Browsing Tag

raid

ପାରଳାଖେମୁଣ୍ଡି MRGH ସ୍କୁଲ ରୋଡ ନିକଟରେ ପୋଲିସ୍ ଓ ବନବିଭାଗର ମିଳିତ ରେଡ୍, ଅନେକ ମୂଲ୍ୟବାନ କାଠ ଜବତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି MRGH ସ୍କୁଲ ରୋଡ ନିକଟରେ ଚଢଉ । ଗୁମ୍ପୁ ରାମା ରାଓଙ୍କ ଘରେ ପୋଲିସ ଓ ବନବିଭାଗ ମିଳିତ ଚଢଉ କରିଛି । ଚଢଉ ବେଳେ ରକ୍ତ ଚନ୍ଦନ ଓ ଚନ୍ଦନ କାଠ ସମେତ ଅନେକ ମୂଲ୍ୟବାନ କାଠ ଜବତ ହୋଇଛି। ଗୁମ୍ପୁ ରାମା ରାଓ ବେଆଇନ ଭାବେ ଏହି…

ବୁର୍ଲାରେ ଜିଏସଟି ବିଭାଗର ଚଢାଉ, ପାନ ମସଲ ବୋଝେଇ ପିକଅପ୍ ଭ୍ଯାନକୁ ଲକ୍ଷାଧିକ ଟଙ୍କାର ଫାଇନ୍

ସମ୍ବଲପୁର(କେନ୍ଯୁଜ୍): ବୁର୍ଲାରେ ଜିଏସଟି ବିଭାଗ ଦ୍ବାରା ଲକ୍ଷାଧିକ ଟଙ୍କାର ଫାଇନ ଆଦାୟ। ଜଣେ ବ୍ଯବସାୟୀ ଗତ ବିଳମ୍ବିତ ରାତିରେ ବେଆଇନ ଭାବେ ଗୋଟିଏ ପିକଅପ ଭ୍ଯାନ୍ ସାହାଯ୍ଯରେ ପାନ ମସଲା ନେଉଥିଲେ। ସେହି ସମୟରେ ବୁର୍ଲା ପୋଲିସ ଦ୍ବାରା ଧରାପଡିଥିଲେ। ତେବେ ପୋଲିସ୍  ପାନ ମସଲା…

ଦ୍ବିତୀୟ ଦିନରେ ବଙ୍ଗୋମୁଣ୍ଡା ଥାନା ଆଇଆଇସିଙ୍କ ଘରେ ଚାଲିଛି ରେଡ୍, ବାସଭବନରୁ ଆଉ ୩ଲକ୍ଷ ୮୦ହଜାର ୯୨୦ଟଙ୍କା ଜବତ

ବଲାଙ୍ଗିର(କେନ୍ଯୁଜ୍): ଦ୍ବିତୀୟ ଦିନରେ ଆଇଆଇସିଙ୍କ ଘରେ ରେଡ୍‌। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଆଇଆଇସି ବିନୋଦ ବିହାରୀ ନାୟକଙ୍କ ବାସଭବନରୁ ୩ଲକ୍ଷ ୮୦ହଜାର ୯୨୦ଟଙ୍କା ଜବତ କରିଛି ବଲାଙ୍ଗିର ଭିଜିଲାନ୍‌ସ । ବିଭିନ୍ନ କାଗଜପତ୍ରର ଯାଞ୍ଚ କରୁଛି ଭିଜିଲାନ୍‌ସ ଟିମ୍‌। ଭିଜିଲାନ୍ସ…

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ITDAର ସହକାରୀଯନ୍ତ୍ରୀ, ଏକାକାଳୀନ ୬ଟି ସ୍ଥାନରେ ୧୨ଟି ଟିମର ଚାଲିଛି ରେଡ୍

ବାରିପଦା(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ITDAର ସହକାରୀ ଯନ୍ତ୍ରୀ । ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ଏକାକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ କରୁଛିି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ ।…

ଭିଜିଲାନ୍ସ ଜାଲରେ ବରଗଡ଼ DSWO ଇନଚାର୍ଜ, ଚଢାଉ ବେଳେ ଘରୁ ପୁଳା ପୁଳା ଟଙ୍କା ଜବତ

ବରଗଡ଼(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ DSWO ପ୍ରୋଗ୍ରାମ ଅଫିସର । ବରଗଡ଼ DSWO ପ୍ରୋଗ୍ରାମ ଅଫିସର ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସ୍ଥିତ ବାସଭବନ ଓ ବରଗଡ଼ ଅଫିସରେ ଏକକାଳୀନ ରେଡ୍‌ ଚାଲିଛି। ଚଢାଉ ବେଳେ ଘରୁ ପୁଳା ପୁଳା…

ଭିଜିଲାନ୍ସ ଜାଲରେ ସୋନପୁର ସବ କଲେକ୍ଟର ଅଫିସର ମୁଖ୍ୟ କିରାଣୀ, ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ରେଡ୍

ବଲାଙ୍ଗୀର(କେନ୍ଯୁଜ୍): ବଲାଙ୍ଗୀରରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ସୋନପୁର ସବ କଲେକ୍ଟର ଅଫିସର ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗଙ୍କ ଭିଜିଲାନ୍ସ ଟିମର ଚଢ଼ାଉ । ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ରେଡ୍। ଶାନ୍ତିପଡା, ତାଲପାଳିପଡା ପୈତୃକ ବାସଭବନ ସମେତ…

