ଚନ୍ଦ୍ରଶେଖର ମହାଦେବଙ୍କ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ସମାରୋହ, ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ହେଲା ପୂରଣ
ଯାଯପୁର: ଘଣ୍ଟ ଘଣ୍ଟା ମୃଦଙ୍ଗ ତାଳରେ କମ୍ପୁଛି ମନ୍ଦିର ପରିବେଶ । ଶ୍ରଦ୍ଧାଳୁମାନେ ବି ଲମ୍ବା ଧାଡ଼ିରେ ଠିଆ ହୋଇ ଯୋଡ଼ ହସ୍ତରେ ପ୍ରଭୁଙ୍କ ନାମ ସୁମରୁଛନ୍ତି । ବ୍ରାହ୍ମଣ ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭୂ ପ୍ରେମରେ ହୋଇ ପଡ଼ିଛନ୍ତି ଏକାକାର । ସେପଟେ ଧାଡି…