ଆଖି ପାଖର ଏହି ସ୍ଥାନରେ ତିଳ ଚିହ୍ନ ଥିଲେ, ହୋଇଥାନ୍ତି ଏପରି ବ୍ୟକ୍ତିତ୍ୱ, ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର
ମନୁଷ୍ୟ ଶରୀରରେ କିଛି ଏଭଳି ଚିହ୍ନ ରହିଥାଏ ଯାହା ତାକୁ ଭାଗ୍ୟଶାଳୀ ବନାଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରରେ ଥିବା ଚିହ୍ନ, କଳାଜାଇ ଏବଂ ଅଙ୍ଗର ଗଠନଶୈଳୀରୁ ବ୍ୟକ୍ତିର ଜୀବନ ସମ୍ପର୍କରେ ଜଣାପଡେ। ଏଥିରୁ ବ୍ୟକ୍ତି ଭାଗ୍ୟଶାଳୀ କି ନୁହେଁ ତାହା ସମ୍ପର୍କରେ ମଧ୍ୟ ଜଣାପଡେ। ତିଳ…