କରୋନା ସଂକଟ ବେଳେ ଗାଡି ଚାଳକଙ୍କୁ ଆଶ୍ୱସ୍ତି, ପୁଣି ବଢିଲା ଗାଡି କାଗଜପତ୍ର ଅବଧି
କେନ୍ୟୁଜ୍(ବ୍ୟୁରୋ): କରୋନା ସଂକଟ ବେଳେ ଗାଡି ଚାଳକଙ୍କୁ ଆଶ୍ୱସ୍ତି । ପୁଣି ବଢିଲା ଗାଡି କାଗଜପତ୍ର ଅବଧି । ଡିସେମ୍ବର ୩୧ ଯାଏ ଗାଡି କାଗଜପତ୍ର ଅବଧିକୁ ବୃଦ୍ଧି କରାଯାଇଛି । ଅବଧି ସରୁଥିବା ଗାଡିର ଫିଟ୍ନେସ୍ ସାର୍ଟିଫିକେଟ, ଯାତ୍ରୀ ପରିବହନ କରୁନଥିବା ଗାଡିର ରେଜିଷ୍ଟ୍ରେସନ…