ସାମ୍ନାକୁ ଆସିଲା ସଞ୍ଜୟ ଲୀଲା ଭଂସାଲୀଙ୍କ ‘ହୀରାମଣ୍ଡି’ର ରିଲିଜ୍ ଡେଟ୍, ଜାଣନ୍ତୁ କ’ଣ ରହିଛି ଷ୍ଟୋରି
ସଞ୍ଜୟ ଲୀଲା ଭଂସାଲୀଙ୍କ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ପାଇଁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ନିର୍ମାତାମାନେ ୱେବ୍ ସିରିଜର ଅନେକ ଝଲକ ଦେଖାଇ ସାରିଛନ୍ତି, କିନ୍ତୁ ରିଲିଜ୍ ଡେଟ୍ ବିଷୟରେ କୌଣସି ସୂଚନା ଦେଇନଥିଲେ । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଏହି ସିରିଜ୍ କେବେ…