Browsing Tag

sensex

ସେୟାର ବଜାରରେ ସବୁଜ ସଙ୍କେତ, ୧୩୦ ପଏଣ୍ଟ ବଢ଼ି ୩୯,୧୭୦ସ୍ତରରେ ପହଞ୍ଚିଲା ସେନସେକ୍ସ

ନୂଆଦିଲ୍ଲୀ : ଗୁରୁବାର ସକାଳୁ ସେନସେକ୍ସ ଟିକେ ତଳକୁ ଆସିଥିବା ବେଳେ ହଠାତ ବଢ଼ିଯାଇଥିଲା। ଆଜି ସକାଳେ ସେୟାର ବଜାର ବଢିବା ସହ ଭଲ କାରବାରରେ ଆରମ୍ଭ ହୋଇଛି । ଆଜି ବିଶ୍ବ ବଜାରରେ ମିଳିଥିବା ମଜବୁତ ସଙ୍କେତ ଏବଂ ଅଶୌଧିତ ତୈଳର ଦାମ୍ କମିବା ଦ୍ବାରା ସେୟାର ବଜାର ମଜବୁତ ରହିଛି । ଆଜି ହଠାତ…

ପୁଣି ଟପିଲା ସେନସେକ୍ସ, ୩୯ ହଜାର ହେଲା ପାର

ନୂଆଦିଲ୍ଲୀ : ଷ୍ଟକ ମାର୍କେଟରେ ଜାରି ରହିଛି ଉତ୍ସାହ। ଲଗାତର କିଛି ଦିନ କମିବା ପରେ ହଠାତ୍ ବଢ଼ିଛି ସେନସେକ୍ସ ଓ ନିଫଟି । ଆଜି ଅପରାହ୍ନରେ ସେନସେକ୍ସ ୩୯,୦୫୪.୬୮ ପଏଣ୍ଟ ଏବଂ ନିଫଟି ୧୧,୭୨୬.୧୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଥିଲା। ଶେୟାର ବଜାରର ତୀବ୍ର ପରିବର୍ତ୍ତନର ଦୁଇଟି କାରଣ ରହିଛି ବୋଲି…

୪୯୫ ପଏଣ୍ଟ ତଳକୁ ଖସିଲା ସେନସେକ୍ସ, ଗୋଟିଏ ଦିନରେ ନିବେଶକ ହରାଇଲେ ୧.୯୨ ଲକ୍ଷ କୋଟି

ମୁମ୍ବାଇ: ତୈଳ ମୂଲ୍ୟ ପାଇଁ ଭାରତୀୟ ସେୟାର ବଜାରରେ ବହୁତ ପ୍ରଭାବ ପଡିଛି । ଭାରତ ସମେତ ୮ଟି ଦେଶକୁ ଇରାନରୁ ତେଲ ଆମଦାନୀ କରିବା ଲାଗି ଆମେରିକା ଯେଉଁ ସୁବିଧା ଦେଇଥିଲା ତାହାକୁ ଖୁବଶୀଘ୍ର ପ୍ରତ୍ୟାହାର କରିନେବାର ଖବର ଭାରତର ଷ୍ଟକ ମାର୍କେଟ ଉପରେ ଖୁବ ଜୋରରେ ପଡ଼ିଛି। ଏଥିଯୋଗୁ ସେନସେକ୍ସ…

ରେକର୍ଡ ସ୍ତରରେ ସେନସେକ୍ସ, କେତେ ବଢ଼ିଲା ଜାଣନ୍ତୁ

ମୁମ୍ବାଇ : ଆଜି ଦିନଟି ଶେୟାର ବଜାର ପାଇଁ ଖୁବ ଭଲ ରହିଛି । ସକାଳୁ ସେନସେକ୍ସ ୩୯,୨୭୭.୯୬ ପଏଣ୍ଟ ପାର କରିଛି । ଏହା ଏପ୍ରିଲ ୩ରେ ରେକର୍ଡ ହୋଇଥିବା ପଏଣ୍ଟ ୩୯,୨୭୦.୧୪କୁ ଟପି ଯାଇଛି । ସେହିପରି ନିଫଟିରେ ଆଜି ୮୫ ପଏଣ୍ଟ ପାର କରି ସର୍ବୋଚ୍ଚ ୧୧,୭୭୬ ପଏଣ୍ଟ ସ୍ତରକୁ ଛୁଇଁଛି । ଚଳିତ…

ଆର୍ଥିକ ବର୍ଷର ପ୍ରଥମ ଦିନରେ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ

ମୁମ୍ବାଇ : ନୂଆ ଆର୍ଥିକ ବର୍ଷର ଆଜି ପ୍ରଥମ ଦିନଟି ସେୟାର ବଜାର ପାଇଁ ବେଶ୍‌ ଶୁଭ ଫଳ ଦେଇଛି । ପ୍ରଥମଥର ଲାଗି ଆଜି ସେନସେକ୍ସ ୩୯,୦୦୦ ପଏଣ୍ଟ ଅତିକ୍ରମ କରି ରେକର୍ଡ କରିଛି। ଆରମ୍ଭରୁ ସେନସେକ୍ସ ଓ ନିଫଟି ଉଭୟ ଭଲ କାରବାର କରିଥିଲେ । ସକାଳ ପ୍ରାୟ ସାଢ଼େ ୧୦ଟା ବେଳକୁ ସେନସେକ୍ସ ୩୯,୦୦୦…

ପୁଣି ଖସିଲା ସେନସେକ୍ସ, ପହଞ୍ଚିଲା ୩୭୫.୫୯ ପଏଣ୍ଟ

ମୁମ୍ବାଇ : ଆଜି ସକାଳେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ମତଗଣାନା ଚାଲିଥିବା ବେଳେ ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ଖସିଛି ୩୭୫.୫୯ ପଏଣ୍ଟ । ଗତକାଲି ବମ୍ବେ ଷ୍ଟକ୍ ଏକ୍ସଚେଂଜର ଇଣ୍ଡେକ୍ସ ୩୫ହଜାର ୦୪୪ ବ୍ୟବସାୟ ପାର କରିଛି। ଆଜି ୭୧୩ ପଏଣ୍ଟ ଖସି ୩୫ ହଜାର ୯୫୯ରେ ପଂହଚିଥିଲା ।

୭୧୩ ପଏଣ୍ଟକୁ ଖସିଲା ସେନସେକ୍ସ

ମୁମ୍ବାଇ : ଆଜି ଗୋଟିଏ ଦିନରେ ଆଜି ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ଖସିଲା ୭୧୩ ପଏଣ୍ଟ । ଗତକାଲି ବମ୍ବେ ଷ୍ଟକ୍ ଏକ୍ସଚେଂଜର ଇଣ୍ଡେକ୍ସ ୩୬ ହଜାର୬୭୩ ପଏଣ୍ଟରେ ବନ୍ଦ ହୋଇଥିଲା । ଆଜି ୭୧୩ ପଏଣ୍ଟ ଖସି ୩୫ ହଜାର ୯୫୯ରେ ପଂହଚିଥିଲା । ତେବେ ଆସନ୍ତାକାଲି ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ…

ସେୟାର ବଜାରରେ ସବୁଜ ସଙ୍କେତ, ସେନସେକ୍ସ ୩୦୦ ଏବଂ ନିଫଟି ୧୧୨ ପଏଣ୍ଟ ବଢିଲା

ଏହି ସପ୍ତାହର ୩ୟ ଦିନରେ ସେୟାର ବଜାର ବଢିବା ସହ ଭଲ କାରବାରରେ ଆରମ୍ଭ ହୋଇଛି । ଆଜି ବିଶ୍ବ ବଜାରରେ ମିଳିଥିବା ମଜବୁତ ସଙ୍କେତ ଏବଂ ଅଶୌଧିତ ତୈଳର ଦାମ୍ କମିବା ଦ୍ବାରା ସେୟାର ବଜାର ମଜବୁତ ରହିଛି । ଏହାବଦଳରେ ଆଜି ସେନସେକ୍ସ ୩୩୫.୦୨ ପଏଣ୍ଟରେ ବଢିବା ସହିତ କାରବାର ଜାରି ରଖିଛି ।  ସେହି…

ସେୟାର ବଜାରରେ ହାହାକାର, ହଜାର ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ

ମୁମ୍ବାଇ(କେନ୍ଯୁଜ୍): ସେୟାର ବଜାରରେ ହଜାର ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ। ନିଫ୍‌ଟି ୩୧୧ପଏଣ୍ଟ ହ୍ରାସ ପାଇଛି। ଗତକାଲି ଆମେରିକା ସେୟାର ବଜାରରେ ୮ ମାସ ମଧ୍ୟରେ ସବୁଠୁ ବଡ କ୍ଷତି ହୋଇଥିଲା। ଏହାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ପଡିଛି। ସେହିପରି ଭାରତୀୟ ବଜାରରେ ମଧ୍ୟ ଏହାର…

ଡଲାର ତୁଳନାରେ ଆଜି ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଲା

ମୁମ୍ବାଇ(କେନ୍ଯୁଜ୍) : ସେୟାର ବଜାରରେ ବଡ଼ ଧରଣର ଅସ୍ଥିରତା । ଡଲାର ତୁଳନାରେ ଆଜି ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଥିବାବେଳେ ସେନ୍‌ସେକ୍ସ ଓ ନିଫ୍‌ଟି ପ୍ରାୟ ୧.୫ ପ୍ରତିଶତ ହ୍ରାସ ପାଇଛି । ଗୁରୁବାର କାରବାର ଆରମ୍ଭରୁ ସେନସେକ୍ସ ୬୫୦ ପଏଣ୍ଟ ଓ ନିଫ୍‌ଟି ୨୦୪…

ସେୟାର ବଜାରରେ ପୁଣି ରେକର୍ଡ଼

ମୁମ୍ବାଇ : ସେୟାର ବଜାରରେ ଏବେ ଭରପୂର ଉତ୍ସାହ । ଜୋରଦାର କାରବାର ଜାରି ରହିଛି । ଆଜି ମଧ୍ୟ ଉଭୟ ସେନସେକ୍ସ ଓ ନିଫଟି ରେକର୍ଡ଼ ସ୍ତରରେ ପହଞ୍ଚିଛନ୍ତି । ସେନସେକ୍ସ ଆଜି ୩୭,୮୦୫.୨୫ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫଟି ଛୁଇଁଛି ୧୧,୪୨୭.୬୫ ପଏଣ୍ଟ । ବ୍ୟାଙ୍କ, ମେଟାଲ ଓ ଅଟୋ ଷ୍ଟକ କ୍ଷେତ୍ରରେ…

୮ଦିନ ହେଲା ବଢ଼ି ଚାଲିଛି ସେନସେକ୍ସ ଓ ନିଫଟି

ନୂଆଦିଲ୍ଲୀ : ଷ୍ଟକ ମାର୍କେଟରେ ଜାରି ରହିଛି ଉତ୍ସାହ। ଲଗାତର ଅଷ୍ଟମ ଦିନ ପାଇଁ ରେକର୍ଡ଼ କରିଛନ୍ତି ସେନସେକ୍ସ ଓ ନିଫଟି । ଆଜି ସକାଳୁ ବଜାରରେ କାରବାର ଉତ୍ସାହର ସହ ଆରମ୍ଭ ହୋଇଛି । ସେନସେକ୍ସ ୩୭ ହଜାର ୭୧୧.୮୭ ପଏଣ୍ଟ ଏବଂ ନିଫଟି ୧୧ ହଜାର ୩୯୦.୫୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଏ…