Browsing Tag

sand art

ଏବେବି ସଂପୂର୍ଣ୍ଣ କମିନି କରୋନା: ବାଲୁକା କଳାରେ ସମସ୍ତଙ୍କୁ ଟିକା ନେବା ପାଇଁ ଅନୁରୋଧ କଲେ ଶିଳ୍ପୀ ସୁଦର୍ଶନ…

ପୁରୀ(କେନ୍ଯୁଜ୍): ଏବେବି ସଂପୂର୍ଣ୍ଣ କମିନି କରୋନା ମହାମାରୀର ପ୍ରକୋପ। ତେଣୁ ସମସ୍ତେ ସଚେତନ ହୋଇ ସମସ୍ତ କଟକଣାକୁ ମାନିବା ପାଇଁ ବାଲୁକାକଳା ମାଧ୍ୟମରେ ପରାମର୍ଶ ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରି ସମସ୍ତଙ୍କୁ ଟିକା ନେବା…

ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟଙ୍କ ଦ୍ବାରା ବାଲୁକାକଳା

ପୁରୀ : ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ସମସ୍ତଙ୍କୁ ଯୋଗ ଦିବସର ଶୁଭେଛା ଜଣାଇଛନ୍ତି। ସମସ୍ତେ ଯୋଗ କରି ନିଜକୁ ଓ ପରିବାରକୁ ସୁସ୍ଥ ରଖିବା ପାଇଁ ନିବେଦନ କରିଛନ୍ତି। ଏହି ବାଲୁକାକଳା…

ବିଶ୍ୱ ପରିବେଶ ଦିବସରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ

ପୁରୀ : ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି । ବାଲୁକାକଳାରେ ବୃକ୍ଷ ରୋପଣର କରିବାର ଦୃଶ୍ଯ ଦେଖାଇବା ସହିତ ଧରିତ୍ରୀ ମାତା କିପରି ସବୁଜିମାରେ ଭରପୂର ହୋଇ ପରିବେଶ…

ବାତ୍ୟା ୟସ୍ ପାଇଁ ଭୟଭୀତ ନହେବା ସହ ମୁକାବିଲା କରିବାକୁ ବାଲୁକା କଳାରେ ନିବେଦନ

ପୁରୀ : ବାତ୍ୟା ୟସ ପାଇଁ ଭୟଭୀତ ନହେବାକୁ ବାଲୁକା କଳାରେ ସଚେତନତା। ୟସ ପାଇଁ ଭୟଭୀତ ନହେବା ସହ ମୁକାବିଲା କରିବାକୁ ବାଲୁକାକଳାରେ ନିବେଦନ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ର୍ନିମାଣ କରି ସଚେତନତାର ବାର୍ତ୍ତା ଦେଇଛନ୍ତି। ସମସ୍ତେ…

ଘରେ ରୁହନ୍ତୁ, ଭ୍ୟାକ୍ସିନ ନିଅନ୍ତୁ: ବାଲୁକାକଳାରେ କରୋନା ସଚେତନତା ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକାକଳାରେ କରୋନା ସଚେତନତା । ପୁରୀ ସୁବର୍ଣ୍ଣ ବେଳାଭୂମିରେ ବାଲୁକାକଳା କରି ଲୋକଙ୍କୁ ସଚେତନ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରୁହନ୍ତୁ, ଭ୍ୟାକ୍ସିନ ନିଅନ୍ତୁ ବୋଲି ସଚେତନ କରିଛନ୍ତି । ମୁହଁରେ ଠିକ୍‌ ଭାବେ ମାସ୍କ ଲଗାଇବା, ସାମାଜିକ ଦୂରତା ମାନିବା ଉପରେ…

ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କରାଯାଇଛି ଅନୁରୋଧ

ପୁରୀ: ଆଜି ପବିତ୍ର ରାମନବମୀ । ଏହି ଅବସରରେ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ବାଲୁକାକଳା। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ପ୍ରଭୁ ରାମଙ୍କର ଏକ ସୁନ୍ଦର ପ୍ରତ୍ତିମୂର୍ତ୍ତି ନିର୍ମାଣ କରିଛନ୍ତି। ବର୍ତ୍ତମାନ ମହାମାରୀ କରୋନାର ଭୟାବହତାକୁ ନଜରରେ ରହି ଏହି…

ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳାରେ ହୋଲି ପର୍ବର ଶୁଭେଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକାକଳାରେ ରଙ୍ଗର ପର୍ବର ଅଭିନନ୍ଦନ। ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତେବେ ଚଳିତ ବର୍ଷ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ଘରେ ରହି ହୋଲି ପାଳିବାକୁ ବାଲୁକା କଳା…

ଆଜି ବିଶ୍ୱ ଯକ୍ଷ୍ମା ଦିବସ: ପୁରୀ ବେଳାଭୂମିରେ ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ଵାରା ବାଲୁକା କଳା

ପୁରୀ: ଆଜି ବିଶ୍ୱ ଯକ୍ଷ୍ମା ଦିବସ । ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଜାତୀୟ ଯକ୍ଷ୍ମା ନିରାକରଣର ଜିଲ୍ଲା ୟୁନିଟ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ ସହ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି । ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ଵାରା ଯକ୍ଷ୍ମା ସଚେତନତା ବାଲୁକା ଶିଳ୍ପ ପ୍ରଦର୍ଶିତ…

ପଖାଳ ଦିବସ ଅବସରରେ ବାଲୁକା କଳା ମଧ୍ଯମରେ ଅଭିନନ୍ଦନ ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ବିଶ୍ୱ ପଖାଳ ଦିବସ । ପଖାଳ ଦିବସରେ ବାଲୁକା କଳାରେ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳା କରି ଅଭିନନ୍ଦନ ଜଣାଇଛନ୍ତି । #ପଖାଳଦିବସ ର ଅନେକ ଅନେକ ଶୁଭେଚ୍ଛା । Greetings on #PakhalaDibasa. My sandart at Puri…

ବାଲୁକା କଳା ମାଧ୍ୟମରେ ଶିବଙ୍କର ଏକ ରଙ୍ଗୀନ୍‌ କଳାକୃତି ନିର୍ମାଣ କରି ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ…

ପୁରୀ: ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରିରେ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ। କୈଳାସ ପର୍ବତରେ ଧ୍ୟାନମଗ୍ନ ଶିବଙ୍କର ଏକ ରଙ୍ଗୀନ୍‌ କଳାକୃତି ନିର୍ମାଣ କରିଛନ୍ତି ମାନସ ସାହୁ। ଏଥିରେ ମହାଶିବରାତ୍ରୀ ଶୁଭେଛା ଲେଖାଯିବା ସହ ହେ ପ୍ରଭୁ ଆମକୁ ଏହି ମହାମାରୀ…

ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବାଲୁକା କଳା । ପୁରୀ ବେଳାଭୂମିରେ ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ଏହି ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ମାଧ୍ୟମରେ ବିଜୁ ବାବୁଙ୍କୁ ରାଜନୀତିର ଜଣେ ଉତ୍ତୁଙ୍ଗ ପୁରୁଷ ଭାବେ ବର୍ଣ୍ଣନା…

ଆଜି ବିଶ୍ୱ ବନ୍ୟଜୀବ ଦିବସ: ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ରଙ୍ଗୀନ୍‌ ବାଲୁକାକଳା

ପୁରୀ : ବିଶ୍ୱ ବନ୍ୟଜୀବ ଦିବସ ଅବସରରେ ବାଲୁକାକଳା। ପୁରୀ ବେଳାଭୂମିରେ ଏହି ରଙ୍ଗୀନ୍‌ ବାଲୁକାକଳା ନିର୍ମାଣ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବନ୍ୟଜନ୍ତୁ ମାନଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ଏହି ପ୍ରୟାସ କରିଛନ୍ତି। ସେମାନଙ୍କ ସୁରକ୍ଷା ଆମର…