Browsing Tag

rairangpur

ପୁଣି ପରକୀୟା ପ୍ରୀତି ପାଇଁ ଗଡ଼ିଲା ମୁଣ୍ଡ, ଦିବ୍ୟାଙ୍ଗ ନାବାଳିକାର ଜୀଵନ ନେବାକୁ ପଛାଇଲାନି

ରାଇରଙ୍ଗପୁର(କେନ୍ୟୁଜ୍): ପରକୀୟା ପ୍ରୀତି ନେଲା ନିରୀହ ଦିବ୍ୟାଙ୍ଗ ନାବାଳିକାଙ୍କ ଜୀଵନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମାହିଷାଣି ଥାନା ସାରଣ୍ଡା ଗ୍ରାମରେ।  ମୃତକ ନାବାଳିକା ଜଣକ ହେଲେ ସାରଣ୍ଡା ଗ୍ରାମର କୃଷ୍ଣ ଗିରିଙ୍କ ୧୪ ବର୍ଷର ଦିବ୍ୟାଙ୍ଗ ନାବାଳିକା ଲିପି…

ପରିବାର ସହ ବୁଲି ଆସି କୂଅରେ ପଡିଲା ମାଈହାତୀ, ସକାଳକୁ ହେଲା ମୃତ୍ୟୁ

ରାଇରଙ୍ଗପୁର(କେନ୍ୟୁଜ୍): କୂଅରେ ପଡ଼ି ମାଇ ହାତୀର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ସାରଣ୍ଡା ଜଙ୍ଗଲ ନିକଟ ଦଳେଇଡ଼ିହି ଗ୍ରାମରେ। ସୁଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ୧୨ଟିକିଆ ହାତୀପଲ ଗାଁ ନିକଟକୁ ଆସିଥିଲେ।ତେବେ ଗୋଟେ ମାଈ ହାତୀ…

ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପାଇଁ ଉତ୍ସବ ମୁଖର ରାଇରଙ୍ଗପୁର, ଚାଲିଛି ୨୦ ହଜାର ଲଡ଼ୁ ପ୍ରସ୍ତୁତି

ରାଇରଙ୍ଗପୁର(କେନ୍ୟୁଜ୍):  ଆସନ୍ତାକାଲି ରହିଛି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ। ଉତ୍ସବ ମୁଖର ହୋଇ ଉଠିଛି ରାଇରଙ୍ଗପୁର ସହର। ଦିନକ ପୂର୍ବରୁ ହିଁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ ନେଇ ରାଇରଙ୍ଗପୁରରେ ଚାଲିଛି ପ୍ରସ୍ତୁତି। ରାଇରଙ୍ଗପୁରର ରଙ୍ଗଲାଲ…

NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଏକାଠି ହେଲେ ମୁସଲିମ୍ ଭାଇ, ମାଜାରରେ ଚାଦର ଚଢାଇ କଲେ ସାମୁହିକ ଦୁଆ

ରାଇରଙ୍ଗପୁର(କେନ୍ୟୁଜ୍):  ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଓଡ଼ିଶାବାସୀ ମଧ୍ୟ ଗୌରବାନ୍ୱିତ । ସମସ୍ତ ଓଡିଶା ବାସୀଙ୍କ ଗୋଟିଏ ଲକ୍ଷ୍ୟ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତୁ। ସେଥିପାଇଁ ତ ଜାତି ଧର୍ମ…

ସଡ଼କ ଦୁର୍ଘଟଣାରେ ଚାଲିଗଲେ ରାଇରଙ୍ଗପୁର SDJM

କରଞ୍ଜିଆ(କେନ୍ୟୁଜ୍): ଯଶିପୁର ଥାନା ଅନ୍ତର୍ଗତ ଚାଇନେବଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଅପରାହ୍ନ ସମୟରେ କାର ଯୋଗେ  ଏସଡିଜେଏମ ଏବଂ ତାଙ୍କ ସ୍ୱାମୀ ଘରକୁ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣା ଘଟିଛି । ରାଇରଙ୍ଗପୁରର SDJM ସ୍ମରଣିକା ପ୍ରଧାନ ଦୁର୍ଘଟଣାରେ ମୃତ ହେଇଛନ୍ତି । ସ୍ବାମୀ…

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି, ବିବାହିତ ମହିଳାଙ୍କୁ ହତ୍ୟା କଲା ପ୍ରେମିକ

ରାଇରଙ୍ଗପୁର(କେନ୍ୟୁଜ୍): ରାଇରଙ୍ଗପୁର ଦୁବୁଲବେଡା ସ୍କୁଲ ନିକଟରୁ ଉଦ୍ଧାର ଗଳିତ ମୃତ୍ୟଦେହ ଘଟଣାର ହେଲା ପର୍ଦାଫାସ। ମହିଳାଙ୍କ ପରିଚୟ ମିଳିବା ସହ ହତ୍ୟା କାଣ୍ଡର ମଧ୍ୟ ହୋଇଛି ଖୁଲାସା । ତ୍ରିକୋଣୀୟ ପ୍ରେମ ପାଇଁ ମହିଳାଙ୍କ ହତ୍ୟା କରିଥିବା  ସ୍ବିକାର କଲା ଅଭିଯୁକ୍ତ। ସୂଚନା ଅନୁଯାୟୀ ମେ…

