Below header
Browsing Tag

Rajasthan

ରାଜସ୍ଥାନ: ଭରତପୁରରେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ହତ୍ୟା, ପୋଲିସ ଆଖିରେ ଲଙ୍କାଗୁଣ୍ଡ ପକାଇ ଦୁର୍ବୃତ୍ତ ମାରିଲେ ଗୁଳି

ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିହତ ଗ୍ୟାଙ୍ଗ୍‌ଷ୍ଟାରଙ୍କ ନାଁ କୁଲଦୀପ ଜଘିନା। ପୋଲିସ ହେପାଜତରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୋଲିସ କର୍ମୀଙ୍କ ଆଖିକୁ…

LLB କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଖାଲିପଡିଛି ଜୁନିଅର ଲିଗାଲ ଅଫିସର ପଦବୀ

ଏଲଏଲବି ପାସ୍‌ କରିଥିବା ଯୁବପିଢିଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଜୁନିଅର ଲିଗାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ…

ଟେଲର୍‌ କହ୍ନେୟାଲାଲ୍‌ ହତ୍ୟାକାଣ୍ଡ ଉପରେ ନିର୍ମାଣ ହେବ ଫିଲ୍ମ, ୨୮ରେ ଉଦୟପୁର ଆସିବ ମୁମ୍ବାଇ ପ୍ରଡକ୍ସନ ହାଉସ୍‌ର…

ରାଜସ୍ଥାନର ଉଦୟପୁରରେ ୨୦୨୨ ଜୁନ୍‌ ୨୮ରେ ହୋଇଥିଲା ଟେଲର୍‌ କହ୍ନେୟାଲାଲ୍‌ ହତ୍ୟାକାଣ୍ଡ। ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ଦୋକାନରେ ପଶି କହ୍ନେୟାଲାଲ୍‌ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ହତ୍ୟା ପରେ ଘଟଣାର ଏକ ଲାଇଭ୍‌ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।…

ଏଠାରେ ପଡିଥିଲା ମାତାଙ୍କ ହୃଦୟ

ପୁରାଣ ବର୍ଣ୍ଣିତ ମାତା ସତୀଙ୍କ ଦେହାନ୍ତ ପରର କଥା, ଯାହା ପରେ ମାତାଙ୍କ ଶରୀର ଏକାବନ ଖଣ୍ଡ ହୋଇ ଧରା ପୃଷ୍ଠରେ ପଡିଥିଲା। ଯେଉଁ ସବୁ ସ୍ଥାନରେ ମାତା ଙ୍କର ଶରୀର ଖଣ୍ଡ ଅଂଶ ପଡିଛି ସେଠାରେ ମାତା ଙ୍କ ଶକ୍ତି ପୀଠ ନିର୍ମାଣ ହୋଇଛି । ଆଜି ଜାଣିବା ମାତା ଙ୍କ ହୃଦୟ ପଡିଥିବା ସ୍ଥାନ ବିଷୟରେ..…

‘ପିଜା ଓ ସ୍ୟାଣ୍ଡୱିଚ୍ Baked ନୁହେଁ, ଏହା ରନ୍ଧାଖାଦ୍ୟ’: ରାଜସ୍ଥାନ ହାଇକୋର୍ଟ

ରାଜସ୍ଥାନ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ ପିଜା ଏବଂ ସ୍ୟାଣ୍ଡୱିଚ୍ ହେଉଛି ରନ୍ଧାଖାଦ୍ୟ ଅର୍ଥାତ୍ ଏହା Cooked ଫୁଡ୍‌। ଏହା Baked ବ୍ରାଣ୍ଡେଡ୍ ଖାଦ୍ୟ ନୁହେଁ। ଏହି ପୂରା ମାମଲା ରାଜସ୍ଥାନ ଭାଲ୍ୟୁ ଆଡେଡ୍‌ ଟ୍ୟାକ୍ସ ୨୦୦୩ ସହିତ ଜଡିତ ରହିଛି। କଥାଟି ହେଲା,…

ରାଜସ୍ଥାନ ହନୁମାନଗଡରେ ବାୟୁସେନା ବିମାନ ଦୁର୍ଘଟଣା, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । ସୁରତଗଡରୁ ଉଡାଣ…

ରାଜସ୍ଥାନରେ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ; ପାଇଲଟ ସୁରକ୍ଷିତ, ୨ ଗ୍ରାମବାସୀ ମୃତ

ଭାରତୀୟ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ହନୁମାନଗଡ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ସୁରକ୍ଷିତ ଥିବା ବେଳେ ଖସିପଡିଥିବା ଗାଁରେ ୨ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି । ସୁରତଗଡରୁ ଉଡାଣ ଭରିଥିଲା ବିମାନ । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି…

ଏଥର ଚାଷୀ ମାନେ ପାଇବେ ମାଗଣା ବିଦ୍ୟୁତ ସେବା

ଚାଷୀଙ୍କ ପାଇଁ ଖୁସି ଖବର। PM Kishan Yojona ଅଧୀନରେ ଆସୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ସରକାରଙ୍କ ତରଫରୁ ମିଳିବ ବଢିଆ ଉପହାର। ଏହି ଯୋଜନା ରୁ ଚାଷୀ ମାନେ ପାଉଥିବା ୬ ହଜାର ଟଙ୍କା ସହିତ ରାଜ୍ୟ ସରକାର ବର୍ତ୍ତମାନ ଚାଷୀଙ୍କୁ ମାଗଣାରେ ବିଦ୍ୟୁତ ମଧ୍ୟ ଯୋଗାଇ ଦେବେ। ଚାଷୀ ମାନେ ୨୦୦୦…

୯ ବର୍ଷ ପିଲାକୁ ପ୍ରଲୋଭନ ଦେଖାଇ ପ୍ରଥମେ ଦୁଷ୍କର୍ମ ଏବଂ ପରେ ୧୦ ଖଣ୍ଡ କରି କାଟି ଫିଙ୍ଗିଲା ପଡୋଶୀ ଯୁବକ, ପୋଲିସ କଲା…

ରାଜସ୍ଥାନର ଉଦୟପୁରରେ ହୃଦୟ ବିଦାରକ ଘଟଣା ଘଟିଛି ।ପଡ଼ୋଶୀ ଜଣକ ଜଣେ ୯ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରି ମୃତ ଶରୀରକୁ ୧୦ ଖଣ୍ଡରେ କାଟି ଫୋପାଡି ଦେଇଥିବା ଖବର ମିଳିଛି । ଜୟପୁର ରାଜସ୍ଥାନର ଉଦୟପୁର ଜିଲ୍ଲାର ମାଭଲି ପୋଲିସ ଷ୍ଟେସନ ପରିସରରେ ଜଣେ ୯ ବର୍ଷର…

୨୦୦୮ ଜୟପୁର ବିସ୍ଫୋରଣ ମାମଲାରେ ସମସ୍ତ ଦୋଷୀ ନିର୍ଦ୍ଦୋଷରେ ମୁକ୍ତ, ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ରାଜସ୍ଥାନ କୋର୍ଟ

ରାଜସ୍ଥାନର ରାଜଧାନୀ ଜୟପୁରରେ ୨୦୦୮ ମେ’ ୧୩ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାରେ ରାଜସ୍ଥାନ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଜଡିତ ସମସ୍ତ ୪ ଦୋଷୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କୋର୍ଟ ୨୮ଟି ଆବେଦନକୁ…

ବର ହେଲା କୋଟିପତି, ଭଉଣୀ ବାହାଘରରେ ୮ କୋଟି ଟଙ୍କା ଯୌତୁକ ଦେଲେ ଭାଇ

ଭାରତରେ ଯୌତୁକ ଦେବା କିମ୍ବା ନେବା ଦଣ୍ଡନୀୟ ଅପରାଧ । ଭାରତୀୟ ଦଣ୍ଡ ସଂହିତା ଅନୁସାରେ, ଯଦି କିଏ ଯୌତୁକ ମାଗିଥିବା ନେଇ ଧରାପଠେ, ତେବେ ତାଙ୍କୁ ଜେଲ ଯିବାକୁ ପଡିଥାଏ । ଏହି ଦଣ୍ଡାଦେଶ ଯୋଗୁଁ ଆଜିକାଲି ଲୋକେ ଯୌତୁକ ନେବାକୁ ଡରୁଛନ୍ତି । ହେଲେ ଏମିତି କିଛି ସ୍ଥାନ ଆଉ ଅଞ୍ଚଳ ରହିଛି,…

ରାତିଅଧରେ ଥରିଲା ରାଜସ୍ଥାନ ଏବଂ ଅରୁଣାଚଳ ପ୍ରଦେଶ, ତୀବ୍ରତା ୪.୨

ରାଜସ୍ଥାନରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରାଜସ୍ଥାନର ବିକାନେରରେ ୪.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହାସହିତ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା…