Browsing Tag

series loot

ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଦୁବୁର୍ତ୍ତ, ଚାଲିଛି ପୋଲିସର ତଦନ୍ତ

ସାଲେପୁର(କେନ୍ୟୁଜ୍‌): ଦିନକୁ ଦିନ ଚୋରି ମାମଲା ବଢ଼ିବାରେ ଲାଗିଛି । ଏ ଚୋରମାନେ ନା ଆଇନକୁ ଭୟ କରୁଛନ୍ତି ନା ଭୟ କରୁଛନ୍ତି ପୋଲିସକୁ । ଦିନ ବେଳେ ଟାର୍ଗେଟ କରୁଛନ୍ତି ଘର ଆଉ ରାତି ହେଲେ ବୁଲାଉଛନ୍ତି କଳାକନା । ତେବେ କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନ ରାମେଶ୍ୱର…

ବିଭିନ୍ନ ମନ୍ଦିରରେ ହେଉଛି ସିରିଜ୍ ଲୁଟ, ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା

ବୌଦ୍ଧ (କେନ୍ୟୁଜ): ଏବେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ପୂର୍ବରୁ ଘର ଓ ଦୋକାନରୁ ଚୋରି କରୁଥିଲେ । କିନ୍ତୁ ଘରେ ଓ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଭୟରେ ମନ୍ଦିରରେ ବୁଲାଉଛନ୍ତି କଳାକନା । ମନ୍ଦିରରୁ ଏମିତି ଚୋରି କରୁଛନ୍ତି ଯେ ପୋଲିସକୁ କିଛି ବି ସୁରାକ ମିଳୁନି । ଗାଁରେ ଗାଁରେ…

ପାଣିରେ ନିଶା ମିଶାଇ ଫଳ ବ୍ୟବସାୟୀଙ୍କୁ କରୁଛନ୍ତି ଟାର୍ଗେଟ, ଗୋଟିଏ ସପ୍ତାହ ମଧ୍ୟରେ ହେଲାଣି ଚାରିରୁ ଅଧିକ ଲୁଟ୍‌

କଟକ (କେନ୍ୟୁଜ୍‌): ସାବଧାନ କଟକ ସହରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। ଗୋଟିଏ ସପ୍ତାହ ମଧ୍ୟରେ ଚାରିରୁ ଅଧିକ ଲୁଟ ହୋଇଛି । ରାତି ଅନ୍ଧକାର ଭିତରେ ନୁହେଁ, ଦିନ ଦ୍ଵିପହରରେ ଜନ ଗହଳିପୂର୍ଣ ଅଞ୍ଚଳରେ ପାଣିରେ ନିଶା ମିଶାଇ କରୁଛନ୍ତି ଲୁଟ୍‌ । ଆଉ ଆଶ୍ଚର୍ଯ୍ୟର କଥା ଲୁଟର ଶିକାର ସମସ୍ତ…

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ବୌଦ୍ଧରେ ଦୁଇଟି ମନ୍ଦିରରୁ ସିରିଜ୍ ଲୁଟ

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ଜିଲ୍ଲାରେ ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମନ୍ଦିରରୁ ହେଉଛି ସିରିଜ୍ ଲୁଟ । ପୋଲିସ ସାଜିଛି ନୀରବଦ୍ରଷ୍ଟା । ପୋଲିସକୁ ଖୋଲା ଖୋଲି ଭାବେ ଚାଲେଞ୍ଜ କରି ଆଜି ପୁଣି ଦୁଇଟି ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ୍ତ । ସହର…

ପୁଣି ଆପାର୍ଟମେଣ୍ଟରୁ ସିରିଜ ଚୋରି, କବାଟ ଭାଙ୍ଗି ନେଇ ଗଲେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା

ଭୁବନେଶ୍ୱର (କେନ୍ୟୁଜ): ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ସିରିଜ ଚୋରି । ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ପ୍ଲାଟରୁ ଚୋରି। ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଲେ ଲୁଟେରା । ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ଲୁଟି ନେଇଛନ୍ତି…

୧୬ ନମ୍ବର ଏନ୍‌ଏଚ୍‌ରେ ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ, ୪ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ୍‌

ଟାଙ୍ଗୀ (କେନ୍ୟୁଜ): ୧୬ ନମ୍ବର ଏନ୍‌ଏଚ୍‌ରେ ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ । ୪ ଗିରଫ। ଲୁଟେରାଙ୍କ ସହ ଜଣେ ଚୋରା ସାମଗ୍ରୀ କ୍ରେତାଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ୍‌ । ସେମାନଙ୍କଠାରୁ ୨ଟି ବାଇକ୍‌ ସହ ୨ଟି ସୁନା ଚେନ୍‌ , ୨ ପଟ ସୁନା ଚୁଡି, ୩ଟି ସୁନା ମୁଦି, ୩ଟି ମୋବାଇଲ ଫୋନ୍‌ ଓ…

ଯାଜପୁର ଟାଉନ ଥାନା ଅଞ୍ଚଳରେ ସିରିଜ ଚୋରି କରି ଚୋର ଚମ୍ପଟ, ସିସିଟିଭିରେ କଏଦ ହେଲା ଭିଜୁଆଲ

ଯାଜପୁର ଟାଉନ(କେନ୍ୟୁଜ୍):ଯାଜପୁର ଟାଉନ ଥାନା ଅଞ୍ଚଳରେ ସିରିଜ ଚୋରି ଅଭିଯୋଗ। ବୈଦ୍ୟନାଥ ନଗରର ପ୍ରମୋଦ କୁମାର ସର,ଗଦାଧର ପତି, ସରୋଜ ସାହୁ ଏହି ତିନିଜଣଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ସମୟର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି।   ଗତକାଲି…

ଖଣ୍ଡଗିରି ଅଞ୍ଚଳରୁ ସିରିଜ ଲୁଟ୍‌: ୫ଟି ଘରର ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ସିରିଜ ଲୁଟ୍‌। ୫ଟି ଘରର ଝରକା ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା। ଖଣ୍ଡଗିରି ଥାନା ନୂଆ ଗାଁ ନତାସା ଭ୍ୟାଲିରେ ଲୁଟ୍‌ । ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଆଖପାଖର ସିସିିଟିଭି ଫୁଟେଜ ଯୋଗାଡ଼…