ମୟୁରଭଞ୍ଜ:ଘର ଭିତରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତନାଘନା ଜାରି

ରାଇରଙ୍ଗପୁର(କେନ୍ୟୁଜ୍):  ଘର ଭିତରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା କୁମରୁମ ଗାଁରେ । ମୃତକ ଦୁଇ ଜଣ ସମ୍ପର୍କୀୟ ଭଉଣୀ । ସାନ କୁମୁରମ ଗାଁର ମନିଶା ଆଲଦା ଏବଂ ଝାଡ଼ଖଣ୍ଡ ଲାଗଳା ଗାଁର ତାଙ୍କ ପିଉସୀ ଝିଅ ସୁନୀତା ବାଦ୍ରା କିଛି ଦିନ…

୩ ଦଫା ଦାବିରେ ଭଞ୍ଜସେନା ପକ୍ଷରୁ ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ଡାକରା

ରାଇରଙ୍ଗପୁର (କେନ୍ଯୁଜ) : ଆଜି ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ । ୩ ଦଫା ଦାବିରେ ଭଞ୍ଜସେନା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ରାଇରଙ୍ଗପୁର ହସ୍ପିଟାଲର ଉନ୍ନତିକରଣ, ରାଇରଙ୍ଗପୁର ସହରକୁ ଭାଲୁବସାରୁ ପୁରୁଣାପାଣିକୁ ବାଇପାସ୍‌ ନିର୍ମାଣ ଓ ଅତିରିକ୍ତ ଜିଲ୍ଲା ପଦବୀ ସୃଷ୍ଟି ପାଇଁ ଦାବି…

ମୟୁରଭଞ୍ଜ: ଫୁଟବଲ ମ୍ୟାଚ ଦେଖି ଘରକୁ ଫେରିଲାନି ଅସହାୟ ମା’ର ଏକମାତ୍ର ପୁଅ, ରେଳ ଧାରଣାରୁ ମିଳିଲା ମୃତଦେହ

ରାଇରଙ୍ଗପୁର(କେନ୍ୟୁଜ୍): ରେଳ ଧାରଣା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଡଲସରା ଗ୍ରାମରେ। ମୃତ ବ୍ୟକ୍ତି ଜଣକ ହେଲେ ଡଲସରା ଗ୍ରାମର ସୁରାଇ ହେମ୍ବ୍ରମ । ରକ୍ତାକ୍ତ ଅବସ୍ଥାରେ ରେଳ ଧାରଣାରେ ପଡିଥିବା ଯୁବକଙ୍କ…

ମୟୂରଭଞ୍ଜ : କରୋନାରେ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇଙ୍କ ପରଲୋକ

ରାଇରଙ୍ଗପୁର(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି,ଯାହାକି ଚିନ୍ତାର କାରଣ ପାଲଟିଛି। ତେବେ ଏହି କୋରୋନା ମହାମାରୀ ଯୋଗୁଁ ଅନେକ ଲୋକ ଅକାଳରେ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳୁଛି।…

ମୟୁରଭଞ୍ଜ: ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଟ୍ରାକ୍ଟର, ଚାପି ହୋଇ ଦୁଇ ମୃତ

ରାଇରଙ୍ଗପୁର(କେନ୍ୟୁଜ୍): ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଟ୍ରାକ୍ଟର। ଟ୍ରାକ୍ଟରରେ ଚାପି ହୋଇ ଘଟଣାସ୍ଥଳରେ ହିଁ ଚାଳକ ଓ ହେଲ୍ପର ର ମୃତ ଘଟିଛି। ଏପରି ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବହଳଦା - ଝରାଡିହି ମୁଖ୍ୟ ରାସ୍ତାର ଇନ୍ଦଖୋଳି…

ମୟୁରଭଞ୍ଜ: କରୋନା କରୁଛି କୋକୁଆ ଭୟ, ସତ୍କାର ପାଇଁ ମଶାଣି ନମିଳିବାରୁ ଆମ୍ବୁଲାନ୍ସରେ ଦୁଇ ଦିନ ଘୁରିବୁଲିଲା ଶବ

ରାଇରଙ୍ଗପୁର(କେନ୍ୟୁଜ୍):  ଶବକୁ ମିଳୁନି ମଶାଣି , ମୃତ ଦେହ ଧରି ବୁଲୁଛି ଆମ୍ବୁଲାନ୍ସ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ରାଇରଙ୍ଗପୁର ହସ୍ପିଟାଲରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେବା ପରେ ଶବ ସତ୍କାର ପାଇଁ ମୃତ ଦେହ ଧରି ଏ ମଶାଣିରୁ ସେ…