୀ : ଆଜି ୱେଷ୍ଟମିନିଷ୍ଟର ଆବେରେ ରାଜକୀୟ ପରମ୍ପରାରେ ହେବ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହେବ ଶେଷକୃତ୍ୟ କାର୍ଯ୍ୟକ୍ରମ। ଲଣ୍ଡନର ସମୟ ସକାଳ ୮ଟାରୁ ଅତିଥିଙ୍କ ପାଇଁ ଖୋଲାଯିବ ୱେଷ୍ଟମିନିଷ୍ଟର ଆବେ। ୨୦୦ ଶହ…

ବ୍ରିଟେନର ନୂଆ ରାଜା ଚାର୍ଲସ୍‌ ତୃତୀୟଙ୍କୁ ନେଇ ଭବିଷ୍ୟବାଣୀ କଲେ ଯୁବକ; ରାଣୀଙ୍କୁ ନେଇ କରିଥିବା ଭବିଷ୍ୟବାଣୀ ସତ…

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ନେଇ ସଠିକ୍‌ ଭବିଷ୍ୟବାଣୀ କରିଥିବା ବ୍ୟକ୍ତି ଏବେ ପୁଣି କିଙ୍ଗ୍‌ ଚାର୍ଲସ ତୃତୀୟଙ୍କ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ବ୍ୟକ୍ତି ଜଣକ କିଛି ମାସ ତଳେ ଏହି ଭବିଷ୍ୟବାଣୀ କରିଥିଲେ। ଆଉ ଯେତେବେଳେ ତାଙ୍କ ଭବିଷ୍ୟବାଣୀ ରାଣୀଙ୍କ କ୍ଷେତ୍ରରେ…

୧୯ ସେପ୍ଟେମ୍ବରରେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର; ୪ ଦିନ ଧରି ଶେଷ ଦର୍ଶନ କରି ପାରିବେ ଜନତା

ବ୍ରିଟେନରେ ରାଜା ଚାର୍ଲସ୍‌ ତୃତୀୟଙ୍କ ରାଜ୍ୟାଭିଷେକ ସହିତ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ସୂଚନା ଦିଆଯାଇଛି ଯେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନର ସହିତ କରାଯିବ। ଆସନ୍ତା ସୋମବାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନଷ୍ଟର ଆବେରେ…

ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ରାଜ ପରିବାରରେ ଶୋକର ଛାୟା ଖେଳିଯାଇଛି। ରାଣୀଙ୍କ ମୃତ୍ୟୁ ପରେ ଦେଶର ଅନେକ ସ୍ଥାନରେ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟ ଗୁରୁବାର ବିଳମ୍ବିତ ରାତି ୧୧:୧୫ ରେ ମୃତ୍ୟୁ ବରଣ…

ମୃତ୍ୟୁ ପରେ ଆକାଶରେ ଦେଖାଗଲା ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପ୍ରତିଛବି, ଆଚମ୍ବିତ ଦେଶବାସୀ

ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ସାରା ବିଶ୍ଵ ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ସମୟରେ, ଇଂଲଣ୍ଡର ପଶ୍ଚିମ ମିଡଲ୍ୟାଣ୍ଡର ଟେଲଫୋର୍ଡର ବାସିନ୍ଦା ଲିଆନ୍ ବେଥେଲ ଫେସବୁକରେ ଏକ ଚିତ୍ର ପୋଷ୍ଟ କରିଥିଲେ ଯେଉଁଥିରେ ମହିଳା ଜଣକ…

ନୋଷ୍ଟ୍ରାଡମସ୍‌ ବି ଭବିଷ୍ୟବାଣୀ କରିଥିଲେ ବ୍ରିଟିସ ମୁକୁଟ ଅଧିକାରୀଙ୍କ ମୃତ୍ୟୁ, ଏ ରାଣୀ ଦ୍ୱିତୀୟ ଏଲିଜାବେଥ…

ଏହି ଗୁରୁବାର ବିଶ୍ୱ ଇତିହାସର ଜଣେ ପ୍ରଭାବଶୀଳ ବ୍ୟକ୍ତିତ୍ୱ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପରଲୋକ ଘଟିଛି । ପୃଥିବୀର ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାର ମୂକସାଖି ସାଜିଥିବା ଏହି ବ୍ୟକ୍ତିତ୍ୱ ଚିର ଦିନ ପାଇଁ ବିଦାୟ ନେଇଛନ୍ତି । ତାଙ୍କର ପରଲୋକରେ ବିଶ୍ୱର କୋଣ ଅନୁକୋଣରୁ ବହୁ ପ୍ରତିକ୍ରିୟା…

ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ; ସେପ୍ଟେମ୍ବର ୧୧ରେ ସାରା ଦେଶରେ…

ଚିରନିଦ୍ରା ଯାଇଥିବା ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସମ୍ମାନରେ ଗୋଟିଏ ଦିନର ରାଷ୍ଟ୍ରୀୟ ଶୋକ ପାଳିବ ଭାରତ। ସେପ୍ଟେମ୍ବର ୧୧ ରବିବାର ଦିନ ପୂରା ଦେଶରେ ଜାତୀୟ ଧ୍ୱଜ ଅର୍ଦ୍ଧନମିତ ରହିବ। ଭାରତ ସରକାର ମହାରାଣୀଙ୍କ ସମ୍ମାନାର୍ଥେ ଏହି ଦିନିକିଆ ରାଜକୀୟ ଶୋକର ଘୋଷଣା କରିଛନ୍ତି।…

କରୋନା ପଜିଟିଭ୍‌ ବାହାରିଲେ ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ୱିତୀୟ; ଆଇସୋଲେଶନରେ ରହି କରିବେ କାମ

ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ପଜିଟିଭ୍ ବାହାରିଛନ୍ତି। ରବିବାର ବକିଙ୍ଗହମ୍ ପ୍ୟାଲେସରୁ ଜାରି ଏକ ବିବୃତ୍ତିରେ ଏହା ନିଶ୍ଚିତ କରାଯାଇଛି। ବିବୃତ୍ତିରେ କୁହାଯାଇଛି, '୯୫ ବର୍ଷୀୟା ରାଣୀ ଏଲିଜାବେଥଙ୍କଠାରେ ବର୍ତ୍ତମାନ କରୋନା ଭାଇରସ୍‌ର ହାଲୁକା ଲକ୍ଷଣ ଦେଖିବାକୁ ମିଳିଛି।…

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କୁ ଦରକାର ଘରୋଇ ସହାୟକ, ପ୍ରତି ମାସକୁ ମିଳିବ ୧୮ ଲକ୍ଷ ଦରମା

ବ୍ରିଟିଶ ରାଜ ପରିବାର ଘରୋଇ ସହାୟକ ଆବଶ୍ୟକ କରିଛନ୍ତି। କୁହାଯାଉଛି କି, ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କୁ  'Windsor Castle' ପାଇଁ ହାଉସକିପିଂ ଆସିଷ୍ଟାଣ୍ଟର ଆବଶ୍ୟକତା ରହିଛି। ସୂଚନା ମୁତାବକ, ଏଠାରେ ଘରୋଇ ସହାୟକଙ୍କର ଦରମା ଲକ୍ଷ ଉପରେ ହୋଇଥାଏ। ଏମିତିରେ ଯଦି କେହି…