କାଳବୈଶାଖୀ ପ୍ରଭାବରେ ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା ! ୧୫ରୁ ବଢିବ ତାତି
ଭୁବନେଶ୍ୱର (କେନ୍ୟୁଜ): କାଳବୈଶାଖୀ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ଥଣ୍ଡା ପାଗ ଲାଗି ରହିଛି । ଆଜି ସକାଳୁ ସକାଳୁ ଆକାଶ ମେଘାଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେଉଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା…