ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଛି ଇସ୍ରାଏଲ-ଇରାନର ଯୁଦ୍ଧ, ବିଶ୍ୱରେ ବଢ଼ିଲା ଅଶୋଧିତ ତୈଳ ଦର
ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି । ଇରାନର ରାଜଧାନୀ ତେହେରାନରେ ଅନେକ ବୋମା ପଡ଼ିଛି । ଇସ୍ରାଏଲ ଇରାନର ସେନା ଘାଟି ଏବଂ ପରମାଣୁ ଘାଟି ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ପରେ ବିଶ୍ୱବ୍ୟାପୀ ଉତ୍ତେଜନା ବୃଦ୍ଧି ପାଇଛି, ଯାହାର ପ୍ରଭାବ ସେୟାର ବଜାର ଉପରେ ମଧ୍ୟ ପଡ଼ିବ ।…