ଟିକସ ଠକେଇ ନେଇ ଚଢାଉ: ରାଜ୍ୟର ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ବର(କେନ୍ଯୁଜ୍): ଟିକସ ଠକେଇ ନେଇ ରାଜ୍ୟର ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ରେ GST ଚଢାଉ । ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନର GST ରେଡ ଚାଲିଛି । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁରରେ ଚଢାଉ ହେଉଛି । ସେହିପରି ରାଉରକେଲା, ବରଗଡ଼,ଭବାନୀପାଟଣା ଓ ବ୍ରହ୍ମପୁରରେ…

ଯେତେ ଖୋଳିଲେ ସେତେ ବାହାରୁଛି କୁବେର ଅଧିକାରୀ ପ୍ରତାପ ସାମଲଙ୍କ ସମ୍ପତ୍ତି, ୨୫ଟି ପ୍ଲଟ୍‌ର RSD ମୂଲ୍ୟ ୩ କୋଟି ୪୧…

ଭୁବନେଶ୍ବର(କେନ୍ଯୁଜ୍): ଯେତେ ଖୋଳିଲେ ସେତେ ବାହାରୁଛି କୁବେର ଅଧିକାରୀ ପ୍ରତାପ ସାମଲଙ୍କ ସମ୍ପତ୍ତି। ୨୫ଟି ପ୍ଲଟ୍‌ର RSD ମୂଲ୍ୟ ୩ କୋଟି ୪୧ ଲକ୍ଷ ଟଙ୍କା। କିନ୍ତୁ ପ୍ରକୃତ ମୂଲ୍ୟ ଏହାଠୁ ଅଧିକ। ଗୋଠପାଟଣା ସ୍ଥିତ ୫ ମହଲା କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ହଜାର। ୧ କୋଟି ୬୧ ଲକ୍ଷ…

କନିକା ଛକ ରିଲାଏନ୍ସ ଫ୍ରେଶରେ କଟକ ମହାନଗର ନିଗମର ଚଢ଼ାଉ: ଅଣ୍ଡା, ପରିବା ସହିତ ଅନେକ ଜିନିଷ ଜବତ

କଟକ(କେନ୍ଯୁଜ୍): କନିକା ଛକ ରିଲାଏନ୍ସ ଫ୍ରେଶରେ କଟକ ମହାନଗର ନିଗମର ଚଢ଼ାଉ। ଏହି ରିଲାଏନ୍ସ  ଫ୍ରେଶରେ ସିଂଥେଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଗତକାଲି ଚଢ଼ାଉ କରାଯାଇଥିବାବେଳେ ଏହି ଅଣ୍ଡା ଗୁଡିକ ଖାଇବା ଉପଯୋଗୀ ନଥିବାବେଳେ ବହୁ ଅଣ୍ଡା ନଷ୍ଟ…

ରାଜଧାନୀର ୭ଟି ଡ୍ୟାନ୍ସ ବାର୍‌ରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ: ୩ଟି ସିଲ୍‌, ବାକିଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀର ୭ଟି ଡ୍ୟାନ୍ସ ବାର୍‌ରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ । କୋଭିଡ ଗାଇଡ୍‌ ଲାଇନ ଉଲଂଘନ ଅଭିଯୋଗରେ ୩ଟି ବାର୍‌ ସିଲ୍‌ । କଟକ ରୋଡ୍‌ରେ ଥିବା ଏକାମ୍ର, ନସା, ଲିବଟକ୍‌ ବାର ସିଲ ହୋଇଛି । ବାକି ୪ଟି ବାର୍‌କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଅଜିତ,…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍‌, ଏକକାଳୀନ ୧୫ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର(କେନ୍ଯୁଜ୍): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍‌ । ପ୍ରଦୀପଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ। ପ୍ରମୁଖ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀଙ୍କ ଘରେ ଚଢାଉ ଜାରି । ପ୍ରଦୀପଙ୍କ ଡ୍ରାଇଭରଙ୍କ ସହ ସୂର୍ଯ୍ୟ ସାହୁଙ୍କ ଘରେ ରେଡ୍‌ ।…

ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ ପ୍ରସ୍ତୁତି ବେଳେ ରେଡ୍ କଲା BMC, 9TH ଷ୍ଟ୍ରିଟ ରେଷ୍ଟୁରାଣ୍ଟକୁ ସିଲ୍

ଭୁବନେଶ୍ୱର(କେନ୍ଯୁଜ୍): ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ରେଡ଼ କଲା BMC । ଭୁବନେଶ୍ୱର ନିକୋ ପାର୍କ ପାଖରେ ଥିବା 9TH ଷ୍ଟ୍ରିଟ ରେଷ୍ଟୁରାଣ୍ଟକୁ ସିଲ କରିଛି ବିଏମସି । ରେଷ୍ଟୁରାଣ୍ଟ ଫେସବୁକରେ ଅନ୍‌ଲାଇନରେ ଆଗୁଆ ଟିକେଟ ବିକ୍ରି ପାଇଁ ବିଜ୍ଞାପନ…