Below header
Browsing Tag

Sanjay Singh

ଗୁଜରାଟ ୟୁନିଭରସିଟି ମାନହାନି ମାମଲାରେ ସଞ୍ଜୟ ସିଂହଙ୍କୁ ଝଟକା, ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଟିପ୍ପଣୀ କରୁଥିବା ମାମଲାରେ ଆପ୍‌ ନେତା ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ଗୁଜରାଟ ୟୁନିଭରସିଟି ମାନହାନି ମାମଲାରେ ସଞ୍ଜୟ ସିଂଙ୍କ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ…

ହ୍ଵିଲ୍‌ ଚେୟାରରେ ସଞ୍ଜୟ ସିଂ, ମୁକ୍ତି ପୂର୍ବରୁ ହସ୍ପିଟାଲରୁ ତିହାର ଜେଲ୍‌ ଗଲେ ଆପ୍‌ ସାଂସଦ

୧୮୧ ଦିନ ପରେ ଆଜି ତିହାର ଜେଲରୁ ବାହାରିବେ ସଞ୍ଜୟ ସିଂ । ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଯକୃତ ସମ୍ବନ୍ଧୀୟ ଅଭିଯୋଗ ପରେ ସଞ୍ଜୟ ସିଂଙ୍କୁ ମଙ୍ଗଳବାର ଆଇଏଲବିଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଶେଷ ହେବା ପରେ ଆଜି…

ଆପ୍‌ ନେତା ସଞ୍ଜୟ ସିଂଙ୍କୁ ଆଶ୍ୱସ୍ତି: ସୁପ୍ରିମକୋର୍ଟରୁ ମିଳିଲା ଜାମିନ, ସହମତି ଜଣାଇଲା ଇଡି

ଆପ୍‌ ନେତା ତଥା ସାଂସଦ ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଆବଶ୍ୟକ ସର୍ତ୍ତାବଳୀ ସହିତ କୋର୍ଟ ତାଙ୍କୁ ମୁକ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଞ୍ଜୟ ସିଂଙ୍କ ଜାମିନକୁ କିଛି ବିରୋଧ କରିନି ଇଡି । ଇଡି ସହମତିରେ ସଞ୍ଜୟ ସିଂଙ୍କ ଜାମିନକୁ ସହମତି…

ଜେଲ୍‌ରୁ ବାହାରିଲେ ସଞ୍ଜୟ ସିଂ, ରାଜ୍ୟସଭା ପାଇଁ ନାମାଙ୍କନ କରିବାକୁ ପୋଲିସ ଭ୍ୟାନ୍‌ରେ ଗଲେ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲ୍‌ରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂ ନିଜର ନାମାଙ୍କନ ଭରିବାକୁ ଜେଲ୍‌ରୁ ବାହାରିଛନ୍ତି । ସଞ୍ଜୟ ସିଂ ରାଜ୍ୟସଭା ପାଇଁ ନିଜ ନାମାଙ୍କନ ପତ୍ର ଦାଖଲ କରିବା ଲାଗି ଏକ ପୋଲିସ ଭ୍ୟାନରେ ଯାଇଥିଲେ । ସିଭିଲ୍‌ ଲାଇନ୍ସରେ ପହଞ୍ଚି ସେ…

ମନୀଷ ସିସୋଦିଆଙ୍କ ପରେ ଏବେ ସଞ୍ଜୟ ସିଂଙ୍କୁ ଝଟ୍‌କା, ଜାମିନ୍‌ ଦେଲେନି କୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ମନୀଷ ସିସୋଦିଆଙ୍କ ପରେ ଏବେ ସଞ୍ଜୟ ସିଂଙ୍କୁ ମଧ୍ୟ ଜାମିନ ମିଳିନାହିଁ। ଏହାପୂର୍ବରୁ ସଞ୍ଜୟ ସିଂଙ୍କ…

ସଂଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି, ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ସଂଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି । ସୁପ୍ରିମ କୋର୍ଟ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି । ସୁପ୍ରିମ କୋର୍ଟ ମାମଲାର ବିସ୍ତତ ଶୁଣାଣି କରିବା ପାଇଁ ଆସନ୍ତା ଫେବୃଆରୀ ୫ ତାରିଖ ଧାର୍ଯ୍ୟ କରିଛନ୍ତି । ଏହା ସହିତ କୋର୍ଟ ସଞ୍ଜୟ ସିଂହଙ୍କ…

ଦିଲ୍ଲୀ ମଦ ଦୁର୍ନୀତି: କୋର୍ଟ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବଢ଼ାଇଲେ ସଞ୍ଜୟ ସିଂଙ୍କ ED ହେପାଜତ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂଙ୍କୁ ଆଶ୍ୱସ୍ତି ମିଳିନାହିଁ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଅକ୍ଟୋବର ୧୩ ପର୍ଯ୍ୟନ୍ତ ତାଙ୍କ ଇଡି ହେପାଜତକୁ ବୃଦ୍ଧି କରିଛନ୍ତି। ଇଡି ସଞ୍ଜୟ ସିଂଙ୍କ ୫ ଦିନିଆ ରିମାଣ୍ଡ ମାଗିଥିଲା, କିନ୍ତୁ କୋର୍ଟ ତିନି ଦିନର ରିମାଣ୍ଡ…

ସଞ୍ଜୟ ସିଂଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ EDର ସମନ, ସାମ୍ନାରେ ବସାଇ କରାଯାଇପାରେ ପଚରାଉଚରା

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡିର ପଚରାଉଚରା ଜାରି ରହିଛି। ଏହାରି ଭିତରେ କେନ୍ଦ୍ରୀୟ ଏଜେନ୍ସି ଆପ୍‌ ନେତାଙ୍କ ୨ ଘନିଷ୍ଠ ସହଯୋଗୀଙ୍କୁ ସମନ କରିଛି। ସେମାନେ ହେଲେ, ବିବେକ ତ୍ୟାଗି ଓ ସର୍ବେଶ ମିଶ୍ରା। ଆଜି ଏହି ଦୁଇଜଣ ଇଡିରେ ହାଜର ହେବେ। ଏହା ବ୍ୟତୀତ ମଦ…

ଆପ୍‌ ସାଂସଦ ସଞ୍ଜୟ ସିଂ ଗିରଫ, ମଦ ଦୁର୍ନୀତି ମାମଲାରେ ପଚରାଉଚରା ପରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଦୀର୍ଘ ସମୟର ପଚରାଉଚରା ପରେ ସଞ୍ଜୟ ସିଂଙ୍କୁ ଗିରଫ କରିଛି। ଇଡି ଏହି ଦୁର୍ନୀତି ମାମଲାରେ ବୁଧବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ…

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ

କେନ୍ୟୁଜ୍(ବ୍ୟୁରୋ):ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ…

ଏବେ ଆର୍ଯ୍ୟନ କେଶ ଜଣେ ଓଡ଼ିଆ କ୍ୟାଡର ଅଫିସରଙ୍କ ଦାୟିତ୍ୱରେ, ଜାଣନ୍ତୁ କିଛି ତାଙ୍କ ବିଷୟରେ

ନାର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଟିମ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ତଦନ୍ତ ଦାୟିତ୍ୱ ସଞ୍ଜୟ ସିଂହଙ୍କୁ ଦେଇଛନ୍ତି । ଯେବେକି ପୂର୍ବରୁ ଏହି ଦାୟିତ୍ୱରେ ସମିର ୱାଙ୍ଗଡେ ଥିଲେ । ଆପଣ ହୁଏତ ଜାଣିନଥିବେ ସଞ୍ଜୟ ହେଉଛନ୍ତି ଓଡିଶା କ୍ୟାଡରର ଜଣେ ଆଇପିଏସ ଅଫିସର । ସଞ୍ଜୟ ଏବେ…

IPS ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି, ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ମିଳିଛି ପଦୋନ୍ନତି। ରାଜ୍ୟ ସରକାର ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଆଇପିଏସ ଅଫିସର ସଞ୍ଜୟ କୁମାର ସିଂହ ଓ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁନିତା କକ୍‌ରନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି…