Browsing Tag

Rajasthan

ନିର୍ବାଚନ ଜିତିବା ପାଇଁ କିଛି ବି…. ରାସ୍ତା କଡ଼ରେ ବସି ଜୋତା ପଲିସ କଲେ ବିଧାୟକ; ଦେଖନ୍ତୁ ଭିଡିଓ

ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । ଏହା ପୂର୍ବରୁ ନେତା ଭୋଟରଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ପ୍ରକାରର କାମ କରୁଛନ୍ତି । ଆଉ ନିର୍ବାଚନ ଜିତିବା ପାଇଁ ମହଓ୍ଵାର ବିଧାୟକ ଓମ ପ୍ରକାଶ ହୁଡଲା ସାଧାରଣ ଲୋକଙ୍କ ଜୋତା ପଲିସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ…

ସ୍କୁଲ ବସ୍‌ ଓ ଡମ୍ପର ଧକ୍କା, ଜଣେ ସ୍କୁଲ ଛାତ୍ରୀ ସହିତ ପ୍ରିନ୍ସିପାଲ ମୃତ

ରାଜସ୍ଥାନର ବାଡମେର ଜିଲ୍ଲାରେ ସ୍କୁଲ ବସ୍‌ ଏବଂ ଡମ୍ପର ଧକ୍କା । ଫଳରେ ଜଣେ ସ୍କୁଲ ଛାତ୍ରୀ ଏବଂ ସ୍କୁଲ ପ୍ରିନ୍ସପାଲଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରୀ ଆହତ ହୋଇଛନ୍ତି । ସ୍କୁଲ ଛାତ୍ରମାନେ ଏକ ଖେଳ ପ୍ରତିଯୋଗିତାରେ ଭାଗନେବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା…

ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ରକ୍‌ , ମୁହୂର୍ତ୍ତକେ ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ : ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଫଳରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଆହତ। ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି। ଜୟପୁର-ଆଗ୍ରା ଏନ୍‌ଏଚ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା। ଗୁଜୁରାଟରୁ ୟୁପି ଯାଉଥିବା ଏକ ଯାତ୍ରୀ ଭରା ବସ୍ ପଛ…

ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ବୁଲାଇବା ମାମଲା: ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବେ ରାଜସ୍ଥାନ…

ରାଜସ୍ଥାନ ପ୍ରତାପଗଡ଼ର ଧରିଆବାଦରେ ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କ୍ଷତିପୂରଣ ଘୋଷଣା କରିଛନ୍ତି। ସିଏମ୍‌ ଗେହଲଟ୍‌ ପୀଡ଼ିତା ମହିଳା ଏବଂ ତାଙ୍କ ପରିବାରକୁ ଭେଟି ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ପୀଡ଼ିତାଙ୍କୁ ସରକାରୀ ଚାକିରି ଦେବାକୁ…

ରାଜସ୍ଥାନରେ ମଣିପୁର କାଣ୍ଡ ରିଟର୍ଣ୍ଣ : ଆଦିବାସୀ ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ, ଭିଡିଓ…

ମଣିପୁର ଲଜ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ରାଜସ୍ଥାନରେ ପୁଣି ଦେଖାଦେଇଛି ଏମିତି ଏକ ଲଜ୍ୟାଜନକ ଘଟଣା । ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୁଘର ଲୋକେ । ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ…

ରାଜସ୍ଥାନ: ଧକ୍କା ପରେ ବନେଟ୍‌ ଉପରେ ପଡ଼ିଗଲେ ମହିଳା, ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଗଲେ କାର୍‌ ଚାଳକ

ରାଜସ୍ଥାନର ହନୁମାନଗଡ଼ରେ ଘଟିଛି ଏକ ଅମାନବୀୟ ଘଟଣା। ଏଠାରେ ଜଣେ କାର୍‌ ଡ୍ରାଇଭର ମହିଳାଙ୍କୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳାଙ୍କୁ କାର୍‌ ଡ୍ରାଇଭର ବନେଟ୍‌ ଉପରେ ପକାଇ ଘୋଷାଡ଼ି…

ରାଜସ୍ଥାନ: ଧୋଲପୁରରେ ୧୧ କେଭି ବିଦ୍ୟୁତ୍‌ ତାରରେ ବାଜିଲା ମହରମ୍‌ର ତାଜିଆ, ଚାଲିଗଲା ୩ ଜୀବନ; ଜଣେ ଗୁରୁତର

ରାଜସ୍ଥାନର ଧୋଲପୁରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ମହରମ୍‌ର ତାଜିଆ ଶୋଭାଯାତ୍ରା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ଯୁବକଙ୍କ ମୃତ୍ୟୁ ଘଟିଛି। ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଆହତ…

ନସରୁଲ୍ଲାଙ୍କୁ କୋର୍ଟ ବିବାହ କଲେ ଅଞ୍ଜୁ, ହେଲେ ଫାତିମା; ଦାବି କଲା ପାକିସ୍ତାନୀ ଗଣମାଧ୍ୟମ

ରାଜସ୍ଥାନର ଅଞ୍ଜୁ ପାକିସ୍ତାନ ପଳାଇଯିବା ମାମଲାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବର୍ତ୍ତମାନ ଖବର ରହିଛି ଯେ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଏହି ଦାବି କରିଛି ପାକିସ୍ତାନୀ ଗଣମାଧ୍ୟମ। ଦାବି ମୁତାବକ, ଅଞ୍ଜୁ ନସରୁଲ୍ଲାଙ୍କୁ କୋର୍ଟ ବିବାହ…

ପୂର୍ବତନ ଆର୍‌ଏଲ୍‌ପି ନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା, ଖାଦ୍ୟ ଦେବାକୁ ମନା କରିଦେବାରୁ ସ୍ୱାମୀ ନେଲା ଜୀବନ

ରାଜସ୍ଥାନରେ ପୂର୍ବତନ ଆରଏଲପି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ) ନେତ୍ରୀ ସୁମନ ବେନିୱାଲଙ୍କୁ ତାଙ୍କ ସ୍ୱାମୀ ରମେଶ ବେନିୱାଲ ପଥରରେ ଛେଚି ହତ୍ୟା କରିଛନ୍ତି। ଯୋଧପୁର-ପୂର୍ବ ଡିସିପି ଅମୃତା ଦୁହନ ଘଟଣାର ଖୁଲାସା କରି କହିଛନ୍ତି ଯେ ସ୍ୱାମୀଙ୍କୁ ଖାଦ୍ୟ ଦେବାକୁ ସୁମନ ମନା କରିଦେଇଥିଲେ,…

କୁନୋରେ ଚିତା ମୃତ୍ୟୁ ଉଦ୍‌ବେଗଜନକ, କିଛି ଚିତାଙ୍କୁ ରାଜସ୍ଥାନ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଲେ ସୁପ୍ରିମ୍‌କୋର୍ଟ

କୁନୋ ଜାତୀୟ ଉଦ୍ୟାନରେ ଏ ପର୍ଯ୍ୟନ୍ତ ୩ ଛୁଆଙ୍କ ସହ ୫ ଚିତାଙ୍କର ମୃତ୍ୟୁ ହୋଇଛି। କ୍ରମାଗତ ଭାବେ ବଢ଼ିଚାଲିଥିବା ଚିତା ମୃତ୍ୟୁକୁ ନେଇ ବର୍ତ୍ତମାନ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି ବେଳେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆରୁ…

ରାଜସ୍ଥାନ: ଭରତପୁରରେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ହତ୍ୟା, ପୋଲିସ ଆଖିରେ ଲଙ୍କାଗୁଣ୍ଡ ପକାଇ ଦୁର୍ବୃତ୍ତ ମାରିଲେ ଗୁଳି

ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିହତ ଗ୍ୟାଙ୍ଗ୍‌ଷ୍ଟାରଙ୍କ ନାଁ କୁଲଦୀପ ଜଘିନା। ପୋଲିସ ହେପାଜତରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୋଲିସ କର୍ମୀଙ୍କ ଆଖିକୁ…

LLB କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଖାଲିପଡିଛି ଜୁନିଅର ଲିଗାଲ ଅଫିସର ପଦବୀ

ଏଲଏଲବି ପାସ୍‌ କରିଥିବା ଯୁବପିଢିଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଜୁନିଅର ଲିଗାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ…