Browsing Tag

raj kapoor

ରାଜକପୁରଙ୍କ ମୁମ୍ବାଇ ବଙ୍ଗଳାକୁ ୧୦୦ କୋଟି ଟଙ୍କାରେ କିଣିଲା ଗୋଦରେଜ ଭୂ-ସତ୍ତ୍ୱ ବିଭାଗ, କରିବ ୫୦୦ କୋଟି ଟଙ୍କାର…

ମୁମ୍ବାଇ : ଗୋଦରେଜ ପ୍ରପଟିଜ୍‌(ଭୁସମ୍ପତ୍ତି) ଲିମିଟେଡ କିଣିଲା କିମ୍ବଦନ୍ତୀ ଫିଲ୍ମ ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁରଙ୍କ ମୁମ୍ବାଇ ଚେମ୍ବୁର ସ୍ଥିତ ବଙ୍ଗଳା । ଏହାକୁ ପ୍ରାୟ ୧୦୦ କୋଟି ଟଙ୍କାରେ କିଣିବା ସହ ଏଠାରେ ବିଳାସପୂର୍ଣ୍ଣ ହାଉସିଂ ପ୍ରୋଜେକ୍ଟ କରିବ ବୋଲି ଜଣାପଡିଛି । କମ୍ପାନୀ…

ରାଜ କପୁର ଓ ବୈଜୟନ୍ତୀମାଳାଙ୍କ ଅନୈତିକ ସମ୍ପର୍କ ଯୋଗୁ ପତ୍ନୀ କୃଷ୍ଣା କପୁର ଛାଡିଥିଲେ ଘର

ଋଷି କପୁର ଆଜି ଆମ ଗହଣରେ ନାହାଁନ୍ତି ହେଲେ ତାଙ୍କର ସୁନ୍ଦର ଫିଲ୍ମ ଆଜି ତାଙ୍କୁ ଆମ ଗହଣରେ ଜୀବିତ କରି ରଖିଛନ୍ତି । ଋଷି କପୁର ଜଣେ ଏମିତି କଳାକାର ଯିଏ ଫିଲ୍ମ ବ୍ୟତୀତ ନିଜ ଜୀବନକୁ ନେଇ ମଧ୍ୟ ଖୋଲାଖୋଲି ଭାବେ କହିଥାନ୍ତି । ନିଜ ବହିରେ ସେ ନିଜ ପରିବାର ବିଷୟରେ ମଧ୍ୟ ସତ୍ୟ ଲେଖିବାକୁ…

ଗୀତ ଫାଇନାଲ କରିବା ପୂର୍ବରୁ କିନ୍ନରଙ୍କ ରାୟ ନେଉଥିଲେ ରାଜ୍‌ କପୁର

ରାଜ କପୁରଙ୍କ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲୀ’ ଫିଲ୍ମର ଏକ ଗୀତ କିନ୍ନରଙ୍କୁ ପସନ୍ଦ ହେଲା ନାହିଁ । ତେଣୁ ରାଜ କପୁର ରବୀନ୍ଦ୍ର ଜୈନଙ୍କ ଏକ ନୂଆ ଗୀତ ‘ସୁନ୍‌ ସାହିବା ସୁନ୍‌’ ଗୀତ ବନାଇଲେ । କୁହାଯାଏ ରାଜ କପୁର ତାଙ୍କ ଫିଲ୍ମର ସବୁ ଗୀତ କିନ୍ନରଙ୍କ ଠାରୁ ଆପ୍ରୁଭ୍‌ କରାଇ ଥାନ୍ତି ।…

ପାକିସ୍ତାନରେ ୨ ବଲିଉଡ୍‌ କଳାକାରଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ୨ କୋଟି ଟଙ୍କା ପ୍ରଦାନ କଲେ ଇମରାନ୍‌ ସରକାର

ବଲିଉଡ୍‌ ଅଭିନେତା ଦିଲ୍ଲୀପ କୁମାର ଏବଂ ରାଜ୍‌ କପୁରଙ୍କ ପାକିସ୍ତାନ ସ୍ଥିତ ପୈତୃକ ବାସଭବନର ସଂରକ୍ଷଣ କରିବେ ପାକିସ୍ତାନ ସରକାର। ଏଥିପାଇଁ ସରକାର ସରକାର ବାସଭବନର ମୂଲ୍ୟ ମଧ୍ୟ ନିର୍ଦ୍ଦାରଣ କରିଛନ୍ତି। ସୂଚନା ମୁତାବକ ସରକାର ଭାରତୀୟ ଟଙ୍କାରେ ଦିଲ୍ଲୀପ କୁମାରଙ୍କ ଘରର ମୂଲ୍ୟ୩୭ ଲକ୍ଷ ଏବଂ…

ରାଜ କପୁରଙ୍କ ପ୍ରାସାଦକୁ ମ୍ୟୁଜିୟମ୍‌ କଲେ ପାକ୍‌ ସରକାର, ଖୁବ୍‌ଶୀଘ୍ର ଦିଲ୍ଲୀପ କପୁରଙ୍କ ଘରର ବି ହେବ ସଂରକ୍ଷଣ

ବଲିଉଡ୍‌ର ବରିଷ୍ଠ ଅଭିନେତା ରାଜ କପୁର ଓ ଦିଲ୍ଲୀପ କପୁରଙ୍କ ପାକିସ୍ଥାନସ୍ଥିତ ପୈତୃକ ଆବାସକୁ ପୁନରୁଦ୍ଧାର କରାଯାଇଛି। ଏହି ଦୁଇ ଅଭିନେତା ପାକିସ୍ତାନର ପେଶଓ୍ଵାରର ଯେଉଁଠାରେ ରହୁଥିଲେ, ସେଠାରେ ଆଜି ବି ସେ ଘର ଅଛି। କିଛି ଦିନ ତଳେ ଖବର ଆସିଥିଲା ଯେ ଉକ୍ତ ଘର ଜରାଜୀର୍ଣ୍ଣ ଅବସ୍ଥାରେ ଅଛି,…

‘ଜିନା ୟହାନ ମରନା ୟହାନ’, ଏବେବି ସିନେ ପ୍ରେମୀଙ୍କ ହୃଦୟରେ ରାଜ କରୁଛନ୍ତି ଅଭିନେତା ରାଜ କପୁର

ଆଜି ବର୍ଷିୟାନ ଅଭିନେତା ରାଜ କପୁରଙ୍କ ଜନ୍ମ ଦିବସ । ସେ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କର କୀର୍ତ୍ତିମାନ ଚିର ଅମର । ସେଗୁଡିକୁ ସିନେ ପ୍ରେମୀ ଏଯାବତ ମନେ ରଖିଛନ୍ତି ଓ ମନେ ରଖିଥିବେ ମଧ୍ୟ । ହିନ୍ଦୀ ସିନେମା ଜଗତ ପ୍ରତି ତାଙ୍କର ଦାନକୁ କିଏବା ନଜାଣେ । ସେ ଥିଲେ ଏକା ଧାରାରେ…