ସମୁଦ୍ର କୂଳରେ ନିଜର ପ୍ରଥମ ଆନିଭର୍ସାରି ପାଳନ କଲେ ପରିଣୀତି ଓ ରାଘବ
ବହୁ ପରିଚିତ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢାଙ୍କ ବାହାଘରକୁ ଏକ ବର୍ଷ ପୁରିଛି । ଦୁହେଁ ନିଜର ପ୍ରଥମ ଆନିଭର୍ସାରି ପାଳନ କରିଛନ୍ତି । ଗତ ବର୍ଷ ସେମାନେ ଉଦୟପୁରର ଲିଲା ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହରେ କେବଳ ଦୁହିଁଙ୍କ ପରିବାର ଲୋକ ଓ…