Browsing Tag

school

ମଧ୍ୟାହ୍ନଭୋଜନରେ ବଡ଼ କେଳେଙ୍କାରୀ! ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ପୋକରା ଚାଉଳ ଭାତ

ଉମରକୋଟ( କେନ୍ୟୁଜ): ରାଜ୍ଯରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ଯ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଧାରଣ ବିଦ୍ୟାଳୟକୁ 5ଟି ବିଦ୍ୟାଳୟରେ ପରିଣତ କରିଛନ୍ତି। ହେଲେ, ଗୁଣାତ୍ମକ ଶିକ୍ଷା କଥା ଦୂରେ ଥାଉ, ଏହି ବିଦ୍ୟାଳୟରେ ଏବେ ପିଲାଙ୍କୁ ଦିଆଯାଉଛି ଅଖାଦ୍ୟ ।…

ସ୍କୁଲରେ ପାଠପଢା ବଦଳରେ କାମରେ ଲଗାଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ, କାମ ନକଲେ ମିଳୁଛି ଶାରୀରିକ ଦଣ୍ଡ: ଭିଡିଓ ହେଉଛି…

ଆଳି (କେନ୍ୟୁଜ):  ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ବଦଳରେ ପ୍ରଧାନ ଶିକ୍ଷୟତ୍ରୀ ବିଭିନ୍ନ କାମରେ ନିୟୋଜିତ କରୁଥିବାର ଅଭିଯୋଗ।ଏଭଳି କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆଉ କାମ ନକଲେ ମିଳୁଛି ଶାରୀରିକ ଦଣ୍ଡ ।ଏଭଳି ଗୁରୁତ୍ୱର ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା…

ଚୋରଙ୍କ ଧୁମ୍‌ ଫିଲ୍ମ ଷ୍ଟାଇଲ: ବିଦ୍ୟାଳୟରୁ ସାମଗ୍ରୀ ଚୋରି ବ୍ଲାକ୍‌ ବୋର୍ଡରେ ଲେଖିଦେଇ ଗଲେ “ଇଟସ ମି ଧୁମ-୪,…

ନବରଙ୍ଗପୁର(କେନ୍ୟୁଜ): ଚୋରଙ୍କ ଧୁମ୍‌ ଫିଲ୍ମ ଷ୍ଟାଇଲ । ସାମଗ୍ରୀ ଚୋରି କଲେ ଓ ଯିବା ପୂର୍ବରୁ ଚୋର ମାନେ ବ୍ଲାକ୍‌ ବୋର୍ଡରେ ଲେଖିଲେ ଇଟସ ମି ଧୁମ-୪, କମିଙ୍ଗ୍‌ ସୁନ୍‌। ସ୍କୁଲ ପିଲା ଧରିପାରିଲେ ଧର । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

ଗୋଟିଏ ଗୋଡ଼ରେ ଚାଲୁଥିବା ଝିଅକୁ ସାହାଯ୍ୟ କଲେ ସୋନୁ ସୁଦ, କହିଲେ- ଏବେ ଦୁଇ ଗୋଡରେ ଚାଲିବେ

ନୂଆଦିଲ୍ଲୀ : କଥାରେ ଅଛି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ। କିନ୍ତୁ ଯେତେବେଳେ ନିଜ ଶରୀରର କୌଣସି ଅଙ୍ଗ ସ୍ବପ୍ନ ପୂରଣ ଆଗରେ ବାଧା ସୃଷ୍ଟି କରେ ସେତେବେଳେ କଠିନ ହୋଇଯାଏ ଯାତ୍ରା । ମାତ୍ର ମନର…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କାଲିଠୁ ୫ ଦିନ ସ୍କୁଲ ଛୁଟି

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଆସନ୍ତାକାଲିଠୁ ୫ ଦିନ ସ୍କୁଲ ଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ସ୍କୁଲ ଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ…

ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର(କେନ୍ୟୁଜ) : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ଏପ୍ରିଲ ୨ରୁ ସବୁ ସ୍କୁଲ ସକାଳୁଆ ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ସେହିଭଳି ସକାଳ ୭ଟାରୁ ଦିନ ୧୧ଟା…

କର୍ଣ୍ଣାଟକର ହିଜାବ ବିବାଦ: ଫେବୃଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ ଓ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : କର୍ଣ୍ଣାଟକର ହିଜାବ ବିବାଦ ବଢ଼ିବାରେ ଲାଗିଛି । ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍‌ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ…

ରାଜ୍ୟରେ ୧୪ରୁ ଖୋଲିବ ଘରୋଇ ପ୍ଲେ ସ୍କୁଲ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଖୋଲିବ ଘରୋଇ ପ୍ରି-ସ୍କୁଲ । ପ୍ଲେ ସ୍କୁଲ ଓ କେଜି କ୍ଲାସ୍‌ ଆରମ୍ଭ ହେବ । କେମିତି ସ୍କୁଲ ଖୋଲିବ ଓ କେମିତି ପାଠପଢ଼ା ଚାଲିବ ସେନେଇ ଏସଓପି ଜାରି ହୋଇଛି । କଡ଼ାକଡ଼ି ପାଳନ ହେବ କୋଭିଡ୍‌ ଗାଇଡଲାଇନ୍‌ । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ…

ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ ,କୋଚିଂ କ୍ଲାସ ଓ ଜିମ୍‌ ; ଘୋଷଣା କଲେ DDMA

ନୂଆଦିଲ୍ଲୀ : ଦିଲ୍ଲୀରେ ଖୋଲିବ ସ୍କୁଲ , କଲେଜ। DDMA ବୈଠକରେ ନିଷ୍ପତ୍ତି। ଦିଲ୍ଲୀରେ ସମସ୍ତ ସ୍କୁଲ, କଲେଜ ,କୋଚିଂ କ୍ଲାସ ଓ ଜିମ୍‌ ଖୋଲିବାକୁ ଘୋଷଣା। ପର୍ଯ୍ୟାୟ କ୍ରମେ ଖୋଲିବ ସ୍କୁଲ। ଫେବୃଆରୀ ୭ରୁ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଏହା ସହ କମିଲା ନାଇଟ କର୍ଫ୍ୟୁ ଅବଧି। ରାତି…

CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସାମ୍ପଲ ପେପର ପାଟର୍ନରେ ହେବ ପରିବର୍ତ୍ତନ, ଏମିତି କରନ୍ତୁ ଡାଉନଲୋଡ

ସିବିଏସଇ ଜାନୁଆରୀ ୨୦୨୨ରେ ଟର୍ମ ୨ ସାମ୍ପଲ ପେପରରେ ଏକ ବଡ ପରିବର୍ତ୍ତନ କରି ଅପଲୋଡ କରିବା ପାଇଁ ପ୍ଲାନିଙ୍ଗ କରୁଛି । ଏହା ହେବା ପଛର କାରଣ ହେଉଛି ଓମିକ୍ରନ, କୋଭିଡ ଭାରିଏଣ୍ଟ ଓମିକ୍ରନ ବର୍ତ୍ତମାନ ଦିନକୁ ଦିନ ବଢିବାରୁ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଡ.ଜୋସେଫ ଇମାନୁଏଲ CBSEକୁ ଦୁଇ…

ମାସ୍କ ବିନା ସ୍କୁଲରେ ଏଣ୍ଟ୍ରି ମନା

ଭୁବନେଶ୍ୱର (କେନ୍ୟୁଜ): ସ୍କୁଲକୁ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବେ । ବିନା ମାସ୍କରେ ସ୍କୁଲରେ ପ୍ରବେଶ ଅନୁମତି ମିଳିବ ନାହିଁ । ପ୍ରବେଶ ପଥରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ହେବ । ସେଠାରେ ସାନିଟାଇଜର୍‌ ବି ରହିବ । କ୍ଲାସରୁମରେ ରହିବ ସାମାଜିକ ଦୂରତା । ଏହାକୁ…

ବେଲ୍‌ ବାଜିଲା, ଖୋଲିଲା ସ୍କୁଲ୍ : ଅଭିଭାବକଙ୍କ ଅନୁମତି ନେଇ ଆସିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ବେଲ୍‌ ବାଜିଲା, ଖୋଲିଲା ସ୍କୁଲ । ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିଲେ ଛାତ୍ରଛାତ୍ରୀ । ଥର୍ମାଲ ସ୍କ୍ରିନିଂ ପରେ ଶ୍ରେଣୀଗୃହକୁ ପ୍ରବେଶ କରିଛନ୍ତି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ । ତେବେ ଆଜିର ପିଲାଙ୍କ ଆଟେଣ୍ଡାନସକୁ ଅପେକ୍ଷା ରହିଛି । କେତେ ପ୍ରତିଶତ ପିଲା…