‘ମୋନିକା ଓଃ ମାଈଁ ଡାର୍ଲିଙ୍ଗ’ଗୀତର ଧୂନରେ ନାଚିଲେ ଇଣ୍ଡିଆନ୍ ନେଭିର ଯବାନ, ଭିଡିଓ ଦେଖିଲେ ଝୁମି ଉଠିବେ ଆପଣ
ନିକଟରେ ସାରା ଦେଶ ୭୩ତମ ଗଣତନ୍ତ୍ର ଦିବସ ପାଳନ କରିଛି। ତେବେ ଏବେ କିନ୍ତୁ ସୋସିଆଲ ମିଡିଆରେ ସାଧାରଣତନ୍ତ୍ର ଦିବସକୁ ନେଇ ଏକ ରିହର୍ସଲ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭାରତୀୟ ନୌସେନାର ଜବାନଙ୍କର ଏହି ଭିଡିଓ ଏବେ ସବୁ ଭାରତୀୟଙ୍କ ମନ ଜିତୁଛି। ଏଥିରେ ଭାରତୀୟ ନୌସେନାର ଜବାନର ବ୍ୟାଣ୍ଡକୁ…