Below header
Browsing Tag

sand art

ବାଲୁକା ଚିତ୍ରକଳାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶ୍ୱବାସୀଙ୍କୁ ନବ ବର୍ଷର ଅଭିନନ୍ଦନ

ପୁରୀ(କେନ୍ୟୁଜ୍): ବାଲୁକା ଚିତ୍ରକଳାରେ ନବବର୍ଷର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଶାଳ ବାଲୁକା ଚିତ୍ରକଳା କରି ବିଶ୍ୱବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଦେଇଛନ୍ତି । ଚଳିତ ବର୍ଷ ବାଲୁକା ଚିତ୍ର କଳାରେ ବାର୍ତା ରହିଛି ପରିବେଶ ସୁରକ୍ଷା…

ପୁରୀ ବେଳାଭୂମିରେ ବାଲୁକା କଳାରେ ମିସ୍‌ ୟୁନିଭର୍ସ ହରନାଜ ସାନ୍ଧୁଙ୍କୁ ଶୁଭେଚ୍ଛା

ପୁରୀ(କେନ୍ଯୁଜ୍): ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମିସ୍‌ ୟୁନିଭର୍ସ ହରନାଜ ସାନ୍ଧୁଙ୍କୁ ଶୁଭେଚ୍ଛା । ୨୧ ବର୍ଷ ପରେ ଭାରତ ହାତରେ ପୁଣି ମିସ ୟୁନିଭର୍ସ ଟାଇଟେଲ । ୭୦ ତମ ମିସ ୟୁନିଭର୍ସ ଜିତିଛନ୍ତି ହରନାଜ ସାନ୍ଧୁ । ତାଙ୍କ ସଫଳତାକୁ ନେଇ ପୁରୀ ବେଳାଭୂମିରେ ବାଲୁକାକଳା…

ଆଜି ବିଶ୍ୱ ଏଡ଼ସ ଦିବସ: ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍): ବିଶ୍ୱ ଏଡ଼ସ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ର୍ନିମାଣ କରି ଏଡ଼ସ ସଚେତନତା ର ବାର୍ତା ଦେଇଛନ୍ତି । ବିଶ୍ୱବାସୀ ଏଡ଼ସର ଭୟାବହତା ସମ୍ପର୍କରେ ଜାଣିବା ସହ ଏହି ରୋଗରୁ ମୁକ୍ତ ରହିବା ପାଇଁ ସେ ନିବେଦନ କରିଛନ୍ତି।…

ପୁରୀ ବେଳାଭୂମିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ନେଇ ବାଲୁକାକଳା

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣର ଶିଳାନ୍ୟାସ ହେବ । ଏହାକୁ ନେଇ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ବାଲିରେ ଉଲ୍ଲେଖ…

ଗାନ୍ଧୀ ଜୟନ୍ତୀ ଅବସରରେ ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍): ଗାନ୍ଧୀ ଜୟନ୍ତୀ  ଅବସରରେ ପୁରୀ ବେଳାଭୂମିରେ ବାଲୁକ କଳା । ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ଗାନ୍ଧୀଙ୍କ ପ୍ରତିମୁର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ୧୫ ଫୁଓ ଓସାର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ପୁରୀ ବେଳାଭୂମିରେ ବାଲୁକାକଳା, ୨୦୩୫ଟି ଶଙ୍ଖ ଓ ଶାମୁକାର ହୋଇଛି ବ୍ଯବହାର

ପୁରୀ(କେନ୍ଯୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି। ଏହି ବାଲୁକାକଳାରେ ୨୦୩୫ଟି ଶଙ୍ଖ ଓ ଶାମୁକା ବ୍ୟବହାର…

ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍): ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ସମସ୍ତ ଭାରତୀୟ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରୁ ଓ ଅନେକ…

ବାଲୁକା କଳାରେ ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ଯୁଜ୍): ବାଲୁକା କଳାରେ ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା । ସେମି ଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଭେଟିବ ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଦଳର ସଫଳତା କାମନା କରି ପୁରୀ ବେଳାଭୂମିରେ ବଲୁକାକଳାରେ ଶୁଭେଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ…

ଆଜି ବିଶ୍ୱ ହେପାଟାଇଟସ୍‌ ଡେ’ରେ ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ବାଲୁକାକଳା: ଚଳିତ ବର୍ଷର ଥିମ୍‌ ରହିଛି…

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ହେପାଟାଇଟସ୍‌ ଡେ । ଚଳିତ ବର୍ଷର ଥିମ୍‌ ରହିଛି 'HEPATITIES CAN NOT WAIT'। ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ବାଲୁକା କଳା ମାଧ୍ୟମରେ ସେ ବାର୍ତ୍ତା ଦେଇଛନ୍ତି ଆମ ଫୁସଫୁସ ଓ…

ବାଲୁକାକଳା ମାଧ୍ୟମରେ ପବିତ୍ର ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ଯୁଜ୍): ଆଜି ପବିତ୍ର ନୀଳାଦ୍ରି ବିଜେ। ଆଜିର ଦିବସକୁ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ବାଲୁକାକଳା। ଏହି ବାଲୁକାକଳା ମାଧ୍ୟମରେ ରସଗୋଲା ଦିବସର ଶୁଭେଛା…

ରଥଯାତ୍ରା ଅବସରରେ ସବୁଠୁ ଛୋଟ ବାଲୁକାକଳା, ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ଯୁଜ୍): ଆଜି ରଥଯାତ୍ରା ଅବସରରେ ନିର୍ମାଣ ହୋଇଛି ସବୁଠୁ ଛୋଟ ବାଲୁକାକଳା। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହାକୁ ନିର୍ମାଣ କରିଛନ୍ତି । ୬.୨ ଫୁଟର ଏହି ବାଲୁକାକଳା। ପବିତ୍ର ରଥଯାତ୍ରା ଅବସରରେ ଏହି ବାଲୁକାକଳା ନିର୍ମାଣ କରି ରାଜ୍ୟବାସୀଙ୍କୁ ସେ ଶୁଭେଛା…

ବିଶ୍ୱ ଡାକ୍ତର ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା

ପୁରୀ(କେନ୍ଯୁଜ୍): ବିଶ୍ୱ ଡାକ୍ତର ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଡାକ୍ତର ସମାଜକୁ ଶୁଭେଛା ଜଣାଇଛନ୍ତି। କରୋନା ମହାମାରୀ ସମୟରେ ଡାକ୍ତରମାନେ ଦିନରାତି ଏକାଠି କରି ମାହାରମାରୀର ମୁକାବିଲା କରୁଛନ୍ତି।…