ଅଭିଭାବକ ଦେଉନାହାନ୍ତି ସ୍କୁଲ ଫି’, ଟାଣ ଖରାରେ ପିଲାଙ୍କୁ ବସାଇଲେ ପ୍ରିନ୍ସିପାଲ: ଭିଡିଓ କରି ପଠାଇଲେ
ସ୍କୁଲ ଫି’ ଦେଉ ନଥିବା ବାପା ମା’ଙ୍କ ପାଇଁ ଦଣ୍ଡ ଭୋଗିଲେ ଛାତ୍ରଛାତ୍ରୀ । ସ୍କୁଲ ଫି ଦେଇନଥିବା ଛାତ୍ରଛାତ୍ରୀଙ୍କୁ ପ୍ରଚଣ୍ଡ ଖରାରେ ବସାଇ ବାପା ମା’ଙ୍କୁ ୱାର୍ଣ୍ଣିଂ ଦେଇଛନ୍ତି ପ୍ରିନ୍ସିପାଲ । ପିଲାମାନେ ଖରାରେ ବସିଥିବା ବେଳେର ଭିଡିଓ ମଧ୍ୟ ଶୁଟିଂ କରିଛନ୍ତି ପ୍ରିନ୍ସିପାଲ । ଏପରି ଏକ…