Browsing Tag

shri amarnath yatra

ଅମରନାଥରେ ବାଦଲ ଫଟା ବର୍ଷା ଯୋଗୁ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ଅନେକ ନିଖୋଜ୍: ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ଅମରନାଥ ନିକଟରେ ଶୁକ୍ରବାର ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଅମରନାଥ ଗୁମ୍ପାର ପାଖାପାଖି ଅଞ୍ଚଳରେ ବାଦଲ ଫଟା ବର୍ଷା କାରଣରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ଅନେକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

ଖରାପ ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ, ଏ ପର୍ଯ୍ୟନ୍ତ ଦର୍ଶନ କରି ସାରିଲେଣି ୬୫ ହଜାରରୁ ଅଧିକ ଶ୍ରଦ୍ଧାଳୁ

ଖରାପ ପାଣିପାଗ ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ ରହିଛି। ଅଧିକାରୀମାନେ କହିଛନ୍ତି ଯେ ଉଭୟ ପହଲଗାମ ଓ ବାଲଟାଲ ପଟୁ ପବିତ୍ର ଗୁମ୍ଫା ଆଡ଼କୁ ଯାତ୍ରୀମାନଙ୍କ ଆଗମନକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି। ଯେମିତି ହିଁ ପାଣିପାଗରେ ସୁଧାର ଆସିବ, ଯାତ୍ରା ପୁଣିଥରେ ଆରମ୍ଭ ହେବ। ଅଧିକାରୀମାନଙ୍କ କହିବା…

ଯଦି ଆପଣ ଅମରନାଥଙ୍କ ଯାତ୍ରାକୁ ଯାଇପାରୁ ନାହାନ୍ତି, ତେବେ ଘରେ ବସି ନେଇ ପାରିବେ ବାବାଙ୍କ ଆଶୀର୍ବାଦ ; ଜାଣନ୍ତୁ…

ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସି ଯେଉଁମାନେ କୌଣସି କାରଣରୁ ଭଗବାନ ଅମରନାଥଙ୍କ ଅଲୌକିକ ଯାତ୍ରାରେ ଯୋଗ ଦେଇପାରି ନାହାନ୍ତି। ସେ ବର୍ତ୍ତମାନ ପବିତ୍ର ଗୁମ୍ଫାରେ ବିରାଜମାନ ହୋଇଥିବା ହିମଲିଙ୍ଗଙ୍କୁ ଦେଖି ପାରିବେ। ଶ୍ରୀ ଅମରନାଥ ସାଇନ ବୋର୍ଡ ଶନିବାର ଠାରୁ ବାବା ବର୍ଫାନୀଙ୍କ…

ଆରମ୍ଭ ହେଲା ଅମରନାଥ ଯାତ୍ରା : ପ୍ରଥମ ବ୍ୟାଚରେ ଗଲେ ପ୍ରାୟ ୫ ହଜାର ତୀର୍ଥଯାତ୍ରୀ

ନୂଆଦିଲ୍ଲୀ: ଆଜିଠୁ ପବିତ୍ର ଅମରନାଥ ଯାତ୍ରା। ଅଗଷ୍ଟ ୧୧ ପର୍ଯ୍ୟନ୍ତ ୪୩ ଦିନ ଧରି ଚାଲିବ ଅମରନାଥ ଯାତ୍ରା। କରୋନା ପାଇଁ ଦୁଇ ବର୍ଷ ବନ୍ଦ ଥିଲା ଯାତ୍ରା । ତୀର୍ଥଯାତ୍ରୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଂକା ଥିବାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଅମରନାଥ…

୨୦୨୨: ଅମରନାଥ ଶିବଲିଙ୍ଗର ପ୍ରଥମ ଝଲକ୍‌! ଯାତ୍ରା ପାଇଁ ଆରମ୍ଭ ହୋଇଗଲାଣି ପଞ୍ଜୀକରଣ…

ଚଳିତବର୍ଷ ଅମରନାଥ ଶିବଲିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ପବିତ୍ର ଅମରନାଥ ଗୁମ୍ଫା ଏବଂ ଏହା ଆଖାପାଖ ଅଞ୍ଚଳ ବରଫରେ ଢାଙ୍କି ହୋଇ ରହିଥିବା ଫଟୋରେ ଦେଖାଯାଇ ପାରିବ। କିନ୍ତୁ ଏହି ଫଟୋଗୁଡ଼ିକ ଅଫିସିଆଲ ଭାବେ ନିଶ୍ଚିତ ହୋଇନାହିଁ। ବାବାଙ୍କୁ ଦର୍ଶନ ପାଇଁ ଶ୍ରୀ ଅମରନାଥ ଯାତ୍ରା ଦୁଇ ବର୍ଷ…

ଶସ୍ତାରେ କରନ୍ତୁ ଅମରନାଥ ଯାତ୍ରା ; ଏପ୍ରିଲ ୧୧ ରୁ ଆରମ୍ଭ ହେବ ପଞ୍ଜୀକରଣ

କରୋନା ସଂକ୍ରମଣ ହେତୁ ଅମରନାଥ ଯାତ୍ରା ଉପରେ ୨ ଦୁଇ ବର୍ଷ ହେଲା କଟକଣା ଲଗାଯାଇଥିଲା । ତେବେ ଚଳିତ ବର୍ଷ ଏହି ଯାତ୍ରା ଜୁନ୍ ୩୦ ରୁ ଆରମ୍ଭ ହେବାକୁ ଯାଉଛି।ଏପରି ପରିସ୍ଥିତିରେ, ଯେଉଁମାନେ ଅମରନାଥ ଯାତ୍ରାରେ ଯିବାକୁ ଚାହାଁନ୍ତି, ଯଦି ସେମାନେ ଅନୁଭବ କରନ୍ତି ଯେ ଚଳିତ ବର୍ଷ ଅଧିକ ଜନ ସମାଗମ…

ବାବା ଅମରନାଥଙ୍କ ଦର୍ଶନ କରିବାକୁ ଚାହୁଁଥିଲେ ପ୍ରସ୍ତୁତ ହୋଇଯାଆନ୍ତୁ, ଏହି ଦିନଠୁ ଆରମ୍ଭ ହେଉଛି ଯାତ୍ରା

ବାବା ଅମରନାଥଙ୍କ ଦର୍ଶନ କରିବାକୁ ଇଚ୍ଛୁକ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଜୁନ୍‌ ୩୦ରୁ ଆରମ୍ଭ ହେଉଛି ଶ୍ରୀ ଅମରନାଥ ଯାତ୍ରା। ଚଳିତ ବର୍ଷ ପାଖାପାଖି ୪୩ ଦିନ ଧରି ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିପାରିବେ। ଏ ନେଇ ଆଜି ରବିବାର ଶ୍ରୀ ଅମରନାଥଜୀ ସାଇନ୍‌ ବୋର୍ଡର ବୈଠକରେ ନିଷ୍ପତ୍ତି…

ଏଥରକ ଘରେ ବସି କରିପାରିବେ ବାବା ଅମରନାଥଙ୍କ ଦର୍ଶନ, ସକାଳ-ସନ୍ଧ୍ୟା ଆଳତିର ହେବ ସିଧା ପ୍ରସାରଣ

ବାଲଟାଲ ଓ ଚନ୍ଦନଓ୍ଵାଡ଼ି ରାସ୍ତା ଦେଇ ଯିବାକୁ ଥିବା ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ୨୮ ଜୁନ୍‌ରୁ ବାବା ବର୍ଫାନୀଙ୍କ ଦରବାର ଭକ୍ତଙ୍କ ଲାଗି ଖୋଲିଯିବ। ଏଭଳି ସ୍ଥିତିରେ ଯେଉଁ ଭକ୍ତ ଯାତ୍ରାକୁ ଯାଇପାରିବେ ନାହିଁ ତାଙ୍କ ପାଇଁ ଶ୍ରୀ ଅମରନାଥ ଜୀ ସାଇନ୍‌ ବୋର୍ଡ…

ଶ୍ରୀ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆଜିଠାରୁ ଆରମ୍ଭ, ଯାତ୍ରା ପାଇଁ କେଉଁ କେଉଁ ନିୟମକୁ ଧ୍ୟାନ ଦେବାକୁ ପଡିବ…

ଜାମ୍ମୁ-କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ଅଗ୍ରୀମ ପଞ୍ଜୀକରଣ ଏକ ଏପ୍ରିଲରୁ ଆରମ୍ଭ ହୋଇଛି। ଦେଣର ୩୨ ରାଜ୍ୟର କେନ୍ଦ୍ର ଶାସିତ ରାଜ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍, ଜାମ୍ମୁ-କାଶ୍ମୀର ବ୍ୟାଙ୍କ୍ ଏବଂ ୟସ ବ୍ୟାଙ୍କର ୪୪୦ ବ୍ୟାଙ୍କ୍ ଶାଖା ଗୁଡିକରେ ୨୦୧୯ ମସିହା ଏପ୍ରିଲ ୧ରୁ…